ସମ୍ପାଦକୀୟ

ଏଇ ଭାରତରେ

ଟମାଟୋ ଏବେ ଅମୂଲମୂଲ। ଯେଉଁଠି କିଲେ କି ଦୁଇ କିଲେ କିଣିଲେ ବାଧୁ ନ ଥିଲା ଏବେ ୨୦୦ଗ୍ରାମ୍‌ କିଣିବାବେଳକୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି। କିଛି ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି...

ଚନ୍ଦ୍ରୟାନ-୩ କ୍ୟାପ୍‌ଟେନ୍‌

ଜିତେନ୍ଦ୍ର କୁମାର ନାୟକ   ଜହ୍ନମାମୁ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନକୁ ସମସ୍ତେ ପିଲାଟି ବେଳୁ ଏଭଳି ଚିହ୍ନି ଆସିଛନ୍ତି। ମା’ମାନେ ସନ୍ଧ୍ୟାରେ ଶିଶୁଟିକୁ ତୁନି କରାଇବାକୁ ହେଉ ବା ଖାଦ୍ୟ ଖାଉ ନ ଥିଲେ...

ନାସ୍ତିକ କିଏ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ସାଧାରଣତଃ ଯିଏ ଭଗବାନ୍‌ଙ୍କଠାରେ ବିଶ୍ୱାସ ରଖେ ତାକୁ ଆସ୍ତିକ ଓ ଯିଏ ବିଶ୍ୱାସକରେ ନାହିଁ ତାକୁ ନାସ୍ତିକ କୁହାଯାଏ। ମାତ୍ର ଭଗବାନ୍‌ ଜଣେ ବ୍ୟକ୍ତିବିଶେଷ ନୁହନ୍ତି କି ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହନ୍ତି...

ମହାକାଶ ଦୌଡ଼

୧୯୫୭ରୁ ୧୯୬୯ ଏହି ୧୨ ବର୍ଷ ମଧ୍ୟରେ ଆମେରିକୀୟ ଓ ରୁଷୀୟମାନେ ସ୍ପେସ ରେସ୍‌ ବା ମହାକାଶ ଦୌଡ଼ର ଅନେକ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିଲେ। ରୁଷୀୟମାନେ ପ୍ରଥମେ ପ୍ରାୟ ସବୁଥିରେ ବିଜୟୀ ହୋଇଥିଲେ। ସେମାନେ ୧୯୫୭ରେ ମହାକାଶ କକ୍ଷକୁ ପ୍ରଥମେ...

ଏଇ ଭାରତରେ

ଏବେ ପରିବେଶ ସୁରକ୍ଷା ଲାଗି ଅନେକ ନୂତନ ପଦ୍ଧତି ଗ୍ରହଣ କରାଯାଉଥିବା ବେଳେ ତାମିଲନାଡୁର ବାପ ଓ ଝିଅ ମିଶି ପ୍ଲାଷ୍ଟିକ ବୋତଲରୁ ଫ୍ୟାଶନେବଲ ଡ୍ରେସ୍‌ ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି। କେ. ଶଙ୍କର ଓ ତାଙ୍କ ଝିଅ...

ପ୍ଲାଷ୍ଟିକ ଶଲ୍ୟ ଚିକିତ୍ସାରୁ ସୁଫଳ

ପ୍ରଫେସର ଚତୁର୍ଭୁଜ ଭୂୟଁା ସୁନ୍ଦର ସଂସାର ସ୍ବଭାବ, କାଳ, ଯଦୃଚ୍ଛା, ଈଶ୍ୱର, ନିୟତି ଓ ପରିଣାମ ପ୍ରଭାବରେ ପରିବର୍ତ୍ତନ ହୋଇଚାଲିଛି। ପରିବର୍ତ୍ତନରେ ମଣିଷ ମନ, ଶରୀର, ସମାଜ ପରିବର୍ତ୍ତନ ହେବା ସ୍ବାଭାବିକ। କାଳର ସ୍ରୋତରେ ମହାମନୀଷୀ, ମହର୍ଷିମାନଙ୍କୁ ହରାଇଲେ ମଧ୍ୟ...

ଉଚ୍ଚ ଶିକ୍ଷାନୁଷ୍ଠାନର ଫଣ୍ଡିଂ ମଡେଲ

ଡ. ଚିତ୍ତରଞ୍ଜନ ମିଶ୍ର ଭାରତର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ପ୍ରାୟ ୪୦ ନିୟୁତ ଛାତ୍ରୀଛାତ୍ର ନାମାଙ୍କିତ ହୋଇଛନ୍ତି, ଯାହାର ମୋଟ ନାମାଙ୍କନ ଅନୁପାତ ପ୍ରାୟ ୨୭ ପ୍ରତିଶତ ହେବ। ତୁଳନାମତ୍କ ଭାବେ ଦେଖିଲେ ଆମେରିକାରେ ମୋଟ ନାମାଙ୍କନ ଅନୁପାତ ୮୮ ପ୍ରତିଶତ...

ପ୍ରଶାସନିକ ମରୁଡ଼ି

ହିମାଚଳ ପ୍ରଦେଶରେ ଦକ୍ଷ ବାବୁଙ୍କର ଘୋର ଅଭାବ ଦେଖାଦେଇଛି। ଏହି ଜଟିଳ ସ୍ଥିତି ଯୋଗୁ ଉପୁଜିଥିବା ପ୍ରଶାସନିକ ସମସ୍ୟା ଦୂର କରିବାରେ ସରକାର ନଷ୍କ୍ରିୟ ଥିବା ମନେହେଉଛି। ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ମୋଟ ୧୫୩ କ୍ୟାଡର ମଧ୍ୟରୁ ୩୫...

ଏଇ ଭାରତରେ

ସଡ଼କ ପଥରେ ଲମ୍ବା ଯାତ୍ରାରେ ଯିବା ସମୟରେ ମହିଳା ଯାତ୍ରୀମାନେ ବିଶ୍ରାମ ଓ ଶୌଚ ଆଦିରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କୋଲକାତାର ସାମ୍ବାଦିକ ଦୀପ୍ତେନ୍ଦୁ ରୟ ତାଙ୍କ ସ୍ତ୍ରୀ ସହ ସଡ଼କ ପଥରେ ଛତିଶଗଡ଼ ଯିବା ସମୟରେ ଏଭଳି...

ଡାଳି ଖାଇ ଛେଳି ଗିରଫ

ନିରଞ୍ଜନ ସାହୁ କିଛିଦିନ ତଳେ ଗଞ୍ଜାମ ଜିଲାରେ ଘଟିଥିବା ଘଟଣାଟିଏ ଖବରକାଗଜର ଶିରୋନାମା ପାଲଟିଥିଲା। ଅବଶ୍ୟ ବେଳେବେଳେ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଖବରଦାତାମାନଙ୍କୁ ନାଟକୀୟତା ସୃଷ୍ଟି କରିବାକୁ ପଡ଼ିଥାଏ, ମାତ୍ର ଏଇ ଘଟଣାରେ ବନ ବିଭାଗର ମାତ୍ରାଧିକ...

ଉପନିବେଶବାଦର ପ୍ରଭାବ

ନାନି ଜନ୍‌ସେନ୍‌ ରେଭେଣ୍ଟଲୋ ଶେଷରେ, ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ଉପନିବେଶିକ ଉତ୍ତରାଧିକାରୀର ଜଟିଳ ସମସ୍ୟାକୁ ହୃଦୟଙ୍ଗମ କରିବା ଆରମ୍ଭ କରିଛନ୍ତି। ନେଦରଲାଣ୍ଡରେ ସରକାର ବିଶ୍ୱସ୍ତରୀୟ କ୍ରୀତଦାସ ବେପାରରେ ଦେଶର ଭୂମିକାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଦେଶର ରାଜା...

ଆମତ୍ପ୍ରଚାର ସର୍ବସ୍ବ ମଣିଷ

ଇବ୍ରାର ଖଁା ଆମତ୍ପ୍ରଚାରରେ ନିମଗ୍ନ ମଣିଷ ଭୁଲିଯାଉଛି ଯେ ଜୀବନର ଲକ୍ଷ୍ୟ କେବଳ ସ୍ବାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟର ନିଃସ୍ବାର୍ଥପର ସେବା ଏବଂ ଉପକାର କରିବାରେ ତାହା ସାର୍ଥକ ହୋଇଥାଏ। ଏହା ହିଁ ମାନବାଦର ମୂଳମନ୍ତ୍ର,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri