ସମ୍ପାଦକୀୟ

ସ୍ଵତନ୍ତ୍ର ଅଧିବେଶନ ପ୍ରଚ୍ଛଦରେ

ସ୍ଵତନ୍ତ୍ର ସଂସଦ ଅଧିବେଶନ ହଠାତ୍‌ ଡାକିବାର କାରଣ କ’ଣ? କ’ଣ ରହିଛି ସରକାରଙ୍କ ଉଦ୍ଦେଶ୍ୟ ! କୌଣସି ଏଜେଣ୍ଡା ନ ଥାଇ ସ୍ଵତନ୍ତ୍ର ଅଧିବେଶନକୁ ନେଇ ଆରମ୍ଭ ହୋଇଛି ବଡ଼ ଚର୍ଚ୍ଚା। ଫଳତଃ ଯାହା ଜଣାପଡୁଛି ଏହି ଅଧିବେଶନକୁ ନେଇ ସରକାର…

ଶିଶୁର ଶାରୀରିକ ବିକାଶରେ ପୌଷ୍ଟିକତା

ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ପୁଷ୍ଟିକର ଖାଦ୍ୟ ନିତାନ୍ତ ଆବଶ୍ୟକ। କରୋନା ମହାମାରୀ ସମୟରେ ଶିଶୁଙ୍କ ଶାରୀରିକ ବିକାଶ ଓ ରୋଗପ୍ରତିରୋଧକ ଶକ୍ତି ଓ ପିଲାଙ୍କ ଆହାର ବିଶ୍ରାମ ସହିତ ସାମଗ୍ରିକ ଭାବରେ ସମସ୍ତଙ୍କ ପାଇଁ ଏକ ବଡ଼ ସୂଚନା…

ଏଇ ଭାରତରେ

କଲେଜ ବନ୍ଦ ହୋଇଗଲା ପରେ ଜଣେ ଅଧ୍ୟାପିକା ନିଜସ୍ବ ଉଦ୍ୟମରେ ଛତୁଚାଷ କରି ମାସକୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରି ଏକ ଉଦାହରଣ ସୃଷ୍ଟିି କରିଛନ୍ତି। ଏହି ଅଧ୍ୟାପିକା ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ନିଧି ଖାତ୍‌ରେ। ନିଧିଙ୍କ ବୟସ ୩୮।…

ଏଇ ଭାରତରେ

ବୁକ୍‌ ବ୍ୟାଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକମାନଙ୍କର ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି ହରିୟାଣାରେ। ବାବା ସରସାଇନାଥ ବୁକ୍‌ ବ୍ୟାଙ୍କ ୱେଲ୍‌ଫେୟାର ଟ୍ରଷ୍ଟ ପଢିବାରେ ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରୁଛି। ଏହି ବୁକ୍‌ ବ୍ୟାଙ୍କ ଠିକ୍‌…

‘କୋଟା’ର ମୃତ୍ୟୁଫାଶ ଓ ମେଧାବୀ

ଡା. ସମ୍ରାଟ କର   ‘ରାଜସ୍ଥାନର କୋଟା ସହରରେ ବାରମ୍ବାର ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି। । କେବଳ ଚଳିତ ବର୍ଷ କୋଟାରେ ଆତ୍ମହତ୍ୟା କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।’ – ବଡ଼ ବ୍ୟସ୍ତଭରା କଣ୍ଠରେ କହିଗଲେ ମୋ ଅନୁଜ…

ମୂର୍ତ୍ତି ଓ ପ୍ରତିମୂର୍ତ୍ତି

ଯଦୁମଣି ପାଣିଗ୍ରାହୀ   ଆମ ନଜରରେ ମୂର୍ତ୍ତିଟିଏ ସଦାସର୍ବଦା କାହାରି ନା କାହାରି ଏକ ପ୍ରତୀକାତ୍ମକ ରୂପ ହୋଇଥିବା ବେଳେ ପ୍ରତିମୂର୍ତ୍ତି ଏକ ଅବିକଳ ପ୍ରତିକୃତ୍ତି ବା ପ୍ରତିରୂପ । ରାଜା ମହାରାଜାଙ୍କ ଶାସନକାଳରୁ ନିର୍ମିତ ମନ୍ଦିର ଓ ମନ୍ଦିରରେ ସ୍ଥାପିତ…

ନୀରବ ଉତ୍‌ଥାନ

ବ୍ରହ୍ମ ଚେଲାନି   ଚାଇନାର ଆର୍ଥିକ ମାନ୍ଦାବସ୍ଥା ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ଭାରତର ଅର୍ଥ ବ୍ୟବସ୍ଥା ବାର୍ଷିକ ୭.୮% ହାରରେ ଅଭିବୃଦ୍ଧି ଘଟିଥିଲା। ଏହା ବ୍ୟତୀତ ନିକଟରେ ଜଳର ସମ୍ଭାବନା ଥିବା…

ଆଫ୍ରିକାରୁ ପରିବର୍ତ୍ତନ

ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ମଧ୍ୟରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାର ପ୍ରଭାବ ଉଦ୍ଭିଦ ଓ ପ୍ରାଣିଜଗତ ଉପରେ ପ୍ରତ୍ୟକ୍ଷ ପଡ଼ିଚାଲିଛି। ବର୍ଷରେ ଅନୁଭୂତ ହୋଇଆସୁଥିବା ୬ ଋତୁ ମଧ୍ୟରୁ କେବଳ ଗ୍ରୀଷ୍ମ, ବର୍ଷା…

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ପଦକ୍ଷେପ

କିଛି ସପ୍ତାହ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ପେପରଲେସ୍‌ ଗ୍ରୀନ୍‌ କୋର୍ଟ ରୁମ୍‌’ ଅର୍ଥାତ୍‌ ‘କାଗଜବିହୀନ ସବୁଜିମା ନ୍ୟାୟାଳୟ କକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ସାରା ଦେଶ ସ୍ବାଗତ କରୁଛି। ଦେଶର…

ପାନୀୟ ଜଳର ସମାଧାନ ନୁହେଁ ପାଣି ବୋତଲ

ଜନସାଧାରଣଙ୍କ ପାଖରେ ସ୍ଵଚ୍ଛ ନିରାପଦ ପାନୀୟଜଳ ଉପଲବ୍ଧ ହେବା ଜାତିସଂଘର ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ ଗୋଲ୍‌ ବା ଚିରନ୍ତନ ବିକାଶ ଲକ୍ଷ୍ୟର ଏକ ପ୍ରମୁଖ ଉଦ୍ଦେଶ୍ୟ। ତେଣୁ ଲୋକମାନଙ୍କ ପାଖରେ ସ୍ଵଚ୍ଛ ପାନୀୟଜଳ ପହଞ୍ଚେଇବା ବିଶ୍ୱର ପ୍ରତ୍ୟେକ ଦେଶର ସରକାରଙ୍କ ଦାୟିତ୍ୱ। କିନ୍ତୁ…

ଏଇ ଭାରତରେ

ଶିକ୍ଷା ସହିତ ପରିବେଶ ଉପଯୋଗୀ ଜୀବନ ଜିଇବାର ବାଟ ଦେଖାଉଛନ୍ତି ବିଜ୍ଞାନ ଶିକ୍ଷକ ସି.ଏମ୍‌. ନାଗରାଜା। ବେଙ୍ଗାଲୁରୁର ଡୋଡାବନହାଲିସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସେ ଅନେକ ପରିବେଶ ଅନୁକୂଳ ବ୍ୟବସ୍ଥା ଖଞ୍ଜି ଦେଇଛନ୍ତି। ୨୦୧୮ରେ ସ୍କୁଲରେ ପ୍ରଥମେ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ…

ଏଇ ଭାରତରେ

କୋଟାର ଇଞ୍ଜିନିୟର ଅମରପ୍ରୀତ ସିଂ ‘ଗୌ ଅର୍ଗାନିକ୍ସ’ ନାମକ ଏକ ଡାଏରି ଫାର୍ମ କରି ସେଠାରେ ଉପତ୍ାଦିତ ଦୁଗ୍ଧଜାତୀୟ ଖାଦ୍ୟକୁ ବିଭିନ୍ନ ଦେଶକୁ ରପ୍ତାନି କରୁଛନ୍ତି। ସେଠାରେ ବିଦ୍ୟୁତ୍‌ ଉପତ୍ାଦନ କରି ଫାର୍ମର ୭୦% ଆବଶ୍ୟକତା ପୂରଣ କରୁଛନ୍ତି। ୪୦ କିଲୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri