ସମ୍ପାଦକୀୟ

ଅଭିଜ୍ଞଙ୍କୁ ଦାୟିତ୍ୱ

ସମ୍ପ୍ରତି ଷୋଡ଼ଶ ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗ ଗଠନ ସମ୍ପର୍କରେ ଘୋଷଣା ମୋଦି ସରକାରଙ୍କ ରଣନୀତିକ ନିଯୁକ୍ତିର ଏକ ଉକତ୍ୃଷ୍ଟ ବିଚାରଧାରାକୁ ସ୍ପଷ୍ଟ କରିଛି। ଫାଇନାନ୍ସ କମିଶନ ଅଧ୍ୟକ୍ଷ ଭାବେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆଙ୍କ ନିଯୁକ୍ତି…

ତାଇଓ୍ବାନ୍‌ ସଙ୍କଟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଉଚ୍ଚସ୍ତରୀୟ ଆଲୋଚନା ମାଧ୍ୟମରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାକୁ ଅଧିକ ପ୍ରୟାସ କରିଛି। କିନ୍ତୁ ଚାଇନାର ରାଷ୍ଟ୍ରପତି ଶି ଜିନପିନ୍‌ ତାଇଓ୍ବାନ ଉପରେ ବଳପୂର୍ବକ ଚାପ ପ୍ରୟୋଗ କରିଚାଲିଛନ୍ତି। ଗତ ମାସ ଶେଷ…

ଲୋକେ କ’ଣ କହିବେ

ଆପଣ ଗୋଟେ କାମ କରିବାକୁ ଯାଉଛନ୍ତି ତ ଆପଣଙ୍କ ମାନସିକ ସ୍ତରରେ ପ୍ରବଳ ଚିନ୍ତନ। କେମିତି କରିବେ? କ’ଣ କରିବେ? ଯାହା ବି କରିବେ ଠିକ୍‌ ହେବ ତ! ଏଥିପାଇଁ କାହାଠାରୁ କିଛି ଶୁଣିବିନି ତ! ଲୋକେ କାଳେ କିଛି କହିବେନି…

ପିଲାଙ୍କ ପାଇଁ ଅର୍ଥ ବ୍ୟବସ୍ଥା

ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିଜର ବଜେଟ ଅଭିଭାଷଣରେ ଗତ ଦଶବର୍ଷର ପ୍ରଗତିକୁ ଉଲ୍ଲେଖ କରିବା ସହ ଅମୃତ କାଳରେ ଏହି ବଜେଟ ଏକ ବିକଶିତ ଭାରତ ଆଡ଼କୁ ଯାତ୍ରା ବୋଲି ଉଲ୍ଲେଖ…

ଏଇ ଭାରତରେ

ଜଣେ ଗାଉଁଲି ମହିଳା ଅନେକ ଲକ୍ଷ ଲୋକଙ୍କୁ ଇଂଲିଶ ଶିକ୍ଷା ଦେଉଥିବା କଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଏହି ମହିଳା ହେଉଛନ୍ତି ଉତ୍ତରପ୍ରଦେଶର ଯଶୋଦା ଲୋଧି। ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ‘ଇଂଲଶ ଓ୍ବିଥ୍‌ ଦେହତି ମାଡାମ’…

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ ସାଙ୍ଗରେ ନେଇ ଭାରତର ୨୬ଟି ରାଜ୍ୟ ଭ୍ରମଣ କରିବା ସହ ୨୧ଟି ଦେଶ…

ଓଡ଼ିଆ ଅସ୍ମିତା ଓ କୁନ୍ତଳା କୁମାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ   ଅମୃତ ଅନ୍ବେଷାର କବୀ କୁନ୍ତଳା କୁମାରୀ ସାବତ। ବିଭୁପ୍ରାଣତାର ଏକ ହିରଣ୍ମୟ ଅଙ୍ଗୀକାର। ଜୀବନ ବଞ୍ଚତ୍ବାର ଅବଧି (୮.୨.୧୯୦୦ – ୨୩.୮.୧୯୩୮) ସ୍ବଳ୍ପ ହେଲେ ବି ତାଙ୍କ ସର୍ଜନଶୀଳ ପ୍ରତିଭାର ପ୍ରଚଣ୍ଡ ଘୂର୍ଣ୍ଣି ଆଗରେ…

ଅନ୍ତିମ ଲକ୍ଷ୍ୟ

ଈପ୍ସିତା ମହାନ୍ତି   ସାଧାରଣ ଜୀବନରେ ଯଦି କେହି ଜଣେ ବ୍ୟକ୍ତିଙ୍କୁ ହତ୍ୟାକରେ, ତେବେ ମୃତକ ପକ୍ଷର ଲୋକମାନେ ତାକୁ ମାରିବା ପାଇଁ ପାଗଳ ହୋଇଉଠନ୍ତି। ବେଳେବେଳେ ଏହି ପାରସ୍ପରିକ ପ୍ରତିଶୋଧ ପ୍ରକ୍ରିୟା ଅନେକ ପିଢ଼ି ଧରି ଚାଲେ। ଯଦି ଆମେ…

ବେଦ ଓ ବିଜ୍ଞାନ

ବେଦ ହିନ୍ଦୁମାନଙ୍କର ପବିତ୍ର ଶାସ୍ତ୍ର। ଏହାର ଧର୍ମୀୟ ଗୁରୁତ୍ୱ ରହିଛି। ଏହା ବ୍ୟତୀତ ବିଜ୍ଞାନ ସହିତ ବେଦର ସମ୍ପର୍କ ରହିଛି ବୋଲି ବହୁ ସମୟରେ ଯୁକ୍ତି ସାମ୍ନାକୁ ଆସିଥାଏ। ସେହି କ୍ରମରେ ନିକଟରେ ଜଣେ ବରିଷ୍ଠ ଭଦ୍ରବ୍ୟକ୍ତି ଯୁକ୍ତି ଉପସ୍ଥାପନ କରିଥିଲେ…

ଏଇ ଭାରତରେ

ଅନେକ ସନ୍ତାନ ପରିବାରରେ ମାତାପିତାଙ୍କୁ ଏକୁଟିଆ ଛାଡ଼ି ଦେଇ ଅନ୍ୟତ୍ର ରହୁଥିବା ଦେଖାଯାଉଛି। ଏଭଳି ସ୍ଥିତିରେ ସେମାନେ ଖାଇଲେ କି ନାହିଁ ତା’ଉପରେ ବି ଚିନ୍ତା କରୁନାହାନ୍ତି। ଅନେକ ମାତାପିତା ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ତ ଅନେକେ ବୃଦ୍ଧାଶ୍ରମକୁ ଚାଲିଯାଉଛନ୍ତି।…

ଜଳ ସଞ୍ଚୟେ ସମୃଦ୍ଧି

ପ୍ରଣତି ଆଚାର୍ଯ୍ୟ ମିଶ୍ର ପୃଥିବୀରେ ନିଃଶ୍ୱାସ ନେବା ପାଇଁ ସ୍ବଚ୍ଛ ବାୟୁ ପରେ ସମସ୍ତଙ୍କୁ ପିଇବା ପାଇଁ ପାଣି ଦରକାର। କିନ୍ତୁ କିଛି ଲୋକଙ୍କୁ ପିଇବା ପରେ ମଧ୍ୟ ପ୍ରଚୁର ପରିମାଣରେ ପାଣିର ଆବଶ୍ୟକତା ରହିଛି, ଏଠାରେ ଏବଂ ସେଠାରେ ଢାଳିବା…

କୋଟା, କ୍ୟାରିୟର ଓ ଆମ ସମାଜ

ଅଭିଜିତ୍‌ ଜୟପ୍ରକାଶ ପ୍ରଧାନ ରାଜସ୍ଥାନର କୋଟା ସହର ମେଡିକାଲ ତଥା ଜେ.ଇ.ଇ. ପରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ପାଇଁ ଏକ ପରିଚିତ ନାମ। ତେବେ ହଠାତ୍‌ ଏହି ସହର ସରକାରଙ୍କ ନିଦ ହଜାଇଦେଇଛି। କାରଣ ହେଉଛି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri