ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି ଏକଚ୍ଛତ୍ରବାଦର ଅଭ୍ୟୁଦୟ ଘଟିଥାଏ। ଭ୍ଲାଡିମିର ପୁଟିନ୍ ଏବଂ ଶି ଜିନ୍ପିଙ୍ଗଙ୍କ ଭଳି ଏକଚ୍ଛତ୍ରବାଦୀ ଶାସକମାନେ…
ସ୍ମାର୍ଟ ପିଲାଙ୍କ ମାଆବାପା
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ। ଷ୍ଟାଣ୍ଡାର୍ଡ ଥ୍ରୀ ଶ୍ରେଣୀର ପିଲାମାନଙ୍କୁ ନିଜ ମାଆବାପାଙ୍କ ସମ୍ପର୍କରେ ଦୁଇପଦ କଥା ରଖିବାକୁ କୁହାଯାଇଥିଲା।…
ଯୁଦ୍ଧାଭିମୁଖୀ
ଦୁଇବର୍ଷ ପୂର୍ବେ ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩ ଏପ୍ରିଲ ୨୦୨୪ରେ ଇସ୍ରାଏଲ ଉପରେ ଇରାନ୍ର ଡ୍ରୋନ୍ ଆକ୍ରମଣ ପୃଥିବୀବାସୀଙ୍କ ପାଇଁ ଘୋର ଚିନ୍ତା…
ଏପ୍ରିଲର ଇତିହାସ
୩ ବର୍ଷ ପୂର୍ବେ, ୧୫ ଏପ୍ରିଲ ୨୦୨୧ରେ କୋଭିଡ୍ ଉପରେ ୩ ମାସ ମଧ୍ୟରେ ନ୍ୟାଶନାଲ ଟାସ୍କଫୋର୍ସର ପ୍ରଥମ ବୈଠକ ହୋଇଥିଲା (ଶେଷ ବୈଠକ ୧୧ ଜାନୁଆରୀ)। ସେହି ସମୟରେ ଦୈନିକ ସଂକ୍ରମଣ ୨,୧୬,୦୦୦ରେ ଥିଲାବେଳେ ୧୧୦୦ରୁ ଅଧିକ ମୃତ୍ୟୁ ଘଟୁଥିଲା।…
ରାଷ୍ଟ୍ରପୁରୁଷ ଆମ୍ବେଡକର
ଭାରତରତ୍ନ ଡ. ଭୀମରାଓ ଆମ୍ବେଡକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ସେଥିପାଇଁ ସେ ରାଜନୈତିକ ସ୍ବାଧୀନତାଠାରୁ ସାମାଜିକ ସ୍ବାଧୀନତାକୁ ମହତ୍ତ୍ୱ ଦେଇଥିଲେ। ସେ ଏହି ମହାନ୍ ଲକ୍ଷ୍ୟ ରଖି…
ବିଷୁବ: ବିଶ୍ବାସ ଓ ବିଜ୍ଞାନ
ପ୍ରକୃତି ଓ ପରିବେଶ ସହିତ ଜୀବଜଗତ ଓତପ୍ରୋତ ଭାବେ ଜଡ଼ିତ। କେବଳ ଅନୁକୂଳ ପରିବେଶ ଯୋଗୁ ପୃଥିବୀରେ ସମ୍ଭବ ହୋଇଛି ଜୀବଜଗତର ସୃଷ୍ଟି ଓ ବିକାଶ। ଏହି କଥାଟି ଆମ ଅପେକ୍ଷା ବେଶି ବୁଝିଥିଲେ ଆମ ପୂର୍ବଜମାନେ। ପ୍ରକୃତିର ଚାରୁ ସୁଷମା…
ଏଇ ଭାରତରେ
ସିଲିକୋସିସ୍ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଅନେକ ହଜାର ଆଦିବାସୀଙ୍କ ମୃତ୍ୟୁର କାରଣ ପାଲଟଛି। ଏହା ଏକପ୍ରକାର ଫୁସ୍ଫୁସ୍ ରୋଗ। କ୍ରିଷ୍ଟାଲାଇନ ସିଲିକା ଧୂଳି ନିଃଶ୍ୱାସରେ ଫୁସ୍ଫୁସକୁ ପ୍ରବେଶ କଲା ପରେ ଏହା ସୃଷ୍ଟି ହୋଇଥାଏ। ବ୍ୟାପକ ଖଣି ଖାଦାନ କାର୍ଯ୍ୟ ଯୋଗୁ…
ଏଇ ଭାରତରେ
ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାରତ। ଅନେକ ସମସ୍ୟା ମଧ୍ୟରେ ଦେଶ ଛନ୍ଦି ହୋଇଥିବାବେଳେ ସେଥିମଧ୍ୟରେ ଶିଶୁ ଚାଲାଣ ଏକ ଚିନ୍ତାଜନକ ବିଷୟ ହୋଇଛି। ଦେଶରୁ ବର୍ଷକୁ ପ୍ରାୟ ୧,୩୫, ୦୦୦ ପିଲା ବାହାରକୁ ଚାଲାଣ ହେଉଥିବାବେଳେ ଏମାନଙ୍କ…
ଯନ୍ତ୍ର ମାନବ ମାଗେ ଅଧିକାର
ଡ. ନରେନ୍ଦ୍ର ସେଠୀ କିଛିଦିନ ତଳେ ସାଉଦି ଆରବ ସୋଫିଆ ନାମକ ଏକ ରୋବୋକୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପରେ ତାହା ଅନେକ ଲୋକଙ୍କ ଭ୍ରୂକୁଞ୍ଚନ କରିଥିଲା। ସୋଫିଆ ଏମିତି ଏକ ରୋବୋ ଯିଏ ଚିତ୍ର ଆଙ୍କିବା ଓ…
ଦଳ ବଦଳ: ପଥ ଓ ପଥିକ
ଡ. ଗୌରୀଶଙ୍କର ସାହୁ ଫରାସୀ ନାଟ୍ୟକାର ଅଏଜେନ୍ ଆୟୋନେସ୍କୋ କହିଥିଲେ, ‘ବିଚାରଧାରା ଯେଉଁମାନଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରେ, ସ୍ବପ୍ନ ଓ ପୀଡ଼ା ସେମାନଙ୍କୁ ନିକଟତର କରାଏ।’ ଏଇ ଯେମିତି ଜଣକୁ ଦେଖିଲେ ଆର ଜଣଙ୍କର ନାହି ଡେଉଁଥିବା ରାଜନୈତିକ ଦଳଗୁଡ଼ିକ ସାଧାରଣ…
ଜମି ବିବାଦ
ହରିୟାଣାରେ ଏକ ବହୁଚର୍ଚ୍ଚିତ ଜମି କିଣାବିକାରେ ଜଣେ ବରିଷ୍ଠ ମହିଳା ଆଇଏଏସ୍ ଅଧିକାରୀ, ତାଙ୍କ ସ୍ବାମୀ ଏବଂ ଜଣେ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଜଡ଼ିତ ରହିବା ତଥା ଜମି କିଣାବିକାକୁ ପଞ୍ଚକୁଲା ରାଜସ୍ବ ଅଧିକାରୀ ବନ୍ଦ କରିବା ଯୋଗୁ ସମସ୍ୟା…
ସୃଜନାମତ୍କ ବିନାଶ
ପୁରାତନ ଚାଇନାର ୟିନ୍ ଏବଂ ୟାଙ୍ଗ୍ ବିଚାର ପୃଥିବୀରେ ଆମ ଚାରିପାଖରେ ଥିବା ପରସ୍ପର ସମ୍ପର୍କିତ ବିପରୀତ ଢାଞ୍ଚା ଦେଖିବାର ମାନବୀୟ ପ୍ରବୃତ୍ତିକୁ ପ୍ରମାଣିତ କରେ। ଏହା ଏକ ଆକଳନ ଯାହା ସାମାଜିକ ଏବଂ ଅର୍ଥନୈତିକ ଘଟଣାରେ ପ୍ରାକୃତିକ ପ୍ରକ୍ରିୟାର ବିଭିନ୍ନ…
Archives


