କ୍ଷମତାରୁ ଗଲାପରେ
ଅକ୍ଷୟ କୁମାର ମିଶ୍ର ସ୍ୱାଧୀନତା ପରେ ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ଲୋକେ ବାଛିଲେ କାହା ହାତରେ ଶାସନ ଡୋରି ଦେବେ। ପାଞ୍ଚବର୍ଷ ବ୍ୟବଧାନରେ ଥରେ ବାଛିବାର ଅଧିକାର ଦିଆଗଲା। ଏହି କ୍ଷମତା ହାତେଇବା ପାଇଁ କେତେ କୌଶଳ, କେତେ…
ମହାକାଶ: ବର୍ଜ୍ୟର ଭଣ୍ଡାର
ମଣିଷ ଚନ୍ଦ୍ରରେ ପହଞ୍ଚତ୍ବା ପରେ ଏବେ ଅନ୍ୟଗ୍ରହରେ ବାସୋପଯୋଗୀ ପରିବେଶ ସନ୍ଧାନରେ ଲାଗିପଡ଼ିଛି। ଏହାସହ ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି। ଆମେରିକା, ଜାପାନ, ଚାଇନା ଓ ୟୁରୋପୀୟ ସ୍ପେଶ ଏଜେନ୍ସି ପରେ ଭାରତ ଏ କ୍ଷେତ୍ରରେ ଆଗକୁ ବଢ଼ିଛିି।…
ଏଇ ଭାରତରେ
ବୟସ ୭୦ ଛୁଇଁଲାଣି। ଚିକିତ୍ସା କରିବାର ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଛି। ଏଭଳି ଜଣେ ସେବାରେ ସମର୍ପିତ ଡାକ୍ତର ହେଉଛନ୍ତି ଅରୁଣୋଦୟ ମଣ୍ଡଳ। ସେ ପଶ୍ଚିମବଙ୍ଗର ଦୁର୍ଗମ ସୁନ୍ଦରବନ ଅଞ୍ଚଳକୁ ସପ୍ତାହାନ୍ତରେ ଗସ୍ତକରି ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ…
ଡିପ୍ଫେକ୍-ନୂଆ ଆତଙ୍କ
ପ୍ରକାଶ ତ୍ରିପାଠୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଭଳି ନୂତନ ଜ୍ଞାନକୌଶଳ ଦିନକୁ ଦିନ ବ୍ୟାପକ ହେଉଛି। ଇଣ୍ଟରନେଟ ଦ୍ୱାରା ଆମର ଜୀବନଯାପନ ପ୍ରଣାଳୀ ସହଜ ଓ ସରଳ ତ ହେଉଛି ସତ, ମାତ୍ର ଏହାଦ୍ୱାରା ସୃଷ୍ଟ ଅନେକ…
ଖ୍ରୀଷ୍ଟମାସ ଓ ଯିଶୁ
ହରିଶ୍ ଚନ୍ଦ୍ର ଅରିଶଲ୍ୟ ବାଇବେଲ କହେ, ”କାରଣ ଈଶ୍ୱର ଜଗତକୁ ଏପରି ପ୍ରେମକଲେ ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ର(ପ୍ରଭୁ ଯିଶୁ)ଙ୍କୁ ଦାନକଲେ। ଏଣୁ ଯେକେହି ତାହାଙ୍କଠାରେ ବିଶ୍ୱାସ କରିବ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।“…
ଅସ୍ୱାଭାବିକ ବିନ୍ଦୁରେ କଶ୍ମୀର
ଜମ୍ମୁ ଓ କଶ୍ମୀରର ଦ୍ୱୈତ ଜିଲା ପୁଞ୍ଚ୍ ଓ ରଜୌରିବାସୀ ଏବେ ୧୯୯୦ ସମୟର ଉଗ୍ରବାଦ ପରିସ୍ଥିତିକୁ ସାମ୍ନା କଲାଭଳି ଅବସ୍ଥାରେ ପହଞ୍ଚତ୍ଥିବା ମନେହେଉଛି। କାରଣ ଏହିସବୁ ଅଞ୍ଚଳରେ ଗୋଟିଏ ବର୍ଷ ମଧ୍ୟରେ ୪ଟି ବଡ଼ ଏନ୍କାଉଣ୍ଟରରେ ୨୦ ଜଣ ଯବାନ,…
ଏଇ ଭାରତରେ
ମୁମ୍ବାଇର ସ୍ଥପତି ପ୍ରତିମା ଜୋଶୀ ବସ୍ତି ବାସିନ୍ଦାଙ୍କ ସ୍ବଚ୍ଛତା ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ଦୀର୍ଘ ୩ ଦଶନ୍ଧି ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ପ୍ରତିମା ଲଣ୍ଡନର ବ୍ୟାଚେଲର୍ସ ସ୍କୁଲରୁ ଆର୍କିଟେକ୍ଚର ଓ ପା୍ଲନିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ…
ଜାନକୀଙ୍କ କାହାଣୀକାର
ଆଲ୍ଲାହାବାଦର ହିନ୍ଦୁସ୍ଥାନୀ ଗାୟିକା ଜାନକୀ ବାଈ ବିଂଶଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଗ୍ରାମୋଫୋନ୍ କମ୍ପାନୀ ମାନ୍ୟତାପ୍ରାପ୍ତ ଉଚ୍ଚକୋଟୀର କଳାକାର ଥିଲେ। ତାଙ୍କ ସଙ୍ଗୀତ ଯାତ୍ରାର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ୧୮୮୦ରେ ଜନ୍ମିତ ଜାନକୀ ପିଲାବେଳୁ ପିତାଙ୍କ ସ୍ନେହ ପାଇ ନ…
ଗଭର୍ନର ତ ପଲିଟିକାଲ୍ ଏଜେଣ୍ଟ ନୁହନ୍ତି
ସହଦେବ ସାହୁ ସମ୍ବଲପୁରରେ ୧୯୮୨ରେ ରେଭେନ୍ୟୁ ଡିଭିଜନାଲ୍ କମିଶନର୍ ରୂପେ ଯୋଗଦେଇ ମୁଁ ଯେଉଁ ସରକାରୀ ଘର ପାଇଲି, ତାହା ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ବ୍ରିଟିଶ୍ ଇଣ୍ଡିଆ ସରକାରଙ୍କ ପଲିଟିକାଲ୍ ଏଜେଣ୍ଟଙ୍କ ସରକାରୀ ବାସଗୃହ ଥିଲା ଏବଂ ସେ…
ପରିବର୍ତ୍ତନ କାହିଁକି
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପ୍ରଶାସନର ଜଣେ ଅଧିକାରୀଙ୍କ ଏକ ଲୋକପ୍ରିୟ ଉକ୍ତି ହେଉଛି ‘ଯଦି କିଛି ଭଲ କାମ କରୁଛି ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ।’ ଏହି ଉକ୍ତିର ଯଥାର୍ଥତା ରହିଛି ୧୫୦…
ଏଇ ଭାରତରେ
ବହୁ ସମୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଆନ୍ତି, ଯାହା ଘଟିଛି ପଶ୍ଚିମବଙ୍ଗର ମାମୁନ ମଲିକଙ୍କ ଜୀବନରେ। ମାମୁନ ୪ଟି ଇଂଲିଶ ମିଡିୟମ ସ୍କୁଲ ଖୋଲି ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି।…
ଅସହାୟ ମାନବବାଦ
ମୀରା ବେଉରା କେଉଁ ପ୍ରାଗୈତିହାସିକ ଯୁଗରୁ ସାଧାରଣ ମଣିଷଟିଏ ନିଜର ସ୍ଥିତିପାଇଁ ସଂଘର୍ଷ କରି ଜ୍ଞାନ ବିଜ୍ଞାନ ଯୁକ୍ତ ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିଛି। ସତ କହିବାକୁ ଗଲେ ସାଧାରଣ ମଣଷଟିଏ କେବଳ ଆଧୁନିକ ସଭ୍ୟ ମଣିଷ ନୁହେଁ, ଗୋଟିଏ ଯନ୍ତ୍ର…
Archives


