ସମ୍ପାଦକୀୟ

ଅଚିହ୍ନା ବ୍ରାହ୍ମଣର ପଇତା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ‘ଚିହ୍ନା ବ୍ରାହ୍ମଣର ପଇତା ଲୋଡ଼ା ପଡ଼େନି।’ କେଉଁ କାଳରୁ ଆମ ଲୋକମୁଖରେ ଗଡ଼ି ଗଡ଼ି ଆସୁଥିବା ଏ କଥାଟି କେତେ ମାତ୍ରାରେ ସତ୍ୟ କେଜାଣି, ମାତ୍ର ଏହାର ଅନ୍ତଃସ୍ବରରେ ଭରି ରହିଛି ଏକ ବିଶାଳ ବିଶ୍ୱାସର…

ନୀରବ ଯନ୍ତ୍ରଣା

ଆକାର ପଟେଲ   ମନମୋହନ ସିଂ ସରକାର କିଭଳି ଦୁର୍ବଳ ଥିଲା ତାହା ଜଣାଇବା ଲାଗି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚାଲୁ ରହିବ ବୋଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଲୋକ ସଭାରେ ପ୍ରକାଶ କରିଥିଲେ । ସେ ମଧ୍ୟ ବିରୋଧୀଙ୍କୁ ଉପହାସ…

ଏଇ ଭାରତରେ

ଡେରାଡୁନ୍‌ର ପ୍ରକୃତିପ୍ରେମୀ ମହେଶ ଚନ୍ଦ୍ର ଏବେ ଗଛଗୁଡ଼ିକୁ ଲୁହା ବନ୍ଧନରୁ ମୁକ୍ତି କରିବା ଲାଗି ଯେଉଁ ବାଟ ଦେଖାଇଛନ୍ତି ତାହା ବାସ୍ତବିକ ପ୍ରେରଣାଦାୟକ। ମହେଶ ଜଣେ ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟର। ଟ୍ରି ଗାର୍ଡରେ ବାନ୍ଧି ହୋଇଯାଇଥିତ୍ବା ଗଛର ପୀଡାକୁ ଅନୁଭବ କରି…

ବୟନ ଶିଳ୍ପ-ଏକ ପୋଷଣୀୟ ସମ୍ଭାବନା

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ କେନ୍ଦ୍ର କ୍ୟାବିନେଟ୍‌ ବୟନ ଶିଳ୍ପ କ୍ଷେତ୍ରରେ ଘରୋଇ ଉତ୍ପାଦନ ଓ ରପ୍ତାନି ବୃଦ୍ଧି କରିବା ଲକ୍ଷ୍ୟରେ ୧୦,୬୮୩ କୋଟି ଟଙ୍କା ମୂଲ୍ୟର ‘ଉତ୍ପାଦନ ସମ୍ପର୍କିତ ପ୍ରୋତ୍ସାହନ’ (ପିଏଲ୍‌ଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଦେଶରେ ବୟନଶିଳ୍ପ…

ଦୁର୍ବଳ ପ୍ରଦର୍ଶନ

ହାଉସିଂ ଆଣ୍ଡ୍‌ ଅର୍ବାନ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ ଲିମିଟେଡ୍‌ (ହୁଡ୍‌କୋ) ଭାରତ ସରକାରଙ୍କର ଏକ ପ୍ରମୁଖ ହାଉସିଂ ଫାଇନାନ୍ସ କର୍ପୋରେଶନ। ସେପ୍ଟେମ୍ବର ୨୦୧୯ରେ ଡ. ଏମ୍‌. ରବି କାନ୍ତଙ୍କ ସମ୍ପ୍ରସାରିତ କାର୍ଯ୍ୟକାଳ ଶେଷ ହେବା ପରେ ଆଇଏଏସ୍‌ରୁ ଇସ୍ତଫା ଦେଇଥିଲେ ଓ ସେବେଠାରୁ…

ଗୃହଯୁଦ୍ଧରେ ଶିକ୍ଷାର ଭବିଷ୍ୟତ

ବିନିୟାମ ବେଡାସୋ ୧୧ ମାସ ଧରି ଉତ୍ତର ଇଥିଓଆରେ ଗୃହଯୁଦ୍ଧ ଲାଗି ରହିଛି। ଏହା ଟିଗ୍ରେ ଅଞ୍ଚଳରୁ ଆରମ୍ଭ ହୋଇ ଏହାର ପାଖାପାଖି ଅଞ୍ଚଳ ଅମ୍‌ହାରା ଏବଂ ଅଫାର୍‌କୁ ବ୍ୟାପିଛି। ଏହାଯୋଗୁ ୨୦ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି ଓ…

ଏଇ ଭାରତରେ

ବାନାନା ଶାଢ଼ି, ଲୋଟସ୍‌ ଶାଲ୍‌ ଏବଂ ବାମ୍ବୋ ଜିନ୍ସ କହୁଛି ଆମ ଦେଶୀ ଫ୍ୟାଶନ ଏବେ କେଉଁଠିି ପହଞ୍ଚିଲାଣି। ବାନାନା ଶାଢ଼ି ପାଇଁ ସମ୍ପୂର୍ଣ୍ଣ କଦଳୀ ଗଛକୁ ଉପଯୋଗ କରାଯାଉଛି। ସେହିଭଳି ବାମ୍ବୋ ଜିନ୍ସରେ ବାଉଁଶ ସହ ଅନ୍ୟ ଗଛର ଫାଇବର…

ପ୍ରକୃତିର ଶ୍ୱେତପତ୍ର

ଡ. ବାଇଧର ସାହୁ ବ୍ରିଟିଶ ସରକାର ୧୭ା୩ା୧୯୩୩ରେ ଏକ ଶ୍ୱେତପତ୍ର ପ୍ରକାଶ କରିଥିଲେ। ସେଥିରେ ଉଲ୍ଲେଖ ଥିଲା ସମସ୍ତ ବ୍ରିଟିଶ ଶାସିତ ଭାରତ ସିନ୍ଧୁ ଓ ଓଡ଼ିଶା ସହିତ ଏଗାର ଗୋଟି ବିଭିନ୍ନ ପ୍ରଦେଶରେ ବିଭକ୍ତ ହେବ। ଏହା ସେ ସମୟର…

ବିକଶିତ ପର୍ଯ୍ୟଟନ ଆବଶ୍ୟକ

ଈପ୍ସିତା ମହାନ୍ତି ପର୍ଯ୍ୟଟନ ଶିଳ୍ପ ସାରାଦୁନିଆ ପାଇଁ କେବଳ ଅର୍ଥନୈତିକ ପ୍ରଗତି ଆଣେ ନାହିଁ ବରଂ ରୋଜଗାରର ଅଜସ୍ର ସୁଯୋଗ ସୃଷ୍ଟି କରେ। କେତେକ ରାଷ୍ଟ୍ରର ଅର୍ଥନୀତି ଓ ଘରୋଇ ଉତ୍ପାଦରେ ଏହାର ଯୋଗଦାନ ସର୍ବାଧିକ। ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ୩୨ଲକ୍ଷ…

ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ

ସିମୋନ ଜାଡେକ୍‌ ସାମ୍ପ୍ରତିକ ସମୟରେ ଗ୍ଲୋବାଲ ଫୁଡ୍‌ ସିଷ୍ଟମ ବା ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ପରିବେଶ ପ୍ରତିକୂଳ ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୮ ଟ୍ରିଲିୟନ ଡଲାର ରହିଥିବାବେଳେ ଏହାର ନକାରାମତ୍କ ପ୍ରଭାବରୁ ଘଟୁଥିତ୍ବା କ୍ଷତିର ପରିମାଣ ପାଖାପାଖି ୧୨ ଟ୍ରିଲିୟନ…

ମାନବିକତା ରହୁ

ଛନ୍ଦା ମିଶ୍ର କୁହାଯାଏ, ଯେଉଁ ଦେଶରେ ଶିକ୍ଷା ଓ ସ୍ବାସ୍ଥ୍ୟ ଯେତେ ଉନ୍ନତ, ସେ ଦେଶ ସେତେ ସମୃଦ୍ଧ। ଦୁଇଟି ଯାକ ଆମ ଜୀବନରେ ଯେ ଏକାନ୍ତ ଅପରିହାର୍ଯ୍ୟ ଏଥିରେ ଦ୍ୱିମତ ନାହଁି। ତେଣୁ ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ଡାକ୍ତରଙ୍କୁ…

ସୁରକ୍ଷାକବଚ

ଡ. ଅଜୟ କୁମାର ପାତ୍ର ଓଜୋନ (O3) ଗୋଟିଏ ଅଣୁରେ ତିନୋଟି ପରମାଣୁ ଥିବା ତୀବ୍ର କିନ୍ତୁ ଉଦ୍ଦୀପକ ଗନ୍ଧ ଥିବା ଘନୀଭୂତ ଅସ୍ଥାୟୀ ଅମ୍ଳଜାନ। ପକ୍ଷାନ୍ତରେ କୁହାଯାଇପାରେ, ଏହା ସମୁଦ୍ର ତଟର ଉଦ୍ଦୀପକ ପବନ ଓ ମହାକାଶର ପରମ ଉପକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri