ଏଇ ଭାରତରେ

ଆଉ ଦିନ କେଇଟା ପରେ ଆମ୍ବ ବଉଳର ବାସ୍ନାରେ ସବୁଆଡ଼ ମହକିବ। ତେବେ ଆମ ଚାରିପାଖରେ ଅତି ବେଶିରେ ଆମେ ୧୦ଟି କିମ୍ବା ୨୦ଟି କିିସମର ଆମ୍ବ ଦେଖିବାକୁ ପାଉ। କିନ୍ତୁ ଗୁଜରାଟ ଜୁନାଗଡ଼ସ୍ଥିତ ଭାଲ୍‌ଚାଲେ ଗାଁର ଏକ ଆମ୍ବ ଫାର୍ମରେ ୨୦୦ରୁ ଅଧିକ କିସମର ଆମ୍ବ ଫଳୁଛି। ଏହି ଫାର୍ମ ୧୨.୫ ଏକର ଜମିରେ କରାଯାଇଛି। ନୁର୍‌ ଅଲି ଭିରା ଝରିଆ ଏହି ଫାର୍ମ କରିଛନ୍ତି ଓ ଏହାର ନାମ ହେଉଛି ଅନିଲ୍‌ ମ୍ୟାଙ୍ଗୋ ଫାର୍ମ ଆଣ୍ଡ୍‌ ନର୍ସରି। ସେ ୧୯୮୫ରେ ୧୦ ଏକର ଜମି କିଣି ଫାର୍ମ ଆରମ୍ଭ କରିଥିଲେ ଓ ପରେ ଅବଶିଷ୍ଟ ଜମି ଏଥିରେ ଯୋଡ଼ିଛନ୍ତି। ସେ ସମୟରେ ନୁର ପ୍ରଥମେ ଅନେକ କିସମର ପ୍ରାୟ ୧୦,୦୦୦ ଚାରା ବିକ୍ରି କରିଥିଲେ। ପରେ ୧୯୯୬ରେ ଆଉ ୧୪ଟି କିସମ ଆମ୍ବ ଗଛ ଲଗାଇଥିଲେ। ତାଙ୍କ ପୁଅ ଶାମସୁଦ୍ଦିନ ଦେଶରେ ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟ ଯାଇ ବହୁ କିସମର ଚାରା ସଂଗ୍ରହ କରିଥିଲେ। ଏବେ ୨୩୦ କିସମ ଆମ୍ବ ଗଛ ସେ ସଂଗ୍ରହ କରି ତାଙ୍କ ବଗିଚାରେ ଲଗାଇଛନ୍ତି। ଅଧିକାଂଶ କିସମର ଆମ୍ବ ଆମେରିକା, ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ୟୁରୋପ ଓ ଇସ୍ରାଏଲରୁ ସଂଗ୍ରହ କରିଛନ୍ତି। ଟାକୁଆ ବିହୀନ ଆମ୍ବ ସିନ୍ଧୁ ୧୧୭ ଏବେ ଫାର୍ମର ମୁଖ୍ୟ ଆକର୍ଷଣ। ପୂରା ଫାର୍ମରେ ସିଞ୍ଚନ ଜଳସେଚନ କରାଯାଇଛି। ବର୍ଷକୁ ସେ ୨ ଲକ୍ଷ ଚାରା ବିକ୍ରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି…

ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ…

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri