ସମ୍ପାଦକୀୟ

ଗାନ୍ଧୀ ଓ ଗୋପବନ୍ଧୁ

ପ୍ରଫୁଲ୍ଲ କୁମାର ସାହୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସ- ଦୁହେଁ ସମଭାବାପନ୍ନ ମଣିଷ। ବିଧି ପ୍ରେରିତ ମହାପୁରୁଷ। ଜଣେ ସାବରମତୀର ସନ୍ଥ ଓ ଅନ୍ୟ ଜଣେ ସତ୍ୟବାଦୀ ବକୁଳ ବନର ବୈରାଗୀ। ଜଣେ ଭାରତୀୟ ମୁକ୍ତି…

କାହାର ସାଥ୍‌, କାହାର ବିକାଶ

ବିଚିତ୍ର ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସ୍ଳୋଗାନ ଲୋକମାନଙ୍କ ମଧ୍ୟରେ ସବୁଠାରୁ ବେଶି ଆଶା ସଞ୍ଚାରକରିଥିଲା ତା’ ହେଉଛି ‘ସବ୍‌କା ସାଥ୍‌ ସବ୍‌କା ବିକାଶ’। କିନ୍ତୁ ଯଦି ବାସ୍ତବତାକୁ ଦେଖାଯାଏ ତେବେ ଏହି ସବ୍‌କା ସାଥ୍‌ ସବ୍‌କା ବିକାଶ ସ୍ଳୋଗାନ…

ନୀରବ କାହିଁକି

୩୦ ବର୍ଷ ପୂର୍ବେ କାର୍ଟୁନିଷ୍ଟ ସୁଧୀର ତୈଲାଙ୍ଗ ସେତେବେଳର ପ୍ରଧାନମନ୍ତ୍ରୀଙ୍କର ଏକ କାର୍ଟୁନ ଆଙ୍କିଥିଲେ ଓ ସେଥିରେ ଭଗବଦ୍‌ ଗୀତାର ଏକ ବାଣୀ ଲେଖିଥିଲେ। ତାହା ହେଉଛି- ଆମତ୍ାକୁ ଅସ୍ତ୍ର କାଟିପାରିବନାହିଁ, ପାଣି ବୁଡ଼ାଇପାରିବନାହିଁ କି ବାୟୁ ଉଡ଼ାଇ ନେଇପାରିବନାହିଁ କିମ୍ବା…

ଏଇ ଭାରତରେ

ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯିବାର ବହୁ ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଷ୍ଟାର୍ଟଅପ୍‌ ‘ସନ୍‌ବ୍ରିଡ୍‌ ଷ୍ଟ୍ର’ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ଲାଗି ଏକ ନିଆରା ପଦ୍ଧତି ଆବିଷ୍କାର କରିଛି। ଏହା ମାଧ୍ୟମରେ ନଡ଼ିଆ ପତ୍ରରୁ ଷ୍ଟ୍ର ତିଆରି କରାଯାଉଛି। ଏହି ଷ୍ଟାର୍ଟଅପ୍‌ର…

ତୋଗଲକୀ ସିଦ୍ଧାନ୍ତ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ କେତେଜଣ ଐତିହାସିକଙ୍କ ମତରେ ମହମ୍ମଦ ତୋଗଲକଙ୍କ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ସ୍ଥାନାନ୍ତର କରିବାର ସିଦ୍ଧାନ୍ତ ଅନେକ ଦୃଷ୍ଟିରୁ ବିଜ୍ଞତାର ପରିଚାୟକ ଥିଲା। କାରଣ ଦିଲ୍ଲୀ ସର୍ବଦା ବୈଦେଶିକ ଆକ୍ରମଣକାରୀଙ୍କ ପାଇଁ ସହଜ ଲକ୍ଷ୍ୟ ଥିଲା। ତା’ଛଡ଼଼ା ଦଲତାବାଦ ସାମ୍ରାଜ୍ୟର…

ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌ ପରିପ୍ରେକ୍ଷୀରେ ଓଡ଼ିଶା

ଡ. ଜ୍ଞାନରଞ୍ଜନ ପଣ୍ଡା କୌଣସି ରାଷ୍ଟ୍ର ଆର୍ଥିକ ଓ ସାମରିକ ଭାବେ ଶ୍ରେଷ୍ଠ ସେତେବେଳେ ହୁଏ, ଯେତେବେଳେ ସେହି ରାଷ୍ଟ୍ରର ବୈଷୟିକ ଜ୍ଞାନ ବିଶେଷ ଭାବେ ସମୃଦ୍ଧ ହୋଇଥାଏ। ବୈଷୟିକ ଜ୍ଞାନର ବିକାଶ ସହିତ ଅତି ଉନ୍ନତ ଜ୍ଞାନକୌଶଳ ହାସଲ କରିବା…

ପଦାନୁକ୍ରମ ଚିନ୍ତା

ବିଭିନ୍ନ ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକରେ ପଦୋନ୍ନତି ପ୍ରକ୍ରିୟା ଜାରି ରହିଛି ଏବଂ ସଂସ୍ଥାଗୁଡ଼ିକର ଅଧ୍ୟକ୍ଷମାନେ ଏ ସଂକ୍ରାନ୍ତୀୟ ବୈଠକରେ ଭାଗ ନେଉଛନ୍ତି। ତେବେ ଏହି ପ୍ରକ୍ରିୟାକୁ ନେଇ ଗୁଞ୍ଜରଣ ପ୍ରକାଶ ପାଇଛି । କୁହାଯାଉଛି, ବୈଠକରେ ଅନ୍ୟମାନଙ୍କ ତୁଳନାରେ କେନ୍ଦ୍ରୀୟ ଲୋକସେବା…

ସମ୍ପର୍କରେ ସଂଶୟ

ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଯେଭଳି ଶୀଘ୍ର ମଜଭୁତ ହୋଇଛି ତାହା ତୁଳନାରେ ଅନ୍ୟ କୌଣସି ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ସେଭଳି ଘଟିନାହିଁ। ଅବଶ୍ୟ ଆଗକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ…

ଅନ୍ଧବିଶ୍ୱାସର ସ୍ମୃତିସ୍ତମ୍ଭ

ନିକଟରେ (୨ ଜୁନ୍‌,୨୦୨୩) ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଥିଲା ଅଭୂତପୂର୍ବ। ଏଥିରେ ମୃତ୍ୟୁବରଣ କରିଥିଲେ ପ୍ରାୟ ୨୮୯ ଲୋକ, ସେମାନଙ୍କ ମୃତଦେହକୁ ରଖାଯାଇଥିଲା ନିକଟସ୍ଥ ଏକ ବିଦ୍ୟାଳୟ ଗୃହରେ ଏବଂ ସେଠାରୁ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା ବିଭିନ୍ନ…

ଗୁଣସୂତ୍ର ଶୁଦ୍ଧତା ଯାଞ୍ଚ

ଭାରତ ସରକାର ଦେଶବାସୀଙ୍କ ଜାତିଗତ ଶୁଦ୍ଧତା ଉପରେ ଯାଞ୍ଚ ପାଇଁ ଡିଏନ୍‌ଏ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୧୦ କୋଟି ଟଙ୍କାର କିଟ୍‌ ଅର୍ଡର କରାଯାଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ…

ଏଇ ଭାରତରେ

ବିଜ୍ଞାନର ଅଗ୍ରଗତି ସହ ଦିନକୁ ଦିନ ନୂଆ ଟେକ୍‌ନିକ ସାମ୍ନାକୁ ଆସୁଛି । ସେଥି ମଧ୍ୟରୁ ଝାଡ଼ଖଣ୍ଡର ଇଞ୍ଜିନିୟର ଗୌରବ ଆନନ୍ଦଙ୍କ ଟେକ୍‌ନିକ ଅନ୍ୟତମ। ଯେଉଁଥିରେ ସେ ଗାଡ଼ିଆ ଦଳରୁ ଶାଢ଼ି ତିଆରି କରିପାରିଛନ୍ତି। ଗାଡ଼ିଆରେ ଦଳ ଖୁବ୍‌ଶୀଘ୍ର ବଢ଼ିବା ଫଳରେ…

ଏଇ ଭାରତରେ

ଗ୍ରୀନ୍‌ ହାଉସ ଗ୍ୟାସ୍‌ ବା ସବୁଜ ଗୃହ ବାଷ୍ପ ବିଶ୍ୱତାପନ ବୃଦ୍ଧିର କାରଣ ପାଲଟୁଛି। ଏହାର ନିର୍ଗମନ କମ୍‌ କରିବା ପାଇଁ ବିଶ୍ୱରେ ପ୍ରୟାସ ଜାରି ରହିଥିବା ବେଳେ ବେଙ୍ଗାଲୁରୁର ଡ. ଏଜିହିଲ ସୁବିୟାନ ମିଥେନ ଗ୍ୟାସ୍‌କୁ ଏକ ସଂସାଧନ ଭାବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri