ଏକାକୀ ବୁଦ୍ଧ
ଦେବଦତ୍ତ ପଟ୍ଟନାୟକ ବୌଦ୍ଧ ଧର୍ମର ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ଲକ୍ଷ୍ୟ କଲେ ସେଥିରୁ ଅନେକ କିଛି ଜାଣିବାକୁ ମିଳେ। ଏହି ଧର୍ମରେ ପାସେକା ବୁଦ୍ଧର ଧାରଣା ରହିଛି। ପାସେକା-ବୁଦ୍ଧ ସଂସ୍କୃତ ଶବ୍ଦ ‘ପ୍ରତ୍ୟେକ ବୁଦ୍ଧ’ରୁ ଆସିଛି। ପ୍ରତ୍ୟେକ ବୁଦ୍ଧ କହିଲେ ଜଣ(ଏକ)କୁ ବୁଝାଏ,…
ବେହିସାବୀଙ୍କୁ ପଦେ
ଯୁଗଳବାବୁ କହିଲେ, ଯାହା କୁହନ୍ତୁ ଦରଦାମ ଯାହା ହେଲାଣି ଘର ଚଳେଇବା ବଡ଼ ମୁସ୍କିଲ। ବିକାଶବାବୁ ଚୁପ୍ ହୋଇ ଶୁଣୁଥାନ୍ତି। ଯୁଗଳବାବୁ ପୁଣି କହିଲେ, ସେ ଖବର କାଗଜବାଲାକୁ ବନ୍ଦ କରିଦେଲେ। ଏତେ ଖର୍ଚ୍ଚ ଭିତରେ ଆଉ ଖବରକାଗଜ ରଖିବା ସମ୍ଭବ…
ଏସି ଟ୍ରକ୍
ସଡ଼କ ପରିବହନ କ୍ଷେତ୍ରରେ ଟ୍ରକ୍ର ବଡ଼ ଭୂମିକା ଅଛି। ଏ ଦୃଷ୍ଟିରୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚାଳକଙ୍କ ଭଲ ପାଇଁ ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ, ୨୦୨୫ ଅକ୍ଟୋବର ୧ ଏବଂ ଏହାପରେ…
ଉଭା ଯେତେ, ପୋତା ସେତେ
ଆଗେ ଗାଁ ଗଣ୍ଡାରେ ଧନିକ ଶ୍ରେଣୀ ତଥା ଥିଲାବାଲା ଲୋକଙ୍କ ଉଦ୍ଦେଶ୍ୟରେ, ଅମୁକ ଲୋକର ଉଭା ଯେତେ ପୋତା ସେତେ ବୋଲି କୁହାଯାଏ। ଏବେ ବି ଏ କଥାର ପ୍ରଚଳନ ରହିଛି। ଏ କଥାର ମର୍ମ ହେଉଛି କୌଣସି ଧନଶାଳୀ ବା…
ଦାଦନ ବନ୍ଦ ହେବ କେବେ
ଗୋଟିଏ ରାଷ୍ଟ୍ର ହେଉ ଅବା ରାଜ୍ୟ ତା’ର ଅର୍ଥନୀତିକୁ ସୁଦୃଢ଼ କରିବାକୁ ବିଭିନ୍ନ କ୍ଷେତ୍ରରେ ଉତ୍ପାଦ ବୃଦ୍ଧିକରି ଆତ୍ମନିର୍ଭରଶୀଳ ହେବାକୁ ହେବ ଏବଂ ବଳକା ଉତ୍ପାଦକୁ ରପ୍ତାନି କରି ଆୟ ବୃଦ୍ଧି କରିବାକୁ ହେବ। ରପ୍ତାନି ମଧ୍ୟରେ ଯଦି ଆମେ ଆମର…
ଏଇ ଭାରତରେ
କଦଳୀ ଚାଷରେ ଲାଭ ନାହିଁ ବୋଲି ଯେଉଁମାନେ କହନ୍ତି ସେମାନେ କେରଳର ବିନୋଦ ସହଦେବନ ନାୟରଙ୍କ ଚାଷ ପଦ୍ଧତିକୁ ଅନୁକରଣ କରିବା ଦରକାର। ସେ ୫୦୦ କିସମର କଦଳୀ ଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।…
୩୭୦ ଗଲା
କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଭାରତର ସୁପ୍ରିମ କୋର୍ଟ ସମର୍ଥନ କରିଦେଲେ। ଏହା ପଛରେ ଅନେକ ରାଜନୀତି ରହିଥାଇପାରେ। କିନ୍ତୁ କଶ୍ମୀରର ଇତିହାସକୁ ଦେଖିଲେ ତାହା ଭାରତର ଅନ୍ୟ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁମାନେ ଏହାର ଇତିହାସ ପଢ଼ିବେ ସେମାନେ ଏହି…
ଏଇ ଭାରତରେ
ଦିବ୍ୟାଙ୍ଗ ହେଲେ ବି ମନୋବଳ କିଛି କମ୍ ନୁହେଁ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଉଛନ୍ତି। ଏହି ମହିଳା ଜଣକ ହେଉଛନ୍ତି କଶ୍ମୀରର ସୁମର୍ତ୍ତି। ୧୦ ବର୍ଷ ବୟସରେ ପୋଲିଓ ସଂକ୍ରମିତ ହେବା ପରେ ସେ ଚାଲିବା…
ପ୍ରତିବାଦ ପ୍ରତିରୋଧ ନୁହେଁ
ଡ. ସତ୍ୟ ନାରାୟଣ ମିଶ୍ର ସାମାଜିକ ଶୃଙ୍ଖଳିତ ଆଦର୍ଶ ଜୀବନକୁ ଚରିତାର୍ଥ କରିବା ପାଇଁ ମଣିଷକୁ ବିଭିନ୍ନ ସୋପାନ ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ ଓ ଜୀବଦ୍ଦଶା ମଧ୍ୟରେ ମଣିଷ ଭଲ ମନ୍ଦର ନିର୍ଣ୍ଣୟ ମଧ୍ୟରେ ନିଜକୁ ଉଚିତ ମଣୁଥିବା ନିର୍ଣ୍ଣୟକୁ…
ନିର୍ବାଚନର ଦେଶ
ସହଦେବ ସାହୁ ଆମେ ସ୍କୁଲରେ ପଢ଼ୁ- ଲାଣ୍ଡ ଅଫ୍ ରାଇଜିଂ ସନ୍ ମାନେ ଜାପାନ, ହର୍ମିଟ୍ କିଂଡମ୍ ମାନେ କୋରିଆ, ଗିଫ୍ଟ ଅଫ୍ ନାଇଲ୍ ମାନେ ମିଶର ବା ଇଜିପ୍ଟ, ସିକ୍ ମାନ୍ ଅଫ୍ ୟୁରୋପ ମାନେ ଟର୍କି ବା ତୁରସ୍କ…
ଏଇ ଭାରତରେ
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହାକୁ ପ୍ରତିପାଦନ କରୁଥିବା ଏକ ଭିଡିଓ ଗତ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଅନୁସାରେ ଜଣେ ବ୍ୟକ୍ତି ରେଳ ଟ୍ରାକ୍ ମଝିରେ ଶୋଇଛନ୍ତି ଏବଂ ଟ୍ରେନ୍…
ମେଧାବୀ ଆତ୍ମହତ୍ୟା ବଢୁଛ
ହରିହର ତ୍ରିପାଠୀ ରାଜସ୍ଥାନର କୋଟା ସହରରେ ନିଟ୍ ଓ ଆଇଆଇଟି ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କ ଆତ୍ମହତ୍ୟା ବଢ଼ିବା ଘଟଣା ଦେଶରେ ଚହଳ ସୃଷ୍ଟି କରିଛି। କୋଟାକୁ ନିଟ୍, ଆଇଆଇଟି ପ୍ରସ୍ତୁତିର କାରଖାନା କୁହାଯାଏ। ଏଠାରେ ଥିବା କୋଚିଂ ଅନୁଷ୍ଠାନରେ ପଢ଼ି…
Archives


