ସମ୍ପାଦକୀୟ

ଚମ୍ପାବତୀ ଉପାଖ୍ୟାନ

ଜୟଶ୍ରୀ ପଟ୍ଟନାୟକ ସକାଳୁ ସକାଳୁ ମାଲିକ ଘର ଆଗରେ ଭିଡ଼ ଦେଖି ମୁଁ ଟିକେ ଭୟଭୀତ ହୋଇପଡ଼ିଲି। ଯେତେବେଳେ ଘଟଣା କ’ଣ ଘଟିଛି ତାହା ବୁଝିବାକୁ ଗଲି ଜଣାପଡ଼ିଲା ଯେ, ଚମ୍ପାବତୀ ନାମ୍ନୀ ଯେଉଁ ଭଦ୍ରମହିଳା ଜଣକ ପ୍ରତିଦିନ କାଳିଅନ୍ଧାରରୁ ଉଠି…

ଆଇନ ତା’ ବାଟରେ ଯାଏ ତ

ସହଦେବ ସାହୁ କୌଣସି ଅଭିଯୋଗର ସମାଧାନରେ ବା ସେବାପ୍ରାପ୍ତିରେ ବିଳମ୍ବ ଯୋଗୁ ସରକାରଙ୍କ ଉପରେ ଅଙ୍ଗୁଳି ଉଠିଲେ ଶାସକ ଦଳର ପ୍ରବକ୍ତା କହନ୍ତି ଆଇନ ତା’ ବାଟରେ ଯାଉଛି, ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? ‘ବାଟ’ରେ ଯେ କେତେ ‘ଡାଇଭର୍ସନ’ (ବିଳମ୍ବ…

ପଦବୀ ଖାଲି ପଡ଼ିଛି

ପାଖାପାଖି ୨ ମାସ ହେଲା ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ପଦବୀ ଖାଲି ରହିବା ଯୋଗୁ କାତାରରେ ଭାରତର କୂଟନୈତିକ ପ୍ରତିନିଧିତ୍ୱରେ ବଡ଼ ଶୂନ୍ୟସ୍ଥାନ ଦେଖାଯାଇଛି। ପୂର୍ବରୁ ଦୋହାରେ ଥିବା ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ସ୍ବଦେଶକୁ ଫେରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ…

ନୂତନତ୍ୱର ଆହ୍ବାନ

ନୀତିନିର୍ଦ୍ଧାରକଙ୍କ ତୁଳନାରେ ଟେକ୍‌ନୋଲୋଜି ପୃଥିବୀକୁ ଶୀଘ୍ର ପରିବର୍ତ୍ତନ କରିଚାଲିଛି। ଫଳରେ ସମାଜ ଧ୍ରୁବୀକୃତ ହେଉଛି, ଅସମାନତା ବୃଦ୍ଧିପାଉଛି ଏବଂ ଏକଚ୍ଛତ୍ରବାଦ ଶାସନ ଓ କର୍ପୋରେଶନଗୁଡ଼ିକ ବାସ୍ତବତାକୁ ପରିବର୍ତ୍ତନ କରିବା ସହ ଗଣତନ୍ତ୍ରକୁ ଅଣଦେଖା କରୁଛନ୍ତି। ନିକଟରେ ଓପନ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ବସ୍ତାନି ବୋଝ

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ର ଓଜନିଆ ସ୍କୁଲ ବ୍ୟାଗ ଧରିବା ଉଚିତ ନୁହେଁ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଅଛି। ମଝିରେ ଏ ସଂକ୍ରାନ୍ତରେ ମାଡ୍ରାସ ହାଇକୋର୍ଟ ୨୯ ମେ’ ୨୦୧୮ରେ ଏମ. ପୁରୁଷୋତ୍ତମ ଏବଂ କେନ୍ଦ୍ର ସରକାରଙ୍କ ଏକ ମାମଲାର ଶୁଣାଣି କରିବାକୁ…

ବ୍ୟସ୍ତ ମଣିଷ

ମଣିଷ ସବୁବେଳେ ବ୍ୟସ୍ତ। ପଚାରିଲେ କହେ ଫୁର୍‌ସତ୍‌ ନାହିଁ। ଫୁର୍‌ସତ୍‌ର ଆକ୍ଷରିକ ଅର୍ଥ ନିୟମିତ କାମରୁ ସାମୟିକ ଅବସର। ଫୁର୍‌ସତ୍‌କୁ ଫୁର୍ତ୍ତିଲା ଭାବରେ ମଧ୍ୟ ଦେଖାଯାଏ। ଆପଣ ଏବେ ଫୁର୍ତ୍ତିଲା ଲାଗୁଛନ୍ତି। ଆପଣ ଫୁର୍ତ୍ତି ମନରେ ବସିଛନ୍ତି। ଫୁର୍‌ସତ୍‌କୁ ଆମେ ଅବସର…

ଏଇ ଭାରତରେ

ବର୍ଜ୍ୟର ସଦ୍‌ଉପଯୋଗ କରି ୯୩ ବର୍ଷୀୟା ମଧୁକାନ୍ତା ଭଟ୍ଟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମଧୁକାନ୍ତା ଅଦରକାରୀ କପଡ଼ାରୁ ବ୍ୟାଗ ତିଆରି କରି ସେଗୁଡ଼ିକୁ ମାଗଣାରେ ବାଣ୍ଟୁଛନ୍ତି। ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ଅନେକାଂଶରେ କମୁଛି ବୋଲି କହନ୍ତି ମଧୁକାନ୍ତା। ସେ…

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ ନିର୍ମାଣ କରାଯାଇଛି। ୭୦୦୦ ବର୍ଗଫୁଟର ଏହି ଘରର ନାଁ ବି ରଖାଯାଇଛି ଅଶ୍ୱତ୍ଥ। ଦିଲ୍ଲୀର…

ଆସ୍ଥା ଓ ବିଶ୍ୱାସ ତୁଟିଯାଉଛି

ଡ. ସନ୍ତୋଷ କୁମାର ମହାପାତ୍ର   ମେ୧୯ରେ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏ ପଦକ୍ଷେପ କାହିଁକି ନିଆଗଲା ବୋଲି ଲୋକମାନେ ହଠାତ୍‌ ବୁଝିପାରିଲେ ନାହିଁ। ଗଣମାଧ୍ୟମରେ ଦ୍ୱନ୍ଦ୍ୱ ଦେଖାଦେଲା। କିଛି…

ଔଷଧ ନା ନିଶା

ଡା. ସମ୍ରାଟ କର   ଦୁଇବର୍ଷ ତଳେ ଜାତିସଂଘର ୬୩ତମ ଅନ୍ତର୍ଜାତୀୟ ନାର୍କୋଟିକ୍‌ ଡ୍ରଗ୍ସ କମିସନର ବୈଠକରେ ଗଞ୍ଜେଇ ଓ ଚରସକୁ ଜାତିସଂଘର ସବୁଠାରୁ ବିପଦପୂର୍ଣ୍ଣ ଡ୍ରଗ୍ସ ତାଲିକାରୁ ହଟାଇବା ପାଇଁ ୫୩ଟି ସଦସ୍ୟ ଦେଶଠାରୁ ଭୋଟ ଗ୍ରହଣ କରାଯାଇଥିଲା। ସେଥି…

ଜଳବାୟୁ ପଦକ୍ଷେପରେ ବାଧା

ଅଲି ରସିଦ୍‌ ଅଲ୍‌ ନୁଆଇମି   ଜଳବାୟୁ ପରିବର୍ତ୍ତନ ଏକ ଜଟିଳ ସମସ୍ୟା ଏବଂ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଦେଶଗୁଡ଼ିକ ପାଇଁ ଏହାର ପରିଣାମ ବ୍ୟାପକ ବୋଲି ଜାଣିରଖିବା ଉଚିତ। ୨୦୩୦ ସୁଦ୍ଧା ଅଧିକାଂଶ ବିକାଶଶୀଳ ଦ୍ୱୀପ ଦେଶ (ଏସ୍‌ଆଇଡିଏସ୍‌) ଜଳବାୟୁଜନିତ…

ସମୟ ଏବେ

ଓଡ଼ିଆରେ ଢଗ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ’। ଏବେ କେଉଁ ଜାଗାରେ ଜଳ ବହୁଳ ହେଉଥିବାବେଳେ ଅନ୍ୟ କେଉଁଠି ଜଳ ‘ବିହୁନେ’ ବା ଅଭାବ ଦେଖାଯାଉଛି। ବିଶେଷକରି ଏବେ ଜଳବାୟୁ ପରିବର୍ତ୍ତନକୁ ଦେଖିଲେ ବିଶୁଦ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri