ଏଚ୍୧ବି ଭିଜା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ବସାଇବା ପରେ ଏବେ ଏଚ୍୧ବି ଭିଜା ଦେୟ ଅସମ୍ଭବ ସ୍ତର ଯାଏ ବଢ଼ାଇ ବିଦେଶ ଯାଇ ଅର୍ଥ ଅର୍ଜନ କରିବାକୁ ଚାହୁଁଥିବା ଭାରତୀୟଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି।…
ଜ୍ଞାନ ଓ ଆତ୍ମବିଜ୍ଞାନ
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ଏହାର ଶତବାର୍ଷିକୀ ପାଳନ କରୁଛି। ସାଂସ୍କୃତିକ ବିଶେଷକରି ରାଜନୈତିକ କ୍ଷେତ୍ରରେ ଏହାର ଲମ୍ବା ସଫଳତାର ଇତିହାସ ବଖାଣୁଛି। ହିନ୍ଦୁତ୍ୱ ବିଚାରଧାରାର ସ୍ରୋତ ଭାବେ ଜଣାଶୁଣା ଏହି ସଂସ୍ଥା ବିଷୟରେ ଯେଉଁ ପାଠକେ ଜାଣନ୍ତି ସେମାନେ ଏହି ସ୍ତମ୍ଭରୁ…
ଆଜିର କାମ ଏବେ
ମହାଭାରତ ଯୁଦ୍ଧ ପୂର୍ବରୁ ବିଶ୍ୱାସ କରାଯାଉଥିଲା କୃଷ୍ଣ ଯେଉଁଠାରେ ଧର୍ମ ସେଠାରେ ରହିବ ଏବଂ ବିଜୟ ସୁନିଶ୍ଚିତ। ”ଯତୋ କୃଷ୍ଣ ସ୍ତତୋ ଧର୍ମଃ ଯତୋ ଧର୍ମଃ ସ୍ତତୋ ଜୟଃ।“ସେ ଉଭୟ ପକ୍ଷଙ୍କୁ ତାଙ୍କର ଚତୁର୍ଭୁଜ ସେନା କିମ୍ବା ତାଙ୍କୁ ବାଛିବା ବିକଳ୍ପ…
ଶିକ୍ଷକ ନିର୍ଯାତନା
ଛାତ୍ରୀ ନିର୍ଯାତନା ତଥା ଅନ୍ୟାନ୍ୟ କୋଳାହଳ ମଧ୍ୟରେ ଉଚ୍ଚଶିକ୍ଷାରେ ନିୟୋଜିତ ଶିକ୍ଷକମାନଙ୍କର ଉପତ୍ୀଡ଼ନର ସ୍ବର ସାଧାରଣତଃ ଶୁଣିବାକୁ ମିଳେ ନାହିଁ।ନିଜର ପୁଅଝିଅଙ୍କୁ ମଣିଷ କରିବାକୁ ଯାଇ ମା’ ବାପା ଅବା ଅଭିଭାବକମାନଙ୍କର ଅପ୍ରାସଙ୍ଗିକ ଅଶ୍ରୁପାତ ସମ କଲେଜ ଶିକ୍ଷକମାନଙ୍କର ଦୁର୍ଦ୍ଦଶା।ଏବେ ଦେଖିବା…
ଖବରରେ ଖେଡ୍କର
ୟୁପିଏସ୍ସି ଠକେଇଠାରୁ ଆରମ୍ଭକରି ଅପହରଣ ଅଭିଯୋଗ ପର୍ଯ୍ୟନ୍ତ ପୂଜା ଖେଡ୍କରଙ୍କ କାହାଣୀ ଏକ ଦୁଃଖସୁଖପୂର୍ଣ୍ଣ ନାଟକ ହୋଇଯାଇଛି। ଠକେଇ କଥା ଜନମାନସରୁ ଅପସରି ଯାଉଥିବାବେଳେ ପୁନର୍ବାର ଏକ ନୂଆ ଘଟଣା ଖବରର ଶିରୋନାମା ହୋଇଛି। ନିକଟରେ ନଭି ମୁମ୍ବାଇର ଏକ ରାସ୍ତାରେ…
ଅପରିବର୍ତ୍ତିତ ଭ୍ରଷ୍ଟାଚାର ସ୍ବର
ଓଡ଼ିଆରେ ଏକ ପ୍ରବାଦ ଅଛି, ‘ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡ଼ା କାଠେ।’ ଏହି ପ୍ରବାଦର ଆଉ ଏ ଅନୁରୂପ ପ୍ରବାଦ ଉଲ୍ଲେଖ କରାଯାଇପାରେ ଯଥା – ”ଅଙ୍ଗାର ଶତ ଧୌତେନଂ, ମଳିନଂ ନ ଜାୟତେ“ ଅର୍ଥାତ୍ ଅଙ୍ଗାରକୁ ଯେତେ…
ଏ ଭାଗ ସରିବ ତ
ରାପୃଷ୍ଠରେ ମଣିଷ ପ୍ରଥମେ ଯେତେବେଳେ କେବଳ ଖାଦ୍ୟ ଅନ୍ବେଷଣ କରୁଥିଲା, ସେତେବେଳେ କେବଳ ତାହାକୁ ଭାଗ କରୁଥିଲା ଓ ସେଥିରେ ଉପଯୁକ୍ତ ଭାଗ ହୋଇନଥିଲେ ମଧ୍ୟ କାହାର ଆପତ୍ତି ନ ଥିଲା। ମାତ୍ର ସମୟକ୍ରମେ ଯେତେବେଳେ ମଣିଷର କ୍ରମବିକାଶ ହେଲା, ସେତେବେଳେ…
ପଡ଼ୋଶୀରେ ଅସ୍ଥିରତା
ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଅସ୍ଥିରତା ଉଭୟ ଭାରତ ଓ ତାହାର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପାଇଁ ଅଧିକ ବିପଜ୍ଜନକ ହୋଇଛି। ନିକଟରେ ନେପାଳର ହିଂସାତ୍ମକ ବିଦ୍ରୋହରେ ଏହା ପ୍ରତିଫଳିତ ହୋଇଛି। ଭାରତର ପୂର୍ବଭାଗରେ ଥିବା ବାଂଲାଦେଶରେ ୨୦୨୪ରେ ମଧ୍ୟ ସମାନ…
ଜେନ୍ ଜେଡ୍
ଜେନ୍ ଜେଡ୍ ଆଜିକାର ସାଂସ୍କୃତିକ, ସାମାଜିକ ଏବଂ ଆର୍ଥତ୍କ ଭୂ-ରାଇଜକୁ ହଲାଇବାରେ ଲାଗିଛି। ସେମାନେ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପ୍ରଗତି, ଗୁରୁତ୍ୱପୂର୍ଣ୍ଣ ସାମାଜିକ ପରବତ୍ତର୍ର୍ନ ଏବଂ କ୍ରମାଗତ ଭାବରେ ବର୍ଦ୍ଧିଷ୍ଣୁ ବିଶ୍ୱ ସଂଯୋଗ ଦ୍ୱାରା ପରିଗଠିତ ପରିବେଶରେ ବଢ଼ିଛନ୍ତି। ନବେ ଦଶକର ଶେଷ…
କ୍ୟାଲେଣ୍ଡର ଓ ପୌରାଣିକ କଥା
ଭାରତର ଜାତୀୟ କ୍ୟାଲେଣ୍ଡର ହେଉଛି ସାକ କ୍ୟାଲେଣ୍ଡର। ଏହା ୭୮ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଛି। ଏହାକୁ ସରକାରୀ ଭାବେ ୧୯୫୭ରେ ଗ୍ରହଣ କରାଯାଇଥିଲା, କାରଣ ସ୍ବାଧୀନ ଭାରତ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଉପରେ ନିର୍ଭର ନ କରି ତାହାର ନିଜର ଏକ କ୍ୟାଲେଣ୍ଡର…
ଏଇ ଭାରତରେ
ମହିଳା ସବୁବେଳେ ସଶକ୍ତ। ସୁଯୋଗ ପାଇଲେ ସେମାନେ ସବୁ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିପାରିବେ, ଯାହା ଦେଖିବାକୁ ମିଳିଛି ସୁନ୍ଦରବନରେ ଥିବା ଟାଇଗର ଓ୍ବିଡୋଜ୍(ବାଘ ଆକ୍ରମଣରେ ମୃତ୍ୟୁମୁଖରେ ପଡ଼ିଥିବା ପୁରୁଷଙ୍କ ସ୍ତ୍ରୀ)ଙ୍କ କ୍ଷେତ୍ରରେ। ସାଧାରଣତଃ ପୁରୁଷମାନେ ହେନ୍ତାଳବନରୁ ମହୁ ସଂଗ୍ରହ ପାଇଁ…
ସ୍ବଦେଶୀ ଜ୍ଞାନକୌଶଳ
ଗାନ୍ଧୀଙ୍କର ସ୍ବଦେଶୀ ଆନ୍ଦୋଳନ ଡାକରା, ବିଦେଶୀ ଜିନିଷ ହଟାଅ ଦେଶ ବଞ୍ଝାଅ ପରାଧୀନ ଭାରତର ସେତେବେଳେ ଯୁବଗୋଷ୍ଠୀକୁ ଏକ ନୂଆ ଦିଶା ମିଳିଥିଲା। ଆଜି ବି ସରକାରଙ୍କ ଆହ୍ବାନ ବିଦେଶୀ ଜିନିଷ ହଟାଅ, ବିକଶିତ ଭାରତ ବନାଅ। ୭୯ତମ ସ୍ବାଧୀନତା ଦିବସରେ…
Archives


