ଏଇ ଭାରତରେ

କାର୍‌ରେ ଯିବେ ପୁଣି ଅନ୍ୟ କିଛି ସୁବିଧା ମାଗଣାରେ ପାଇବେ! ଏମିତି ବ୍ୟବସ୍ଥା କେଉଁଠି ଦେଖିଛନ୍ତି? କିନ୍ତୁ ଦିଲ୍ଲୀର ଅବଦୁଲ କାଦିରଙ୍କ କାର୍‌ରେ ଗଲେ ଯାତ୍ରୀମାନେ ସୁଖଦ ଅନୁଭବ କଲାଭଳି ଜିନିଷ ଓ ସେବା ମାଗଣାରେ ପାଇପାରିବେ। କାଦିର ଯାତ୍ରୀମାନଙ୍କୁ ଖବରକାଗଜ ପଢ଼ିବାକୁ ଦେବା ସହ ଜୁସ୍‌ ଓ ସ୍ନାକ୍ସ ଦେଉଛନ୍ତି। ଅବଦୁଲ ତାଙ୍କ କାର୍‌ରେ ବିଶୁଦ୍ଧ ପାନୀୟ ଜଳ ପିଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏପରିକି ଜଣେ ନେଲ୍‌ପଲିସି ରିମୁଭର ବି ଚାହଁିଲେ ତାହା ପାଇବାରେ କିଛି ଅସୁବିଧା ହେବନାହଁି। ଏହାବ୍ୟତୀତ କାର୍‌ ମଧ୍ୟରେ ସେ ଶାନ୍ତି, ସଦ୍‌ଭାବନା ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି କଲା ଭଳି ବିଭିନ୍ନ ନୀତିବାଣୀ ଲଗାଇଛନ୍ତି। ଏହା ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଉଛି। ଅବଦୁଲ ଚାକିରି କରିଥିଲେ ଓ ୩୦ ବର୍ଷ ବୟସରେ ତାହା ହରାଇବା ପରେ ବିଭିନ୍ନ ବ୍ୟବସାୟ କରିବାକୁ ଲାଗିଲେ। କିନ୍ତୁ ସେଥିରେ ସଫଳ ନ ହେବାରୁ ଶେଷରେ କାର୍‌ ଚଳାଇବା ଆରମ୍ଭ କରିଥିଲେ ଏବଂ ଯାତ୍ରୀଙ୍କୁ ନେବା ଆଣିବା ସମୟରେ ଏଭଳି ମାଗଣା ସେବା ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଡାକ୍ତର, ଉନ୍ମତ୍ତ ନିଶା

ଅଭାବନୀୟ ଘଟଣାଟିଏ ଦେଖିବାକୁ ମିଳିଛି କେରଳରେ, ଯାହା ପୁଣି ସାବ୍ୟସ୍ତ କରିଦେଲା ଯେ ଡାକ୍ତରମାନଙ୍କ ଜୀବନ ଓ ଜୀବିକା ଉଭୟ ଅସୁରକ୍ଷିତ ଅବସ୍ଥାରେ ଅଛି। ରୋଗୀମାନଙ୍କ...

ଇଲେକ୍ଟୋରାଲ ବଣ୍ଡ୍‌: ଏସ୍‌ବିଆଇର ମିଛ

ନୀତିନ୍‌ ସେଠୀ ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ତଥ୍ୟ ମଗାଗଲା ବେଳେ ଏହା ତ୍ରୁଟିପୂର୍ଣ୍ଣ,...

ବସ୍ତାନି ବୋଝ

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ର ଓଜନିଆ ସ୍କୁଲ ବ୍ୟାଗ ଧରିବା ଉଚିତ ନୁହେଁ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଅଛି। ମଝିରେ ଏ ସଂକ୍ରାନ୍ତରେ ମାଡ୍ରାସ ହାଇକୋର୍ଟ ୨୯...

ବାବୁ କରିବେ ଗୁରୁଗିରି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଶିକ୍ଷାନବିସ ପ୍ରଶାସନିକ ସେବା ବାବୁମାନଙ୍କୁ ଏଣିକି ନିକଟରେ ଆରମ୍ଭ ହୋଇଥିବା ମୋଦି ସରକାରଙ୍କ ‘ନର୍ଚର ଦ ଫ୍ୟୁଚର’ ବା ‘ଭବିଷ୍ୟତକୁ...

ଅଡ଼ୁଆରେ ଜମ୍ମୁ-କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦିଙ୍କ ଶାସନରେ ବାବୁମାନେ ଦିଲ୍ଲୀରେ କାମ କରିବାକୁ ଦିନକୁ ଦିନ ଅଧିକ ବିମୁଖ ହେବା ଭଳି ଜଣାପଡୁଛନ୍ତି। ବାସ୍ତବରେ ଗତ...

ଅସଲି ରାମରାଜ୍ୟ

ଦେବଦତ୍ତ ପଟ୍ଟନାୟକ   ଥରେ ମୁଁ ଜଣେ ହିଞ୍ଜଡ଼ାଙ୍କୁ ପଚାରିଲି ତାଙ୍କ ସମୁଦାୟର କେଉଁ କାହାଣୀକୁ ସେ ପବିତ୍ର ମନେକରେ। ମୋ ପ୍ରଶ୍ନର ଉତ୍ତର ସେ...

ଏଇ ଭାରତରେ

ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ...

କୃଷି ବଜେଟରେ ନବଉନ୍ମେଷ କାହିଁ

ନଟବର ଖୁଣ୍ଟିଆ ଫେବୃୟାରୀ ୧୮ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି। ଗତ ୨୦୧୩-୧୪ ଆର୍ଥିକ...

Advertisement
Archives

Model This Week