ସମ୍ପାଦକୀୟ

ଏଇ ଭାରତରେ

ସକଳ ଘଟରେ ନାରାୟଣ, ଏଭଳି ଭାବ ପ୍ରାଣୀ ସେବା କରିବା ଲାଗି ପ୍ରେରିତ କରିଛି ଚେନ୍ନାଇର ଶିରାନି ପେରିରାଙ୍କୁ। ୧୯୯୪ରେ ଚେନ୍ନାଇ ଚାପ୍ଟର ଅଫ୍‌ ପିପୁଲ ଫର୍‌ ଆନିମଲ (ପିଏଫ୍‌ଏ)ସଂସ୍ଥା ଗଠନ କରିଥିଲେ। ଏହା ମାଧ୍ୟମରେ ଜୀବମାନଙ୍କୁ ବିଦ୍ୟୁତ୍‌ ଆଘାତ ଦେଇ…

ସାଇକେଲ ଏକ ବିକଳ୍ପ

ବୈକୁଣ୍ଠନାଥ ମିଶ୍ର   ଗତ ଶତାବ୍ଦୀର ସତୁରି ଦଶକ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ଶଗଡ଼ଗାଡ଼ିର ବହୁଳ ପ୍ରଚଳନ ଥିଲା। ସେହିପରି ଜଳପଥରେ ପାଲଟଣା ଜାହାଜ ଓ ବୋଇତରେ ଯାତ୍ରୀ ଓ ମାଲ୍‌ ପରିବହନ ହେଲା; ଯାହା କି ବାୟୁସ୍ରୋତର ଅନୁକୂଳରେ ଗତିକରୁଥିଲା। ରାଜା,…

ମାଟି ସିଲଟରେ ଅ… ଆ…

ଅକ୍ଷୟ କୁମାର ମିଶ୍ର   ଦିନଥିଲା ପିଲାମାନେ ବିଦ୍ୟାଳୟ ଯିବା ସମୟରେ ସାଙ୍ଗରେ ଏକ ଛୋଟ ବୋତଲରେ ପାଣି ନେଇଯିବା ପାଇଁ ମାଆ ପାଖରେ ଅଝଟ ହେଉଥିଲେ। ଆଜି ଯେମିତି ବହି ବ୍ୟାଗ୍‌ରେ ୱାଟର ବଟଲ ଦେବାକୁ ମାଆମାନେ ଭୁଲୁନାହାନ୍ତି ସେମିତି…

ବିଶ୍ୱାସ ହେଉନାହିଁ

ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ଶିପ୍‌ରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ସୁପରଷ୍ଟାର୍‌ ଶାହରୁଖ ଖାନ୍‌ଙ୍କ ପୁଅ ୨୩ ବର୍ଷୀୟ ଆର୍ୟନଙ୍କ ସହ ଅନ୍ୟ ୭ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଗିରଫ କରିଥିଲା। ପରେ ଗିରଫ ସଂଖ୍ୟା ବଢ଼ିଛି ହେଲେ ଏହି ଘଟଣାରେ…

ଆହୁରି ବଢ଼ିବ

ଚଳିତବର୍ଷ ଫେବୃୟାରୀ ୨୮ ଯାଏ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିଲା। ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ତୈଳ ଦର ଅପରିବର୍ତ୍ତିତ ରଖିଦେଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ…

ପ୍ରତିବାଦକୁ ମାରିଦେବା

ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ଟିକୁନିଆରେ ୩ ଅକ୍ଟୋବରରେ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ସହ ତିନୋଟି ଏସ୍‌ୟୁଭି ଚଢ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ସମୟରେ ଏହାର ପ୍ରତିବାଦରେ ହିଂସାତ୍ମକ…

ଯୁଦ୍ଧୋନ୍ମାଦ ଆନନ୍ଦ ଆଣେନା

ମୀରା ବେଉରା ସବୁ ଅନ୍ତର୍ଦ୍ୱନ୍ଦ୍ୱ ଭିତରେ ଗୋଟିଏ ପ୍ରଶ୍ନ ନିଇତି ମୋତେ ଆନ୍ଦୋଳିତ କରୁଛି। ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟରେ ଥାଇ ମଧ୍ୟ ଆଧୁନିକ ମଣିଷ କାହିଁକି ଅସହାୟ ହୋଇପଡ଼ିଛି। ଆମତ୍ୀୟସ୍ବଜନଙ୍କ ପାଖରେ ଥାଇ ମଧ୍ୟ କାହିଁକି ମୁହୂର୍ତ୍ତେ ହେଲେ ବି ହସିପାରୁନି।…

ଉଦ୍‌ଜାନ ଇନ୍ଧନ ଅର୍ଥ ବ୍ୟବସ୍ଥା

ଡ. ଚିତ୍ତରଞ୍ଜନ ମିଶ୍ର ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍‌ବୋଧନରେ ରାଷ୍ଟ୍ର ପାଇଁ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ଉଦ୍‌ଘୋଷଣା କରିଥିଲେ। ତନ୍ମଧ୍ୟରୁ ପ୍ରଥମଟି ଥିଲା ‘ମିଶନ ଉଦ୍‌ଜାନ’।…

ଏଇ ଭାରତରେ

ଶିକ୍ଷାର ପ୍ରସାର ସହ ପରିବେଶ ସୁଧାରିବା ଅଭିଯାନରେ ବ୍ରତୀ ହୋଇଛନ୍ତି ଆସାମର ଦମ୍ପତି ପ୍ରମିତା ଶର୍ମା ଓ ମାଜିନ ମୁଖତାର। ଦୁହେଁ ପାମୋହି ଅଞ୍ଚଳରେ ଏକ ସ୍କୁଲ ଖୋଲି ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏହାସହ ପାମୋହିର ବିଭିନ୍ନ ଗାଁରେ ଏମାନେ…

ପ୍ରତିରକ୍ଷା ବିପନ୍ନ

ଭାରତ ଓ ଚାଇନା ମଧ୍ୟରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମେ’ ୨୦୨୦ରେ ଦୁଇ ଦେଶର ସେନା କିଭଳି ମୁହାଁମୁହିଁ ହୋଇଥିଲେ ତାହା ସମସ୍ତଙ୍କୁ ଜଣା। ଏଥିରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଇନା ତା’ର…

ସାହିତ୍ୟ କୃତି ଓ ସ୍ରଷ୍ଟାର ବ୍ୟକ୍ତିତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଦର୍ଶବୋଧର କଥା କହୁଥିବା କବି ବା ଲେଖକ ଅନେକ ସମୟରେ ସେହି ଆଦର୍ଶର ବିପରୀତ କର୍ମ କରୁଥିବାର ଦେଖାଯାଏ। ଯେତେବେଳେ ସେହିଭଳି ଲେଖକ ବା କବି କୌଣସି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ବା ପୁରସ୍କୃତ ହୁଅନ୍ତି, ପାଠକମାନେ…

ଏଇ ଭାରତରେ

୨୩ ବର୍ଷ ଧରି ରାସ୍ତାକଡ଼ରେ ବିିପଜ୍ଜନକ ସ୍ଥିତିରେ ଥିବା ମହିଳାମାନଙ୍କୁ ଉଦ୍ଧାର କରି ସେବାର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଏକ ଯୁବ ଡାକ୍ତର ଦମ୍ପତି। ଡା. ରାଜେନ୍ଦ୍ର ଏବଂ ଡା. ସୁଚେତା ଧମାନି ଏଯାବତ୍‌ ୫୦୦ରୁ ଊର୍ଦ୍ଧ୍ୱ ଅସହାୟା ମହିଳାଙ୍କୁ ରାସ୍ତାକଡ଼ରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri