ମଣିଷ, ପରିବେଶ ଓ ଭଗବାନ୍
ସହଦେବ ସାହୁ ଯଦି ଗଡ୍ ହାଜ୍ କ୍ରିଏଟେଡ୍ ମାନ୍ ଇନ୍ ହିଜ୍ ଓନ୍ ଇମେଜ୍ (ଭଗବାନ୍ ମଣିଷକୁ ତାଙ୍କ ପ୍ରତିଛବି ରୂପେ ଗଢ଼ିଛନ୍ତି) ତେବେ କାହିଁକି ମଣିଷ ଗଛଲତା ନ ଥିବା ସ୍ଥାନରେ, ଉପଯୋଗୀ ପାଣି ପବନ ନ ଥିବା ଜାଗାରେ…
ଆଉ ଫେରିବେନି
ଭାରତରୁ ଛାତ୍ରମାନେ ବିଦେଶ ଯାଇ ପଢ଼ିବାର ଧାରା ପୂର୍ବ ଶତାବ୍ଦୀଗୁଡ଼ିକରୁ ଲାଗିରହିଛି। ମହାମତ୍ା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବି.ଆର୍.ଆମ୍ବେଡ୍କର, ଜବାହରଲାଲ ନେହେରୁ ଏବଂ ଅମର୍ତ୍ତ୍ୟ ସେନ୍ଙ୍କ ପର୍ଯ୍ୟନ୍ତ ବହୁ ଭାରତୀୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ । ଏପରି କି ଓଡ଼ିଶାରୁ…
ସତ ସାମ୍ନାକୁ ଆସିଛି
ବିମୁଦ୍ରୀକରଣ ବାର୍ଷିକୀ ଆସିଲା ଓ ଗଲା। ଏହି ବିମୁଦ୍ରୀକରଣ ମହାରାଷ୍ଟ୍ରର ଲାଟୁର ସହରରୁ ଯାନ୍ତ୍ରିକ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଅନିଲ ବୋକିଲଙ୍କ ବିଚାର ଥିଲା। ବୋକିଲ ଅର୍ଥକ୍ରାନ୍ତି ନାମକ ଏକ ସଂସ୍ଥା ଚଳାନ୍ତି ଓ ନିଜକୁ ଜଣେ ଆଥିର୍ର୍କ ସିଦ୍ଧାନ୍ତବାଦୀ ଭାବେ…
ଅରାଏ ସକାଳ
ସାରା ପୃଥିବୀ, ଏହି ସାରା ସଂସାର ସକାଳ ପରି ତାହାକୁ ଘ୍ରାଣ କରିପାରିଲେ ସକାଳ ସ୍ପର୍ଶ ସମ୍ଭବ ହୁଏ। ତେଣୁ ସକଳ ଘଟରେ ଆସ୍ଥାନଟି ଜୀବନ୍ତ ଲାଗେ। ଏଠାରୁ ସେଠା ଯାଏ ଡୋରଟି ପ୍ରଲମ୍ବିତ ହୋଇଯାଏ। ତେଣୁ ଏହି ପୃଥିବୀ ଓ…
ଶକ୍ତି ଉପାସନା ଓ ନାରୀ ଅସ୍ମିତା
ମାନବୀୟ ଚିନ୍ତନରେ ଶକ୍ତିର ପ୍ରତୀକ ନାରୀ। ସେ ସ୍ନେହମୟୀ, କରୁଣାମୟୀ ଓ ମମତାମୟୀ ଜନନୀ। ସଂସାରର ସଞ୍ଚାଳିକା। ବିଶ୍ୱଚକ୍ରର ନାଭିକେନ୍ଦ୍ର। କୁହାଯାଏ ସେ ସୃଜନକାଳରେ ମହାସରସ୍ବତୀ, ପାଳନ ବେଳାରେ ମହାଲକ୍ଷ୍ମୀ ଓ ବିନାଶ କାଳରେ ମହାକାଳୀ ରୂପରେ ପୂଜିତା। ଜ୍ଞାନର ଆଲୋକ…
ଏଇ ଭାରତରେ
ଜୀବାଶ୍ମ ଇନ୍ଧନଚାଳିତ ଦୁଇଚକିଆ ଯାନ ଏବେ ପ୍ରଦୂଷଣର ଏକ ମୁଖ୍ୟ ଉତ୍ସ ହୋଇଛି। ବୈଦ୍ୟୁତିକ ଯାନ ଚଳାଚଳ ବ୍ୟାପକ କରାଯାଇ ଏହାକୁ ଅନେକାଂଶରେ ରୋକାଯାଇପାରିବ ବୋଲି କୁହାଯାଉଛି ଓ ଏଥିପାଇଁ ବିଭିନ୍ନ କମ୍ପାନୀ ବଜାରକୁ ବୈଦ୍ୟୁତିକ ଯାନ ଛାଡ଼ିଲେଣି। ହେଲେ ବେଙ୍ଗାଲୁରୁର…
ଏଇ ଭାରତରେ
ପ୍ରଦୂଷଣ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଭାରତର ସହରଗୁଡ଼ିକରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଭାରତର ୨୨ଟି ସହର ରହିଛି। ଏଭଳି ସ୍ଥିତିକୁ ଦେଖିଲେ ଦେଶରେ ପ୍ରଦୂଷଣ ହାର କମାଇବା ଲାଗି…
ଜଳ ଭୀରୁତାର ପରିଣାମ
ଡ. ପ୍ରମୋଦ କୁମାର ପଣ୍ଡା ସଭ୍ୟତାର ଅଭ୍ୟୁଦୟରେ ନଦୀଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବଣମଣିଷ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ନଦୀକୂଳକୁ ସର୍ବୋକୃଷ୍ଟ ସ୍ଥାନ ହିସାବରେ ବାଛିଥିଲା। କାରଣ ଏଠାରେ ବର୍ଷସାରା ପାନୀୟ ଜଳ ମିଳୁଥିଲା ଓ ବିଭିନ୍ନ…
ପ୍ରଜାଙ୍କ ମତରେ ଶାସନ ଚାଲିବ
ଅକ୍ଷୟ କୁମାର ମିଶ୍ର ସ୍ୱାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସ ଦେଶର ଶାସନ ବ୍ୟବସ୍ଥାକୁ ନେଇ ରଚନା କରିଯାଇଥିବା କବିତାର ପଙ୍କ୍ତିଟି ହେଲା – ”ପ୍ରଜା ଲାଗି ଉଦେ ରବି ଶଶୀ ତାରା, ପ୍ରଜା ଲାଗି ବହେ…
ନିଯୁକ୍ତି ମାନଦଣ୍ଡର ନବୀକରଣ
କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପାଇଁ ଏହାର ନିର୍ଦ୍ଦେଶାବଳୀକୁ ନବୀକରଣ କରିଛିି। ଗତ ମାସରେ ଜାରି କରାଯାଇଥିବା ସଂଶୋଧନ ଅନୁଯାୟୀ, ଅବସର ପୂର୍ବରୁ କାର୍ଯ୍ୟକାଳ ଅତି କମ୍ରେ ୬ମାସ ବାକିଥିବା ପୋଲିସ ଅଧିକାରୀମାନେ ଏହି ପଦବୀ…
ଏଇ ଭାରତରେ
ସେବାରେ ଆନନ୍ଦ, ସେବାରେ ପୁଣ୍ୟ- ଏହି କଥା ଉପଲବ୍ଧି କରିଛନ୍ତି ହରିୟାଣାର ଦେବଦାସ ଗୋସ୍ବାମୀ। ସେ ଗୃହହୀନ ଓ ନିଃସଙ୍ଗ ଜୀବନ ବିତାଉଥିବା ଲୋକମାନଙ୍କ ଆଶାବାଡ଼ି ପାଲଟିଛନ୍ତି। ଏବେ ସୁଦ୍ଧା ସେ ୨୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦେଇଛନ୍ତି। ପେସାରେ ଜଣେ…
ଗାନ୍ଧୀଙ୍କ ଦୃଷ୍ଟିରେ ଦୁଇ ଦେଶ
ଈପ୍ସିତା ମହାନ୍ତି ପଶ୍ଚିମ ଏସିଆର ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ହିଂସାତ୍ମକ ବିବାଦ ଦ୍ବାରା ଆଜି ବିଶ୍ବରେ ଏକ ପ୍ରମୁଖ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦୁଇ ପଡ଼ୋଶୀ ରାଷ୍ଟ୍ର ପାଲେଷ୍ଟାଇନ ଏବଂ ଇସ୍ରାଏଲ ପରସ୍ପରର କଟ୍ଟର ବିରୋଧୀ…
Archives


