ସମ୍ପାଦକୀୟ

ଏଇ ଭାରତରେ

୧୯୮୪ରେ ଆସାମର ଗୋପୀନାଥ ଶର୍ମା ଆରମ୍ଭ କରିଥିବା ଛୋଟ ନର୍ସରିଟି ଏବେ ସାରା ଦେଶରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଗୋପୀନାଥ ଗୁଆହାଟୀରୁ ୩୦ କି.ମି. ଦୂର ଧୁପଗୁରୀର ଏକ ସ୍କୁଲରେ ପ୍ରିନ୍ସିପାଲ ଥିବାବେଳେ ଗଛ ଲଗାଇବା ସହ...

ଏଇ ଭାରତରେ

ଦିଲ୍ଲୀ ସହରରେ ଏମିତି ଏକ ଘର ଯେଉଁଠି ବିଦ୍ୟୁତ୍‌ ବିଲ୍‌ ଶୂନ। ଏହା ସମ୍ଭବ ହୋଇଛି ଆଇଟି କମ୍ପାନୀରେ କାମ କରୁଥିବା ଅମିତ୍‌ ମେହେଟାଙ୍କ ଦ୍ୱାରା। ଅମିତ୍‌ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରକୁ ସମ୍ପୂର୍ଣ୍ଣ ସୌରଶକ୍ତିରେ ଚଳାଉଛନ୍ତି ।...

ବେନାମୀ ଚିଠି

ହରିଶଙ୍କର ମିଶ୍ର   ସରକାରୀ ଦପ୍ତରରେ କୌଣସି ବ୍ୟକ୍ତି ବା ସରକାରୀ ଅଧିକାରୀଙ୍କ ନାମରେ ଗୁରୁତର ତ୍ରୁଟିର ସୂଚନା ଥାଇ ପ୍ରେରକଙ୍କ ନାମ ନ ଥାଇ ଯେଉଁ ଚିଠି ପ୍ରାପ୍ତ ହୁଏ ତାହା ବେନାମୀ ଚିଠି ଭାବେ ନାମିତ କରାଯାଏ।...

ଅଫିସ୍‌ ଅଫ୍‌ ପ୍ରଫିଟ୍‌

ସହଦେବ ସାହୁ   ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୨୦୨୧ରେ ଖଣି ମନ୍ତ୍ରୀ ଥିବା ବେଳେ ନିଜେ ଏକ ଖଣି ଲିଜ୍‌ ନେଇଥିଲେ, ଅର୍ଥାତ୍‌ ସରକାର ଅଧୀନରେ ଖଣି କାରବାର କରୁଥିବା ଠିକାଦାର...

ହିଲିୟମ୍‌-୩

୧୯ ଡିସେମ୍ବର ୧୯୭୨ରେ ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା)ର ଆପୋଲୋ କାର୍ଯ୍ୟକ୍ରମରେ ଶେଷ ରକେଟ ଚନ୍ଦ୍ରକୁ ଯାଇଥିଲା। ପିଲାଦିନେ ଶୁଣିଥିଲୁ ନିଲ୍‌ ଆର୍ମଷ୍ଟ୍ରଙ୍ଗ, ଏଡ୍‌ଉଇନ ଆଲଡ୍ରିନ ଚନ୍ଦ୍ରରେ ଓହ୍ଲାଇବା ପରେ ମାଇକେଲ କଲିନ୍ସ ଉପର ଯାନରେ ରହି...

ମୋଦିଙ୍କ ଆଜାଦ

କଂଗ୍ରେସ ଦଳ ଛାଡ଼ିବାର ୩ ଦିନ ପରେ ଅଗଷ୍ଟ ୨୯ରେ ଗୁଲାମ ନବୀ ଆଜାଦ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କୁ ଗାଳି କରିଥିବା ବେଳେ ଭାଜପା ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଯେହେତୁ ରମେଶ...

ଏଇ ଭାରତରେ

ବିବାହ ଭଳି ଏକ ସ୍ବତନ୍ତ୍ର ଦିନରେ ଭଲ ପୋଷାକ ପିନ୍ଧି କନ୍ୟାବେଶରେ ସଜେଇ ହେବାକୁ ଅନେକ ମହିଳାଙ୍କ ସ୍ବପ୍ନ ଥାଏ। କିନ୍ତୁ ବହୁ ସମୟରେ ଅର୍ଥାଭାବରୁ ଏହା ସମ୍ଭବ ହୋଇପାରି ନ ଥାଏ। ହେଲେ କେରଳର ପେରିଥଲମାନା ନିବାସୀ ନାସର...

ମୂଷା ପ୍ରବଳ

ଦ୍ୱିତୀ ଚନ୍ଦ୍ର ସାହୁ ଏଇ ଛୋଟିଆ ଜୀବ ପାଇଁ ସବୁଠି ଚର୍ଚ୍ଚା। ଗଣେଶ ପୂଜା ମଣ୍ଡପରେ ଭାରି ଭାରି ଲଡ଼ୁ ଧରି ପାଦ ତଳେ ଠିଆ ହୋଇଥାଏ ନିର୍ଜୀବ ମୂଷା। ଗଣେଶଙ୍କ ବାହାନ ବୋଲି ଅନେକଙ୍କ ଭରି ଦୟା। ଘରଣୀମାନେ...

ଭାରତୀୟ ମେଧାଶକ୍ତିର ଦେଶାନ୍ତର ଯାତ୍ରା

ଡ. ଚିତ୍ତରଂଜନ ମିଶ୍ର ଉଚ୍ଚଶିକ୍ଷା ପାଇଁ ଭାରତୀୟ ଛାତ୍ରମାନଙ୍କ ଦେଶାନ୍ତର ଯାତ୍ରାର ପ୍ରବୃତ୍ତି ବଢିିଚାଲିଛି। ସଂପ୍ରତି ୧୧.୩ ଲକ୍ଷ ଭାରତୀୟ ଛାତ୍ର ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ଏବଂ ୨୦୨୨ ଏ କ୍ଷେତ୍ରରେ ରେକର୍ଡ କରିବାକୁ ଯାଉଛି। ଭାରତୀୟ...

ପ୍ରବାସୀ ହଟହଟା

ନିକଟରେ ଆମେରିକାର ଟେକ୍ସାସ ଅନ୍ତର୍ଗତ ପ୍ଲାନୋରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବଦ୍ୱେଷର ଶିକାର ହୋଇଥିଲେ। ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ମହିଳା ହେଉଛନ୍ତି ମେକ୍ସିକୀୟ-ଆମେରିକୀୟ ଏସ୍‌ମେରାଲ୍ଡା ଅପଟୋନ୍‌। ସେ ଭାରତୀୟ ମହିଳାଙ୍କୁ କହିଥିଲେ ‘ମୁଁ ତୁମ ଭଳି ଭାରତୀୟଙ୍କୁ ଘୃଣା...

ସ୍ବାଗତିକା କିଏ

ଓଡ଼ିଶା ସରକାର ୨୪ ଜିଲାର ୩୬ଟି ନୂଆ ପୋଲିସ ଷ୍ଟେଶନ ପ୍ରତିଷ୍ଠା କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ରାଜ୍ୟରେ ପୋଲିସ ଷ୍ଟେଶନ ସଂଖ୍ୟା ୬୭୯ରେ ପହଞ୍ଚିବ। ଏଥିସହିତ ଆଇପିଏସ୍‌ ଅଫିସରଙ୍କଠାରୁ ଆରମ୍ଭକରି କନଷ୍ଟେବଲ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ...

ଆଧୁନିକ ସଂସ୍କୃତି କେତେ ଶ୍ରେୟ

ଭାରତରେ ଏବେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ପ୍ରସାରିତ ହେବାରେ ଲାଗିଛି। କେବଳ ଲୋକମାନଙ୍କ ଜୀବନଚର୍ଯ୍ୟାରେ ନୁହେଁ; ଏପରିକି ରାଜନୀତି, ସାମାଜିକ ବ୍ୟବସ୍ଥା, କୂଟନୀତି, ଅର୍ଥନୀତି, ସାହିତ୍ୟ, ସଂସ୍କୃତି, ବିଚାର ନୀତି, ସରକାରୀ ଆଇନ କାନୁନରେ ମଧ୍ୟ ଏହି ନୀତିର ପ୍ରସାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri