ପ୍ରକ୍ରିୟାକୃତ ଖାଦ୍ୟ: ନୀରବ ଘାତକ
ବିଚିତ୍ର ବିଶ୍ୱାଳ ଦୀର୍ଘଦିନ ହେବ ସମସ୍ତ ପ୍ରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଚାଷୀମାନେ ଦାବି କରିଆସୁଛନ୍ତି। ଦେଶର ରାଜଧାନୀ ନିକଟରେ ସଂପ୍ରତି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଯେତେବେଳେ ବି ଚାଷୀମାନେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ…
ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର
ନିକଟରେ ଧ୍ରୁବ ରାଠୀ ନାମକ ଜଣେ ଯୁବକଙ୍କର ଏକ ଚର୍ଚ୍ଚିତ ଭିଡିଓ ସରକାରଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହାର ବ୍ୟାପକ ଯୁକ୍ତିଯୁକ୍ତତା ଭିଡିଓର ଟାଇଟଲ ‘ଭାରତ ଏକଚ୍ଛତ୍ରବାଦୀ ଶାସନରେ ପରିଣତ ହେଉଛି କି’ ରୁ ବୁଝିିହେବ। ଚଣ୍ଡିଗଡ଼ ନିର୍ବାଚନରେ ଭାଜପା ଦ୍ୱାରା…
ନିରପେକ୍ଷ ନିର୍ବାଚନର ବାସ୍ତବତା
ଯଦୁମଣି ପାଣିଗ୍ରାହୀ ଭାରତ ଭଳି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୀତି ଯେଭଳି କଳୁଷିତ ଅବସ୍ଥାକୁ ଗଲାଣି, ତାହା ପ୍ରାୟତଃ ସମସ୍ତଙ୍କୁ ଊଣାଅଧିକେ ଜଣା। ଏ ପରିସ୍ଥିତିରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନର ବାସ୍ତବତା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି…
ଲାଟେରାଲ ଏଣ୍ଟ୍ରିରେ ତତ୍ପରତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ରେ ଧୁମ୍ଧାମ୍ରେ ଲାଟେରାଲ ଏଣ୍ଟ୍ରି (ବିଭିନ୍ନ ଘରୋଇ ବିଭାଗର ବିଶେଷଜ୍ଞମାନଙ୍କୁ ସରକାରୀ ବିଭାଗରେ ଅପସ୍ଥାପିତ କରିବା ପ୍ରକ୍ରିୟା) ଆରମ୍ଭ କରିଥିଲେ। ପ୍ରଥମରୁ ଏହା ଉପରେ ଭଲ ପ୍ରତିକ୍ରିୟା ଆସିଥିଲା ଏବଂ ତାହା କିଛିଦିନ ପରେ ଥମିଗଲା। କିନ୍ତୁ…
ଶ୍ରେଣୀକକ୍ଷରୁ ରାଜରାସ୍ତା
ଅକ୍ଷୟ କୁମାର ମିଶ୍ର ମୋ ବୟସ ପଚାଶ ଟପିଲାଣି। ମୁଁ ଜଣେ ଶିକ୍ଷୟିତ୍ରୀ। ଶ୍ରେଣୀ କକ୍ଷରେ ମୁଁ ପଚିଶି ବର୍ଷରୁ ଊର୍ଦ୍ଧ୍ୱ କାଳ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଚାଲିଛି। ଏହାରି ଭିତରେ ମୋ ବିଦ୍ୟାଳୟରୁ ଏକ ହଜାରରୁ ଅଧିକ ଛାତ୍ରୀଛାତ୍ର…
ଏଇ ଭାରତରେ
ଅସହାୟ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛନ୍ତି ୬୮ ବର୍ଷୀୟା ସୀମା ସେଠ୍। ସେ ‘ନୟି ଦିଶା’ ନାମକ ଏନ୍ଜିଓ ମାଧ୍ୟମରେ ଏହା କରୁଛନ୍ତି। ଗୁର୍ଗାଁଓର ହରିଜନ କଲୋନୀରେ ନୟି ଦିଶା ୨୦୧୪ରେ ସ୍ଥାପିତ ହୋଇଥିଲା। ଏହା ମୁଖ୍ୟତଃ ବିଭିନ୍ନ ବସ୍ତିର ରହି…
ଟ୍ରମ୍ପ୍ଙ୍କ ପରାଜୟ ସମ୍ଭାବନା
ଆମେରିକାର ରାଷ୍ଟ୍ରପତିମାନଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ସବୁଠୁ ଅନୁପଯୁକ୍ତ ମନେହେଉଥିଲେ। ୨୦୧୬ରେ ସେ ଯେତେବେଳେ ନିଜର ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ଏକ ବ୍ୟବସାୟଭିତ୍ତିକ ରିଆଲିଟି ଶୋ’ରେ ପ୍ରତିଯୋଗୀଙ୍କୁ ତଡ଼ିବାର ଅଭିନୟ ହାସ୍ୟାସ୍ପଦ ଲାଗୁଥିଲା। ବିରାଟ ନିର୍ଦ୍ଦେଶକ ମଣ୍ଡଳ କକ୍ଷର ଟେବୁଲ…
ମହାଶିବରାତ୍ରି
ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ ମହାଶିବରାତ୍ରି ବା ଜାଗର। ଶିବରାତ୍ରିରେ ଉପବାସ ଓ ଶିବପୂଜା କରାଯାଏ। ଶିବ ଶବ୍ଦର ଅର୍ଥ ମଙ୍ଗଳମୟ। ଶିବ ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର। ସେ ମଧ୍ୟ ଆଶୁତୋଷ । ଶିବଙ୍କର…
ମହିଳା ସଶକ୍ତୀକରଣ ଓ ସମୃଦ୍ଧି
ବିଖ୍ୟାତ ଔପନ୍ୟାସିକ ଭର୍ଜିନିଆ ଉଲଫ୍ କହିଛନ୍ତି- ନାରୀ ଆଇନ୍ଷ୍ଟାଇନ୍ ବା ସେକ୍ସପିୟର ହେବାକୁ ହେଲେ ତାଙ୍କୁ ଦୁଇଟି ବିଷୟ ଅର୍ଜନ କରିବାକୁ ପଡ଼ିବ। ଗୋଟିଏ ହେଲା ନିଜସ୍ବ ଉପାର୍ଜନ ଏବଂ ଅନ୍ୟଟି ହେଲା ଉତ୍ତମ ସାମାଜିକ ପରିବେଶ। ନାରୀକୁ ନିଜର ଅଧିକାର…
ଏଇ ଭାରତରେ
ସମୁଦ୍ର ଜଳ ପ୍ରଦୂଷଣର ପ୍ରଭାବ ଜଳଜୀବ ଉପରେ ପଡ଼ୁଛି। ବିଶେଷକରି ପ୍ରବାଳ ପାଚେରୀଗୁଡ଼ିକ କ୍ଷୟ ହେବାରେ ଲାଗିଛି। ଏହାର ପ୍ରତିକାର ଜରୁରୀ ହୋଇପଡ଼ିଥିବାବେଳେ ଗୃହିଣୀରୁ ସ୍କୁବା ଡାଇଭର ପାଲଟିଥିବା ୪୯ ବର୍ଷୀୟା ଉମା ମାନି ପ୍ରବାଳ ପାଚେରୀ ସୁରକ୍ଷାରେ ଲାଗିଛନ୍ତି। ଏକ…
ଏଇ ଭାରତରେ
ପ୍ରତିବର୍ଷ ଭାରତରେ ପାଖାପାଖି ୮ ମିଲିୟନ ଟନ୍ ଫୁଲ ନଦୀରେ ଫିଙ୍ଗିଦିଆଯାଉଛି ଓ ନଦୀ ପ୍ରଦୂଷଣର ୧୬ ଭାଗ ଏହା ଯୋଗୁ ଘଟୁଛି ବୋଲି ଇଣ୍ଟରନ୍ୟାଶନାଲ ଜର୍ନାଲ ଫର୍ ରିସର୍ଚ୍ଚ ଇନ୍ ଆପ୍ଲାଏଡ ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ଟେକ୍ନୋଲୋଜି ରିପୋର୍ଟରେ ପ୍ରକାଶ…
ଗୃହିଣୀଙ୍କ ମୂଲ୍ୟାୟନ
ପ୍ରକାଶ ତ୍ରିପାଠୀ ମୋ ପତ୍ନୀ କିଛି କରନ୍ତିନି, ସେ ଜଣେ ଗୃହିଣୀ। ସେ କିଛି କରନ୍ତିନି ବୋଲି ଘରେ ରୋଷେଇବାସ କରନ୍ତି, ଘରର ସମସ୍ତଙ୍କୁ ଠିକ୍ ସମୟରେ ସକାଳେ, ମଧ୍ୟାହ୍ନରେ ଓ ରାତିରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତକରି ଖାଇବାକୁ ଦିଅନ୍ତି।…

