ଚାଇନାର ଆହ୍ୱାନ
ଶିଲୋମୋ ବେନ୍-ଅମି ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)ରେ ଚାଇନାର ପ୍ରବେଶକୁ ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ସମର୍ଥନ କରିଥିଲେ ସେତେବେଳେ ସେ କହିଥିଲେ କି ଏହି ପଦକ୍ଷେପ ବହୁ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବ। ଡବ୍ଲ୍ୟୁଟିଓରେ...
ଅଡ଼ୁଆରେ ବାଇଡେନ୍
ଏଲିଜାବେଥ୍ ଡ୍ରିୟୁ ୨୦୨୦ରେ ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ହ ଟ୍ରମ୍ପଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ବିଜୟ ଲାଭ କରିଥିଲେ। ଈଶ୍ୱରଙ୍କ କୃପାରୁ ଏହି ବିଜୟ ହେଲା ସତ, କିନ୍ତୁ କଂଗ୍ରେସର ଉଭୟ ସଦନରେ...
ପୁଞ୍ଜିପତିଙ୍କ ପାଇଁ ସତର୍କଘଣ୍ଟି
ଈପ୍ସିତା ମହାନ୍ତି ଧନୀ ଓ ଗରିବଙ୍କ ମଧ୍ୟରେ ବଢୁଥିବା ତାରତମ୍ୟ ଯୋଗୁ ଅର୍ଥନୀତିଜ୍ଞ ହିଁ ନୁହନ୍ତି, ସମାଜବିଜ୍ଞାନୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କରୋନା ସଙ୍କଟ ହେତୁ ସାମାଜିକ ସ୍ଥିତି ବିଗିଡ଼ିଯାଇ ବର୍ତ୍ତମାନ ଏହି ସମସ୍ୟା ଆହୁରି ସଙ୍ଗିନ ହୋଇ...
ପରିବାର ଓ ସଂସ୍କାରିତ ବାତାବରଣ
କନିଷ୍ଠ କିଶୋର ସାହୁ ବିଶ୍ୱର ପ୍ରତ୍ୟେକ ସଭ୍ୟତା ଓ ସଂସ୍କୃତିରେ ପରିବାର ସହ ସଂସ୍କାରର ଅଭିନ୍ନ ସମ୍ପର୍କ ରହିଛି। ଧାର୍ମିକ ଭାଷାରେ ସଂସ୍କାରକୁ ଧାର୍ମିକ କ୍ରିୟା ମାଧ୍ୟମରେ ଶରୀର ମନ ଓ ମସ୍ତିଷ୍କର ଶୁଦ୍ଧୀକରଣ ବୁଝାଯାଉଥିବା ବେଳେ ସାଧାରଣ ଅର୍ଥରେ...
ଏଇ ଭାରତରେ
ବିଶ୍ୱରେ ଏବେ ଇଲେକ୍ଟ୍ରୋନିକ ଓ୍ବେଷ୍ଟ (ଇ-ଓ୍ବେଷ୍ଟ) ସୁନାମି ଦେଖିବାକୁ ମିଳିଛି। ଏହା ପରିବେଶ ଓ ପ୍ରାଣୀଙ୍କ ପାଇଁ ସଙ୍କଟ ସୃଷ୍ଟି କରୁଛି। ଏଥିରୁ ମୁକୁଳିବା ଲାଗି ଦୁଇଭାଇ ରୋହନ ଏବଂ ନୀତିନ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେମାନେ ମେକାନିକାଲ ଏବଂ...
ସାଲିସରେ ମାଲିସ
ପିଲାଦିନେ ଶୁଣିଥିଲୁ ଯିଏ ବାଘ-ଛେଳିକୁ ଗୋଟିଏ ଘାଟରେ ପାଣି ପିଆଇଦେଇ ପାରିଲା ସେ ରହିଲା ଆଗଧାଡ଼ିରେ। ଏବେ ଓଡ଼ିଶା ରାଜନୀତିରେ ଦେଖାଯାଇଛି ଯେ ବାଘ ଚାରିପଟରେ ଛେଳି, ମେଣ୍ଢା ଓ ହରିଣ ମାଳମାଳ ହୋଇ ପାଣି ପିଉଛନ୍ତି। ପ୍ରଥମେ, କିଛିବର୍ଷ...
ଏଇ ଭାରତରେ
ପ୍ରତିକୂଳ ପରିସ୍ଥିତିରେ ପିଲାବେଳୁ ବଢ଼ି ଆସିଥିବା ଝିଅଟି ନିଜ ବାହାଘର ଲାଗି ସଞ୍ଚତ୍ଥିବା ଟଙ୍କାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷା ଦେଉଛନ୍ତି। ସେ ହେଉଛନ୍ତି ତାମିଲନାଡୁର ଟ୍ରିପ୍ଲିକେନ୍ ସହର ନିବାସୀ ସୁଗଣ୍ୟା କାଣ୍ଡାସାମୀ। ସେ ସଞ୍ଚତ୍ତ ୮୦,୦୦୦ ଟଙ୍କା ଖର୍ଚ୍ଚ କରି...
ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍
ଭାବଗ୍ରାହୀ ରାଉତ ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ୱିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା,...
କୁହାଟୁଛି କୋଟିଆ
ଡ.ପ୍ରଫୁଲ୍ଲ କୁମାର ସାହୁ ଆନ୍ତଃରାଜ୍ୟ ସୀମା ବିବାଦରେ ଛନ୍ଦିହୋଇ କୁହାଟୁଛି କୋଟିଆ। ଓଡ଼ିଶା କହୁଛି କୋଟିଆ ଆମର। ସମାନ ଦାବି କରୁଛି ଆନ୍ଧ୍ର। ଓଡ଼ିଶାର ପ୍ରଶାସନିକ ମାନଚିତ୍ର ଅନୁସାରେ କୋଟିଆ ପଞ୍ଚାୟତ ରହିଛି କୋରାପୁଟ ଜିଲାର ପଟାଙ୍ଗି ବ୍ଲକ ଅଧୀନରେ।...
ବିନାଶର ସୁଯୋଗ
‘ଗଡ୍ସ ଓନ୍ କଣ୍ଟ୍ରି’ ବା ‘ଈଶ୍ୱରଙ୍କ ନିଜ ଦେଶ’ ଭାବେ ପରିଚିତ କେରଳ ପରିବେଶର ପ୍ରତିକୂଳ ପ୍ରଭାବକୁ ସାମ୍ନା କରିଚାଲିଛି। ୨୦୧୮ ଓ ୨୦୧୯ର ବର୍ଷା ଓ ବନ୍ୟା ବିତ୍ପାତକୁ ଭୁଲି ନ ଥିବାବେଳେ ପୁଣି ଏବେ ସେଭଳି ଭୟଙ୍କର...
ଏଇ ଭାରତରେ
ସରକାରୀ ଜମିରେ ପଣସ ଗଛ ଲଗାଇ ଚାଲିଛନ୍ତି କେରଳର କେ.ଆର୍ ଜୟନ। ରାଜ୍ୟର ବିଭିନ୍ନ ଗାଁରେ ସେ ଏଭଳି ଅଭିଯାନ ଚଳାଇଛନ୍ତି। ଗାଁଗୁଡ଼ିକୁ ‘ପାଲଭୁ ଭିଲେଜ’ ବା ‘ପଣସ ଗାଁ’ର ନୂଆ ପରିଚୟ ଦେଉଛନ୍ତି। ଏଥିପାଇଁ ଜୟନଙ୍କୁ ପ୍ଲାଣ୍ଟ୍ ଜିନୋମ...
ମହାପୁରୁଷ ମହମ୍ମଦ
ଇଂ. ରୌଶନ ଖାନ ହଜରତ ମହମ୍ମଦ ରସୁଲୁଲ୍ଲାଃଙ୍କର ଧରାପୃଷ୍ଠରେ ଆବିର୍ଭାବ ଓ ଅବତରୀୟ ଲୀଳା ସମ୍ବନ୍ଧରେ ପୂର୍ବ ସୂଚନା ଦେଇ ବ୍ୟାସମୁନି ଭବିଷ୍ୟ ପୁରାଣରେ କହିଥିଲେ- ”ଏତସ୍ମିନ୍ ଅନ୍ତରେ ମ୍ଳେଚ୍ଛ ଆଚାର୍ଯ୍ୟେଣ ସମନ୍ବେତା, ମହମ୍ମଦ ଇତି ଖ୍ୟାତା ଶିଷ୍ୟା ଶାଖା...
Archives


