ସମ୍ପାଦକୀୟ

ଡଲାରର ପ୍ରଭାବ

କାର୍ଲା ନୋରର୍ଲୋଫ୍‌   ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି, ପ୍ରାୟ ୮୦ ବର୍ଷ ଧରି ଚାଲିଆସୁଥିବା ଆମେରିକୀୟ ଡଲାରର ବିଶ୍ୱସ୍ତରୀୟ ପ୍ରଭାବ ଶେଷରେ ଶେଷହେବାକୁ ଯାଉଛି। ଏହା ଅସମ୍ଭବ ନୁହେଁ,କାରଣ ଅର୍ଥନୈତିକ ସଙ୍କଟ, ଦେଶୀୟ ଧ୍ରୁବୀକରଣ ବୃଦ୍ଧି ଏବଂ ଦୃଢ଼...

ଏଇ ଭାରତରେ

ପକ୍ଷୀମାନଙ୍କ ପାଇଁ ଆମ୍ବୁଲାନ୍ସ ଚଳାଉଛନ୍ତି ଚଣ୍ଡିଗଡ଼ର ମନ୍‌ଜିତ ସିଂହ। ସେ ଏହି ଆମ୍ବୁଲାନ୍ସ ଚଳାଇଛନ୍ତି ଏକ ସାଇକେଲରେ। ମନ୍‌ଜିତ ଜଣେ ଆର୍ଟ ଶିକ୍ଷକ ଭାବେ ପିଲାଙ୍କୁ ଶିକ୍ଷା ଦେଉଥିଲେ। ଥରେ ଚଣ୍ଡିଗଡ଼ରେ ୫୦ ଜଣ ପିଲାଙ୍କୁ ନେଇ ଏକ କ୍ୟାମ୍ପରେ...

ଆଗକୁ ଅନା

ଦ୍ୱିତୀ ଚନ୍ଦ୍ର ସାହୁ କ’ଣ ପାଇଁ ଏତେ ପଛକୁ ଅନଉଛନ୍ତି ଆପଣ! ଝୁଣ୍ଟି ପଡ଼ିବେ। ମୁହଁମାଡି ପଡିବେ। ହୁଏତ ଆଉ ଉଠି ପାରିବେନି। ଦେଖୁଥିବା ଲୋକ ଟାହିଟାପରା କରିବେ। ନ ଦେଖୁଥିବା ଲୋକ ଆହାଃ ଚୁ ଚା କରିବା ବାହାନାରେ...

ରାଷ୍ଟ୍ରୀୟ ସଂହତିର ଗୁରୁତ୍ୱ

ହରେକୃଷ୍ଣ ପଣ୍ଡା ରାଷ୍ଟ୍ରୀୟ ସଂହତିକୁ ବାଦ୍‌ଦେଇ କୌଣସି ରାଜନୈତିକ ଦଳ କ୍ଷମତାସୀନ ହେଲେ, ସେହି ରାଷ୍ଟ୍ରର ଅଧୋଗତି ସୁନିଶ୍ଚିତ। ଦେଶ ଗଠନ, ଦେଶର ବିକାଶ, ପ୍ରଗତି ଦଳୀୟ ରାଜନୀତିର ଆଭିମୁଖ୍ୟ ହେବା ଉଚିତ। କିନ୍ତୁ ଆମ ଦେଶରେ ଦେଖାଯାଉଛି କ୍ଷମତାସୀନ...

ପାର୍ଲାମେଣ୍ଟ ଧାମ

ବହୁ ପ୍ରତୀକ୍ଷିତ ସଂସଦର ସ୍ବତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଛି। ପୁରୁଣା ସଂସଦ ଭବନରେ ଅଧିବେଶନର ପ୍ରଥମ ଦିନ ଶେଷ ହେବା ପରେ ସେପ୍ଟେମ୍ବର ୧୯ରେ ନୂଆ ବିଲ୍ଡିଂରେ ଏହା ଜାରି ରହିଛି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ...

ଏଇ ଭାରତରେ

ସମସ୍ତେ ମ୍ୟୁଜିୟମକୁ ଯାଇ ସେଠାରେ ବିଭିନ୍ନ ପ୍ରକାର ସାମଗ୍ରୀ ଦେଖନ୍ତି, କିନ୍ତୁ ଘର ପାଖକୁ ମ୍ୟୁଜିୟମ ଆସିବ କେବେ ଶୁଣିଛନ୍ତି କି। ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ଏହି ମ୍ୟୁଜିୟମର ନାମ ‘ମୁଜିୟମ ଅନ୍‌ ହ୍ବିଲ’ । ଏଭଳି...

ନୂଆ ଯୁଗର ନୂଆ ରୋଗ

ଡା. କାନ୍ତି ନାୟକ ଶରୀର ରହିଲେ ବ୍ୟାଧି ରହିବ ଏବଂ ଏଥିରେ କିଛି ନୂତନତ୍ୱ ନାହିଁ। ବ୍ୟାଧିରୁ ଦୂରେଇ ରହିବା ଏବଂ ଏହାର ନିବାରଣ କରିବା ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ। ଜନସଂଖ୍ୟା ବୃଦ୍ଧି ସହିତ ବ୍ୟାପକ ସହରାୟନ ତଥା ଜୀବନଶୈଳୀରେ ପରିବର୍ତ୍ତନ...

ମନ୍ଦିରରେ ଦିଅଁ ଦେବତା ନାହିଁ

ବୈକୁଣ୍ଠନାଥ ମିଶ୍ର ବିଭୁକୃପା ଲାଭ, ମାନସିକ ଶାନ୍ତି ପ୍ରାପ୍ତି ଓ କର୍ମମୟ ଜୀବନର ଅବସାଦ ବିମୋଚନ ପାଇଁ ମଣିଷ କେଉଁ ଅନାଦିକାଳରୁ ଦେବାଳୟ ପ୍ରତିଷ୍ଠାକରି ପୂଜା ଆରାଧନା କରି ଆସୁଛି। ସମୟ ଥିଲା ସନ୍ଧ୍ୟାବେଳେ ଦେବାଳୟ ପ୍ରାଙ୍ଗଣ ଭକ୍ତି ପିପାସୁ...

ଅସନ୍ତୁଳିତ

ସୁସ୍ଥ ଶିଶୁଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭରଶୀଳ। ଏହି ବିଚାରରେ ଶୈଶବ ସ୍ବାସ୍ଥ୍ୟପ୍ରଦ ହେବା ଜରୁରୀ। କିନ୍ତୁ ଭାରତରେ ଜନ୍ମରୁ ୫ ବର୍ଷ ବୟସ ବର୍ଗ ମଧ୍ୟରେ ଥିବା ୭ କୋଟି ୨୪ ଲକ୍ଷ ୫୬ ହଜାର ୪୫୮ ଜଣ...

ଏଇ ଭାରତରେ

ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି ଲାଗି ନିଜ ଦରମାରୁ ଅର୍ଥ ବ୍ୟୟ କରି ଅଭିନବ ଉପାୟ ଆପଣାଇଛନ୍ତି ତେଲଙ୍ଗାନାର ଶିକ୍ଷୟିତ୍ରୀ ଅର୍ଚ୍ଚନା ନୁଗୌରି। ମଞ୍ଚେରିଲାର ଜିଲା ରେବିନାପଲ୍ଲୀସ୍ଥିତ ମଣ୍ଡଳ ପରିଷଦ ପ୍ରାଥମିକ ସ୍କୁଲରେ ସେ ପ୍ରଧାନଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ...

ଇନ୍ଦ୍ରଧନୁର ରଙ୍ଗ

ଶୈଳେନ୍ଦ୍ର ଦ୍ୱିବେଦୀ   ରାଜସ୍ଥାନ ପର୍ଯ୍ୟଟନରେ କୋଟା ପ୍ରସିଦ୍ଧ ଶିକ୍ଷା, ପଥର, ମନ୍ଦିର ଓ ସଂଗ୍ରହାଳୟ ପାଇଁ, ଅଥଚ ଏ ସବୁଠୁ କାହିଁ କେତେଗୁଣ ଅଧିକ ପ୍ରସିଦ୍ଧ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଦେଶର ସର୍ବବୃହତ୍‌ କୋଚିଂ...

ଆମେ ଭାରତୀୟ ନା ଇଣ୍ଡିଆନ୍‌

ଡ. ଭବାନୀ ଶଙ୍କର ଦାଶ   ଆଗକୁ ଆସୁଅଛି ଅସଲ ନିର୍ବାଚନ ମହାସମର। ଏମିତିକା କେତେ ନିର୍ବାଚନ ଯାଇଛି। ସେଥିରେ କେତେ ଭେଳିକି ଦେଖିବାକୁ ମିଳେ ନିର୍ବାଚନ ସରିବାଯାଏ। ନିର୍ବାଚନ ପରେ ନାଟକର ଅଙ୍କ ଓ ଦୃଶ୍ୟ ବଦଳିଯିବ ଆଉ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri