ସଙ୍କଟଜନକ ସ୍ଥିତିରେ ନଦୀ
ଦେଶରେ ୩୫୧ ନଦୀର ଜଳ ପ୍ରଦୂଷିତ ହୋଇଥିବାବେଳେ ସେଥି ମଧ୍ୟରେ ଓଡ଼ିଶାର ୧୮ଟି ନଦୀ ରହିଛି। ବିଶେଷ କରି ସହରାଞ୍ଚଳରୁ ପ୍ରତିଦିନ ନିର୍ଗତ ହେଉଥିବା ବର୍ଜ୍ୟଜଳ ଯୋଗୁ ନଦୀଜଳ ପ୍ରଦୂଷିତ ହୋଇ ବିଷାକ୍ତ ପାଲଟୁଛି। ଯେଉଁଥିପାଇଁ ଅଧିକାଂଶ ସମୟରେ ଲୋକେ ଚର୍ମରୋଗ…
ଏଇ ଭାରତରେ
ଫରିଦାବାଦର ଉପକଣ୍ଠରେ ଏକ ଏନ୍ଜିଓକୁ ଗଲେ ସେଠାରେ ଅନେକ ଅସହାୟ ଓ ଦିବ୍ୟାଙ୍ଗଙ୍କ ପିଲାଙ୍କୁ ଦେଖିବାକୁ ପାଇବେ। ସେମାନଙ୍କୁ ଷ୍ଟେଶନ କିମ୍ବା ବିଭିନ୍ନ ସ୍ଥାନରୁ ବୀଣା ଲାଲ୍ ଉଦ୍ଧାର କରି ସେଠାରେ ଶିକ୍ଷା ପ୍ରଦାନ କରୁଛନ୍ତି। ବୀଣାଙ୍କ ବୟସ ଏବେ ୫୬।…
ଏଇ ଭାରତରେ
ଗୋଟିଏ ଦିନରେ ଦୁଇ ସାଙ୍ଗ ଓ ସ୍ବେଚ୍ଛାସେବୀମାନେ ମୁମ୍ବାଇ ବେଳାଭୂମିରୁ ୪ ଲକ୍ଷ ୫୦ ହଜାର କେଜି ବର୍ଜ୍ୟ ସଫା କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା ଅକ୍ଷତ ଶାହା ଓ ଶୁଭ ମେହେଟ୍ଟାଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ନୂଆବର୍ଷରେ…
ନିର୍ବାଚନ ପ୍ରଚାର ବ୍ୟବସ୍ଥା
ଲଳିତ ମୋହନ ମିଶ୍ର ନିର୍ବାଚନରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରି ମତଦାତାମାନଙ୍କୁ ପ୍ରଭାବିତ କରିଥାଆନ୍ତି। ତେବେ ୧୯୫୧ର ପ୍ରଥମ ସ୍ବାଧୀନତା-ପରବର୍ତ୍ତୀ ନିର୍ବାଚନଠାରୁ ୨୦୨୩ ନିର୍ବାଚନ ପର୍ଯ୍ୟନ୍ତ ମିଳୁଥିବା ତଥ୍ୟର ଅଧ୍ୟୟନ କଲେ ଜଣାଯାଏ ଯେ…
ଅପେକ୍ଷାର ଫଳ
ଡ. କିଶୋର ମହାନ୍ତି ଅପେକ୍ଷାର ଫଳ କେମିତି ଲାଗେ ଯିଏ ଅପେକ୍ଷା କରିଛି ତାକୁ ହିଁ ଏକଥା ଭଲ ଭାବରେ ଜଣା। ଅପେକ୍ଷାର ଫଳ ଥୋକେ ମିଠା ବୋଲି କହୁଥିଲା ବେଳେ ଆଉ କିଛି ଉତ୍ତର ନ ଦେଇ ମୁହଁ…
ଏକଚ୍ଛତ୍ରବାଦର ମଡେଲ
ଜେରେମୀ ଆଡେଲ୍ମ୍ୟାନ ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଗଣତନ୍ତ୍ରର ଅଧୋଗତି ହେବ ବୋଲି ବିଶ୍ୱର ଅନେକ ବିଶେଷଜ୍ଞ ଆକଳନ କରିଥିଲେ। ଆଉ କେତେଜଣ ଗୃହଯୁଦ୍ଧ ହେବ ବୋଲି ସତର୍କ କରିଦେଇଥିଲେ। କିନ୍ତୁ ଆଫ୍ରିକାର ସହେଲ…
ଆଧାର ବ୍ୟବସ୍ଥା ହଟୁ
ଆଧାର ନମ୍ବର ଏବେ ସବୁଠି ଖୋଜାପଡ଼ୁଛି। ୟୁନିକ୍ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)ଦ୍ୱାରା ପ୍ରସ୍ତୁତ ଏହି ୧୨ ଅଙ୍କ ବିଶିଷ୍ଟ ନମ୍ବରରେ ଜଣେ ବ୍ୟକ୍ତିର ସବୁ ତଥ୍ୟ ରହେ। ଏହାକୁ ୨୮ ଜାନୁଆରୀ ୨୦୦୯ରେ ଆରମ୍ଭ କରାଯାଇଥିଲା। ଏହି ସମୟରେ…
ଅର୍ଟିକିଲ ୫୧-କ(ଏଚ୍)
ବିଜ୍ଞାନ ଓ ପ୍ରଗତି ପରସ୍ପରର ପରିପୂରକ। ଯେଉଁଠାରେ ବିଜ୍ଞାନ ଅଛି ସେଠାରେ ପ୍ରଗତି ଅଛି ଓ ଯେଉଁଠାରେ ପ୍ରଗତି ଅଛି ସେଠାରେ ବିଜ୍ଞାନ ଅଛି। ବିଜ୍ଞାନ କେବଳ ଆର୍ଥିକ ପ୍ରଗତି ଆଣିଛି ତାହା ନୁହେଁ, ଏହା ସହିତ ସାମାଜିକ ବିକାଶ କ୍ଷେତ୍ରରେ…
ବଡ଼ଦିଦିଙ୍କ ପତି
ଶିକ୍ଷୟିତ୍ରୀ ଥିଲା ଭଲ ଥିଲା। ପ୍ରଧାନଶିକ୍ଷୟିତ୍ରୀ ହୋଇଗଲା ବଡ଼ ବିଜାର! କିଲିବିଲି ହୋଇଗଲା ପ୍ରାଣ। ନିଜେ ଛଟପଟ ହେଉଛି। ସାରା ପରିବାରକୁ ଘାଣ୍ଟି ଦେଉଛି ! ଦେଖୁ ଦେଖୁ କହିଲେ ସମୀରବାବୁ। ଗତବର୍ଷ ସମୀରବାବୁଙ୍କ ଧର୍ମପତ୍ନୀ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ହୋଇଛନ୍ତି।…
ଏଇ ଭାରତରେ
ଛତିଶଗଡ଼ର ବସ୍ତର ଅଞ୍ଚଳ ମାଓପ୍ରବଣ ଓ ଏହାର ଘଞ୍ଚ ଜଙ୍ଗଲିଆ କ୍ଷେତ୍ରରେ ରହୁଥିବା ଆଦିବାସୀଙ୍କ ଜୀବନଜୀବିକା ଅତ୍ୟନ୍ତ କଷ୍ଟକର। ସେଭଳି ଏକ ଅଞ୍ଚଳରେ ସତ୍ୟେନ୍ଦ୍ର ସିଂ ଲିହାରେ ଆଦିିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ‘ବସ୍ତର ସେ ବଜାର…
ଏଇ ଭାରତରେ
ଆଉ ଦିନ କେଇଟା ପରେ ଆମ୍ବ ବଉଳର ବାସ୍ନାରେ ସବୁଆଡ଼ ମହକିବ। ତେବେ ଆମ ଚାରିପାଖରେ ଅତି ବେଶିରେ ଆମେ ୧୦ଟି କିମ୍ବା ୨୦ଟି କିିସମର ଆମ୍ବ ଦେଖିବାକୁ ପାଉ। କିନ୍ତୁ ଗୁଜରାଟ ଜୁନାଗଡ଼ସ୍ଥିତ ଭାଲ୍ଚାଲେ ଗାଁର ଏକ ଆମ୍ବ ଫାର୍ମରେ…
ବିଷକୁମ୍ଭମ୍ ପୟୋମୁଖମ୍
ହରିଶଙ୍କର ମିଶ୍ର ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ମଧୁର ବିନୟ ବଚନ। କହି ତୋଷିବ ଜନମନ’। ବିଜ୍ଞ ଜନମାନେ କୁହନ୍ତି, ଆମ ଜିହ୍ବାରେ ଅମୃତ ଓ ବିଷ ଉଭୟ ରହିଥାଏ। କଥାକୁ ଠିକ୍ ଢଙ୍ଗରେ ପ୍ରୟୋଗକଲେ ଶତ୍ରୁ ନିଜର ହୋଇପାରେ।…
Archives


