ସମ୍ପାଦକୀୟ

ହିଲିୟମ୍‌-୩

୧୯ ଡିସେମ୍ବର ୧୯୭୨ରେ ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା)ର ଆପୋଲୋ କାର୍ଯ୍ୟକ୍ରମରେ ଶେଷ ରକେଟ ଚନ୍ଦ୍ରକୁ ଯାଇଥିଲା। ପିଲାଦିନେ ଶୁଣିଥିଲୁ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଉଇନ ଆଲଡ୍ରିନ ଚନ୍ଦ୍ରରେ ଓହ୍ଲାଇବା ପରେ ମାଇକେଲ କଲିନ୍ସ ଉପର ଯାନରେ ରହି ସେମାନଙ୍କ…

ମୋଦିଙ୍କ ଆଜାଦ

କଂଗ୍ରେସ ଦଳ ଛାଡ଼ିବାର ୩ ଦିନ ପରେ ଅଗଷ୍ଟ ୨୯ରେ ଗୁଲାମ ନବୀ ଆଜାଦ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କୁ ଗାଳି କରିଥିବା ବେଳେ ଭାଜପା ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଯେହେତୁ ରମେଶ କହିଥିଲେ,…

ଏଇ ଭାରତରେ

ବିବାହ ଭଳି ଏକ ସ୍ବତନ୍ତ୍ର ଦିନରେ ଭଲ ପୋଷାକ ପିନ୍ଧି କନ୍ୟାବେଶରେ ସଜେଇ ହେବାକୁ ଅନେକ ମହିଳାଙ୍କ ସ୍ବପ୍ନ ଥାଏ। କିନ୍ତୁ ବହୁ ସମୟରେ ଅର୍ଥାଭାବରୁ ଏହା ସମ୍ଭବ ହୋଇପାରି ନ ଥାଏ। ହେଲେ କେରଳର ପେରିଥଲମାନା ନିବାସୀ ନାସର ଥୁଥା…

ମୂଷା ପ୍ରବଳ

ଦ୍ୱିତୀ ଚନ୍ଦ୍ର ସାହୁ ଏଇ ଛୋଟିଆ ଜୀବ ପାଇଁ ସବୁଠି ଚର୍ଚ୍ଚା। ଗଣେଶ ପୂଜା ମଣ୍ଡପରେ ଭାରି ଭାରି ଲଡ଼ୁ ଧରି ପାଦ ତଳେ ଠିଆ ହୋଇଥାଏ ନିର୍ଜୀବ ମୂଷା। ଗଣେଶଙ୍କ ବାହାନ ବୋଲି ଅନେକଙ୍କ ଭରି ଦୟା। ଘରଣୀମାନେ କଲବଲ…

ଭାରତୀୟ ମେଧାଶକ୍ତିର ଦେଶାନ୍ତର ଯାତ୍ରା

ଡ. ଚିତ୍ତରଂଜନ ମିଶ୍ର ଉଚ୍ଚଶିକ୍ଷା ପାଇଁ ଭାରତୀୟ ଛାତ୍ରମାନଙ୍କ ଦେଶାନ୍ତର ଯାତ୍ରାର ପ୍ରବୃତ୍ତି ବଢିିଚାଲିଛି। ସଂପ୍ରତି ୧୧.୩ ଲକ୍ଷ ଭାରତୀୟ ଛାତ୍ର ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ଏବଂ ୨୦୨୨ ଏ କ୍ଷେତ୍ରରେ ରେକର୍ଡ କରିବାକୁ ଯାଉଛି। ଭାରତୀୟ ମୁଦ୍ରାର…

ପ୍ରବାସୀ ହଟହଟା

ନିକଟରେ ଆମେରିକାର ଟେକ୍ସାସ ଅନ୍ତର୍ଗତ ପ୍ଲାନୋରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବଦ୍ୱେଷର ଶିକାର ହୋଇଥିଲେ। ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ମହିଳା ହେଉଛନ୍ତି ମେକ୍ସିକୀୟ-ଆମେରିକୀୟ ଏସ୍‌ମେରାଲ୍ଡା ଅପଟୋନ୍‌। ସେ ଭାରତୀୟ ମହିଳାଙ୍କୁ କହିଥିଲେ ‘ମୁଁ ତୁମ ଭଳି ଭାରତୀୟଙ୍କୁ ଘୃଣା କରେ…

ସ୍ବାଗତିକା କିଏ

ଓଡ଼ିଶା ସରକାର ୨୪ ଜିଲାର ୩୬ଟି ନୂଆ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ପୋଲିସ ଷ୍ଟେଶନ ସଂଖ୍ୟା ୬୭୯ରେ ପହଞ୍ଚିବ। ଏଥିସହିତ ଆଇପିଏସ୍‌ ଅଫିସରଙ୍କଠାରୁ ଆରମ୍ଭକରି କନଷ୍ଟେବଲ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ବଳର…

ଆଧୁନିକ ସଂସ୍କୃତି କେତେ ଶ୍ରେୟ

ଭାରତରେ ଏବେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ପ୍ରସାରିତ ହେବାରେ ଲାଗିଛି। କେବଳ ଲୋକମାନଙ୍କ ଜୀବନଚର୍ଯ୍ୟାରେ ନୁହେଁ; ଏପରିକି ରାଜନୀତି, ସାମାଜିକ ବ୍ୟବସ୍ଥା, କୂଟନୀତି, ଅର୍ଥନୀତି, ସାହିତ୍ୟ, ସଂସ୍କୃତି, ବିଚାର ନୀତି, ସରକାରୀ ଆଇନ କାନୁନରେ ମଧ୍ୟ ଏହି ନୀତିର ପ୍ରସାର ଘଟିଚାଲିଛି।…

ବାଡ଼ ଯଦି କ୍ଷେତ ଖାଏ

ସମ୍ପ୍ରତି ସାରା ଦେଶରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ସରକାରୀବାବୁ ହୁଅନ୍ତୁ କି ଶାସକ ପ୍ରଶାସକ କେହି ହେଲେ ସ୍ବଉପାର୍ଜିତ ସତ୍‌ ଧନରେ ସନ୍ତୁଷ୍ଟ ନ ହୋଇ ଅନ୍ୟାୟ ଉପାର୍ଜନ ପ୍ରତି ଲାଳାୟିତ ହେଉଛନ୍ତି। ଚୋରିକରି ଧନପତି ହେବାର ନିଶା ସମସ୍ତଙ୍କୁ…

ଏଇ ଭାରତରେ

ବୟସ ୨୧। କିନ୍ତୁ ୭ ରାଜ୍ୟରେ ଗରିବ ଓ ଅସହାୟମାନଙ୍କ ପାଇଁ କାମ କରି ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଉତ୍ତରପ୍ରଦେଶର ଇଶାନ ଚଓ୍ବାଲା। ଫିଟି ଫାଉଣ୍ଡେଶନ ନାମକ ଏକ ସଂସ୍ଥା ଗଠନ କରି ସେ…

ଏଇ ଭାରତରେ

ବିହାର ପୋଲିସର ମହିଳା କନ୍‌ଷ୍ଟେବଳ ବବ୍‌ଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା। ଦୁଇ ଶିଶୁକନ୍ୟାଙ୍କ ଦାୟିତ୍ୱ ତୁଲାଇ ସେ ବିହାର ଜନସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡିଏସ୍‌ପି ହୋଇପାରିଛନ୍ତି। ବିହାର ଗୟା ଜିଲାର ବବ୍‌ଲି…

ଚିତ୍ରଣ ସାମ୍ବାଦିକା

ଖବରକାଗଜ, ପତ୍ରିକା, ଗୀତ ସଂଯୋଜନା, ଅନ୍‌ଲାଇନ ସାମ୍ବାଦିକତା ଓ ସାହିତ୍ୟ ଆଦି କ୍ଷେତ୍ରର ୨୧ଟି ବର୍ଗରେ ଉତ୍କର୍ଷଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ପୁଲିଜର ସମ୍ମାନ ପ୍ରଦାନ କରାଯାଇଥାଏ। ହଙ୍ଗେରୀୟ-ଆମେରିକୀୟ ରାଜନୀତିଜ୍ଞ ତଥା ଖବରକାଗଜ ପ୍ରକାଶକ ଯୋଶେଫ୍‌ ପୁଲିଜର ତାଙ୍କ ଉଇଲ୍‌ରେ ଉଲ୍ଲେଖ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri