ସମ୍ପାଦକୀୟ

ଜୀବନ ପାଇଁ ଦିନଟିଏ

ଦ୍ୱିତୀ ଚନ୍ଦ୍ର ସାହୁ ପିଲାଟି ଗଛରୁ ତୋଳିଦେଲା ଡାଳିମ୍ବଟିଏ। ବାକି ପିଲାଏ ଦେଖୁଥିଲେ। କଥା ପହଞ୍ଚତ୍ଲା ଶ୍ରେଣୀ ଶିକ୍ଷକ ନିକଟକୁ। ଶ୍ରେଣୀ ଶିକ୍ଷକ ରାଗରେ ପାଚିଗଲେ। ଗୁଡ଼ାଏ ବକିଲେ ପିଲାକୁ ଅପରାଧୀ ଭଳି। ସିଧା ଧରିଗଲେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟକୁ। ସମସ୍ତେ…

ହିଜାବ ଝଡ଼

ହିଜାବ ପ୍ରସଙ୍ଗ ପୁଣି ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ହେଡ୍‌ସ୍କାର୍ଫ ନ ପିନ୍ଧିବା ଓ ଡ୍ରେସ୍‌ କୋଡ୍‌କୁ ଅବମାନନା କରିବା ଅଭିଯୋଗରେ ୨୨ ବର୍ଷୀୟା ମହିଳା ମାହସା ଅମିନିଙ୍କୁ ଇରାନ୍‌ ପୋଲିସ ଅଟକ ରଖିବା ପରେ ସେ କୋମାକୁ ଚାଲିଯାଇଥିଲେ। ୧୬…

ଏଇ ଭାରତରେ

ବହୁ ସମୟରେ ଗୋଟିଏ ଘଟଣା ଜଣଙ୍କ ଆଖି ଖୋଲିଦିଏ; ଯାହା ଘଟିଛି ଶ୍ରୀରାମ ଭି. ଆୟାରଙ୍କ ଜୀବନରେ। ଚେନ୍ନାଇରେ ଜନ୍ମିତ ଆୟାର ଉଚ୍ଚଶିକ୍ଷା ଲାଭ ପରେ କର୍ପୋରେଟ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରିଥିଲେ। ଗୁଜରାଟ ଦଙ୍ଗା ପରେ ଦିନେ ରାସ୍ତାକଡ଼ରେ…

ଆଗକୁ ଭାବୁ ନାହାନ୍ତି

ନିକଟରେ ୟୁକ୍ରେନ୍‌ର ଖାର୍କିଭ୍‌ରୁ ରୁଷିଆ ତା’ର ସୈନ୍ୟ ଅପସାରଣ କରିବା ପରେ ଭୂରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ କରିବା ବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌କୁ ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ। ଗୋଟେ ଧାରଣା…

କୁପୋଷଣମୁକ୍ତ ସମାଜ ଗଠନର ବାସ୍ତବତା

ଜାତୀୟ ପରିବାର ସର୍ଭେ-୫ ରିପୋର୍ଟ ଅନୁସାରେ ଭାରତବର୍ଷରେ ଜନ୍ମରୁ ୫ ବର୍ଷ ବୟସର ୩୨ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ଏହା ୨୯.୭ ପ୍ରତିଶତ। ଜାତୀୟ ହାରଠୁ ଯଦିଓ ଓଡ଼ିଶା ଟିକିଏ ଭଲ ସ୍ଥିତିରେ ଅଛି ତଥାପି…

ପିତୃପକ୍ଷ; ବିଜ୍ଞାନ ଓ ସଂସ୍କୃତିର ସମାହାର

ଆରମ୍ଭ ହୋଇଛି ପିତୃପକ୍ଷ। ଅନେକ ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ଏହି ପିତୃପକ୍ଷର ଗୁରୁତ୍ୱ କ’ଣ? ପିତୃପକ୍ଷ ଆରମ୍ଭ ହୋଇଗଲେ ପ୍ରାୟ ପ୍ରତ୍ୟେକ ଘରେ ଶ୍ରାଦ୍ଧ, ତର୍ପଣ ପ୍ରଭୃତି କ୍ରିୟା ଆରମ୍ଭ ହୋଇଯାଏ। ଅନେକ ଜାଣତରେ ତଥା ଅନେକ ଅଜାଣତରେ ଏହି କ୍ରିୟାକୁ…

ଏଇ ଭାରତରେ

କଦଳୀ ଉତ୍ପାଦନ ପରେ ଏହାର ଗଣ୍ଡିକୁ ଫିଙ୍ଗି ଦିଆଯାଉଥିବା ବେଳେ ଉତ୍ତର ପ୍ରଦେଶ ଲଖିମପୁର ଖେରିର ପୁନମ୍‌ ସେଥିରୁ ଫାଇବର ପ୍ରସ୍ତୁତ କରୁଛନ୍ତି। ସମୌସା ଗାଁର ପୁନମ୍‌ ଦେବୀ ସରସ୍ବତୀ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ୨୭ ଜଣ ମହିଳାଙ୍କୁ ଏହି…

ଏଇ ଭାରତରେ

ଅନେକ ସମୟରେ ତୃଣମୂଳ ସ୍ତରରେ ଜଣଙ୍କ ଅଭିନବ ଉପାୟ ଅନେକଙ୍କ ପାଇଁ ଲାଭଦାୟକ ହୋଇଥାଏ, ଯାହା କରିଛନ୍ତି ମହାରାଷ୍ଟ୍ରର ଜଗନ ପ୍ରହଲ୍ଲାଦ ବଗଡ଼େ। ସେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବରୁ ଫସଲକୁ ରକ୍ଷା କରିବା ଲାଗି କଣ୍ଟାଜାତୀୟ ଗଛରେ ଜୈବ ବାଡ଼ କରିବା ସହ…

ନଦୀ ମାନବ

– ଜିତେନ୍ଦ୍ର କୁମାର ନାୟକ   ଇତିହାସରୁ ପଢ଼ିଛେ ବିଶ୍ୱଯୁଦ୍ଧ ଓ ମହାମାରୀ ମଣିଷ ଜାତି ପାଇଁ ଆଣିଥିଲା ବଡ଼ ବିପଦ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଜଗତ ଜୀବନକୁ କଲବଲ କରିଚାଲିଛି। ମନ୍ଥର ଗତିରେ ଯାଉଥିଲେ ହେଁ ମହାବିପତ୍ତି ଆଣିଥିବା…

କିମାଶ୍ଚର୍ଯ୍ୟମ୍‌

ସହଦେବ ସାହୁ   ଦଳର ସଦସ୍ୟ ହେଲା ମାନେ ଦଳର ଦୋଷତ୍ରୁଟି ତିଳେମାତ୍ର ବି ପଦାରେ ପକାଇବ ନାହିଁ, ଗୋଟିଏ କଥାରେ କହିଲେ ତମେ, ତୁମର ବିବେକ ଦଳ ପାଖରେ ଅର୍ଥାତ୍‌ ଦଳର ମୁଖିଆଙ୍କ ପାଖରେ ବନ୍ଧା ପକାଇଲ! ତୁମେ ବୋକା ହୋଇଗଲ।…

ବିଶ୍ୱାସର ଅଭାବ

ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକଠାରୁ ଭାରତ କୌଣସି ବାଟରେ ଭିନ୍ନ ବୋଲି ଆମେ ଭାବୁଛୁ, କିନ୍ତୁ ବାସ୍ତବତା ତାହା ନୁହେଁ। ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ବାଂଲାଦେଶୀ ଓ ପାକିସ୍ତାନୀଙ୍କଠାରୁ ଭାରତୀୟମାନେ ସେମିତି କିଛି ଅଲଗା ସ୍ଥିତିରେ ଥିବା ଜଣାଯାଆନ୍ତି ନାହିଁ। ଅପେକ୍ଷାକୃତ ସମାନ…

ଏଇ ଭାରତରେ

ବୟସ ୮୮। ତଥାପି ଚଳଚଞ୍ଚଳ ତାମିଲନାଡୁର ନଞ୍ଜାମଲ। ସେ ଦୁଇଟି ଗାଁର ପ୍ରାୟ ସବୁ ପରିବାରକୁ କିଚେନ ଗାର୍ଡେନ କରିବାରେ ସହଯୋଗ କରିଛନ୍ତି। କୋଏମ୍ବାଟୁର ପୁଙ୍ଗନଗରର ଥୋପାମପଟ୍ଟି ନିବାସୀ ନଞ୍ଜାମଲ ନିଜେ କରିଥିବା କିଚେନ ଗାର୍ଡେନରୁ ୧୭ ପ୍ରକାର ପରିବା ଉପତ୍ାଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri