‘ମୁଁ’ର ଅନୁଭବ
ଡ. ନରେନ୍ଦ୍ର କୁମାର ସେଠୀ ଜଣେ ସଫଳ ମଣିଷ ପାଖରେ ସବୁକିଛି ଥାଏ। ଭଲ ଘର, ପରିବାର, ଧନ, ସମ୍ପତ୍ତି ସବୁକିଛି ଯାହା ସେ ଚାଁହୁଥିଲା ଜୀବନରେ। ତଥାପି ତା’ ମନ ମସ୍ତିଷ୍କ ଭିତର କୋଣରେ ଆହୁରି ଖୁସି ହେବା ପାଇଁ,…
ଡିଜିଟାଲାଇଜିଂ ସହାୟତାର ବିପଦ
ବେକୀ ଫେଥ୍ ଡିଜିଟାଲ ସିଷ୍ଟମଗୁଡ଼ିକ ବିକାଶ ଏବଂ ମାନବୀୟ କାର୍ଯ୍ୟକଳାପ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେଗୁଡ଼ିକ ବିଶ୍ୱର ସବୁଠୁ ବିପଜ୍ଜନକ ଅବସ୍ଥାରେ ରହୁଥିବା ଗୋଷ୍ଠୀସମୂହଙ୍କୁ ଆଗକୁ ବିପଦରେ ପକାଇପାରେ ବୋଲି ଅନୁମାନ କରାଯାଉଛି। ନିକଟରେ ଆଫଗାନିସ୍ତାନରେ ଏଭଳି ବିପଦଗୁଡ଼ିକର ଦୃଷ୍ଟାନ୍ତ…
ଏଇ ଭାରତରେ
ପରିବେଶ ସୁରକ୍ଷା ଲାଗି ଦେଶରେ ଯେଭଳି ତପତ୍ରତା ପ୍ରକାଶ ପାଉଛି ତାହା ଆଗାମୀ ଦିନ ପାଇଁ ଏକ ଶୁଭ ସଙ୍କେତ। ବିଶେଷ କରି ଟେକ୍ନୋଲୋଜି କ୍ଷେତ୍ରରେ ଏହା ପାଇଁ କରାଯାଉଥିବା ଅନେକ ପ୍ରୟାସ ମଧ୍ୟେରେ ଆଇଆଇଟି ଖଡ଼ଗପୁରର ଯୋଗଦାନ ସ୍ବୀକାର୍ଯ୍ୟ। ଏହି…
ଏଇ ଭାରତରେ
ବାଉଁଶ ତିଆରି ଜିନିଷ ପ୍ରସ୍ତୁତ କରି ପ୍ଲାଷ୍ଟିକ ବର୍ଜ୍ୟ ଦୂର କରିବାକୁ ଯୋଗେଶ ସିନ୍ଦେଙ୍କ ନିଆରା ପଦକ୍ଷେପ ସ୍ବାଗତଯୋଗ୍ୟ। ବାଉଁଶ ଜିନିଷ ବ୍ୟବହାର ବୃଦ୍ଧି କରି ଏବେ ସୁଦ୍ଧା ସେ ପାଖାପାଖି ୧୬.୫ ଲକ୍ଷ କେ.ଜି. ପ୍ଲାଷ୍ଟିକ ବର୍ଜ୍ୟ କମ୍ କରିବାକୁ…
ଅଛଡ଼ା-ଦୂରୁଛଡ଼ା
ଶ୍ରୀମାନ୍ ସର୍ବଗିଳା ପ୍ରାୟ ଅଠର-କୋଡ଼ିଏ ବର୍ଷ ତଳେ ମୁଁ ଜଣେ ବନ୍ଧୁଙ୍କ ଘରେ ପଶିଲାବେଳକୁ ବନ୍ଧୁ ବନ୍ଧୁପତ୍ନୀ ମଧ୍ୟରେ ଚାଲିଥିଲା ଘମାଘୋଟିଆ ମଧୁର ଝଗଡ଼ା। ଆପଣ କହିବେ, ଝଗଡ଼ା ତ ଝଗଡ଼ା, ପୁଣି ମଧୁର ଝଗଡ଼ା କ’ଣ ? ଆଜ୍ଞା! କଥାଟା…
ଦେବାରେ ଆନନ୍ଦ
ପ୍ରକାଶ ତ୍ରିପାଠୀ ସନ୍ଥ କବିରଙ୍କ ଭାଷାରେ ଯଦି ଘରକୁ ଅଧିକ ଟଙ୍କା ଓ ଡଙ୍ଗାଭିତରକୁ ଅଧିକ ପାଣି ଆସେ ତେବେ ତାହାକୁ ଦୁଇ ହାତରେ ତୁରନ୍ତ ବାହାରକୁ କାଢ଼ନ୍ତୁ। ସନ୍ଥ କବିରଙ୍କ ଏପରି କହିବାର ତାତ୍ପର୍ଯ୍ୟ ହେଲା ନିଜ ରୋଜଗାରରୁ କିଛି…
ଜମ୍ମୁ କଶ୍ମୀର ଆସନ
ଜମ୍ମୁ ଓ କଶ୍ମୀର ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ସକାଶେ ଅଧିକ ୬ ଓ କଶ୍ମୀର ପାଇଁ ଗୋଟିଏ ନିର୍ବାଚନମଣ୍ଡଳୀ ଗଠନ ପ୍ରସ୍ତାବ ଦେବା ପରେ ସେଠାରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଞ୍ଚଳିକ ଦଳଗୁଡ଼ିକ ଏହାକୁ ବିରୋଧ କରିବା ସହ…
ଏଇ ଭାରତରେ
ବୟସର ଅପରାହ୍ନରେ ଥିବା ବହୁ ଜୀବନ ପାରିବାରିକ ଅବହେଳାରୁ ଛଟପଟ ହେଉଛନ୍ତି। ପାଳିପୋଷିି ବଡ଼ କରିଥିବା ପିଲାମାନେ ପ୍ରତିପୋଷଣର ବୋଝ ବୋହିବା ଲାଗି ଅମଙ୍ଗ ହେବା ଯୋଗୁ ଅନେକ ବୟସ୍କ ମାତାପିତା ରାସ୍ତାରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପୀଡ଼ିତମାନେ…
ଆପଣା ହସ୍ତେ ଜିହ୍ବା ଛେଦି
ଇବ୍ରାର ଖାଁ ପର ଆପ୍ତବାକ୍ୟଟି କାହିଁ କେଉଁକାଳୁ ଆମ ସମାଜରେ ପ୍ରଚଳିତ ହୋଇଆସୁଛି। ଆଜିର ସାମାଜିକ ସ୍ଥିତାବସ୍ଥାକୁ ଅନୁଶୀଳନ କଲେ ଏହି ଉକ୍ତିର ପ୍ରାସଙ୍ଗିକତା ରହିଥିବାର ହୃଦ୍ବୋଧ ହୁଏ। ନିଜକୁ ସଭ୍ୟ, ଶିକ୍ଷିତ ବୋଲାଉଥିବା ଆଜିର ମଣିଷ ସ୍ବାର୍ଥ ସିଦ୍ଧି…
ଚାଲ ପୁରୀକୁ ଖୋଜିବା
ପ୍ରସନ୍ନ କୁମାର ମିଶ୍ର ଶ୍ରୀମନ୍ଦିରକୁ ଘେରି ରହିଥିଲା ଧର୍ମ, ସଂସ୍କୃତି ଓ ଶିକ୍ଷା ପ୍ରସାରଣର ଅନେକ ପବିତ୍ର ଅନୁଷ୍ଠାନ- ଶହ ଶହ ମଠ ଓ ମନ୍ଦିର। ପ୍ରତିଦିନ ପ୍ରତ୍ୟୁଷରୁ ବିବିଧ ଘଣ୍ଟଘଣ୍ଟା ଓ ଭଜନ କୀର୍ତ୍ତନର ଦିବ୍ୟ ଧ୍ୱନି ଭିତରେ…
ରାଜନୀତି ପଶାପାଲିରେ ପାଇକ ବିଦ୍ରୋହ
ଡ. ପ୍ରଫୁଲ୍ଲ କୁମାର ସାହୁ ଓଡ଼ିଆ ବୀରତ୍ୱ ଓ ସ୍ୱାଭିମାନର ପ୍ରତୀକ ପାଇକ ବିଦ୍ରୋହ। ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ସୁସଂଗଠିତ ଓ ସୁଦୂରପ୍ରସାରୀ ବିଦ୍ରୋହର ଅଗ୍ନିବର୍ଷୀ ପ୍ରେରଣା ଯୋଗୁ ତ୍ୱରାନ୍ବିତ ହୋଇଥିଲା ମୁକ୍ତି…
‘ଶାନ୍ତି’ର ମାନହାନି
ପଞ୍ଜାବର ଅମୃତସରସ୍ଥିତ ସ୍ଵର୍ଣ୍ଣମନ୍ଦିରରେ ଉତ୍ତ୍ୟକ୍ତ ଲୋକେ ଜଣଙ୍କୁ ପିଟି ମାରିଦେବାର ୨୪ ଘଣ୍ଟା ନ ପୂରୁଣୁ କପୁରଥାଲା ଜିଲାରେ ଅନ୍ୟ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଡିସେମ୍ବର ୧୮ରେ ସ୍ଵର୍ଣ୍ଣମନ୍ଦିରରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଅଣ ଶିଖ୍…
Archives


