ଈଶ୍ୱର ଦର୍ଶନ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ମଣିଷ ଜନ୍ମ ଓ ମୃତ୍ୟୁ ମଧ୍ୟରେ କେବଳ ସୁଖ ଭୋଗ କରେନାହିଁ, ଦୁଃଖ ଓ ଯନ୍ତ୍ରଣାରେ ମଧ୍ୟ ଦଗ୍ଧୀଭୂତ ହୁଏ। ପୁନଶ୍ଚ ହିନ୍ଦୁଧର୍ମ ଅନୁସାରେ ନିଜର କର୍ମ ଅନୁଯାୟୀ ବାରମ୍ବାର ଜନ୍ମଗ୍ରହଣ କରେ। ଏହି ଜନ୍ମ-ମୃତ୍ୟୁ ଚକ୍ରରୁ…
ପୁନର୍ଗଠନ ସଙ୍କେତ
ମଧ୍ୟପ୍ରଦେଶର ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନର ହାଓ୍ବା ବହୁଛି। ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଧିକାରୀମାନଙ୍କୁ କୋର୍ ଟିମ୍ରେ ଏକତ୍ର କରିବାକୁ ତ୍ୱରିତ ପଦକ୍ଷେପ ନେଉଛନ୍ତି। ଯାଦବଙ୍କ ସକ୍ରିୟ ଆଭିମୁଖ୍ୟ ରାଜ୍ୟର ଶାସନ ବ୍ୟବସ୍ଥାର ପରିବର୍ତ୍ତନକୁ ସୂଚାଉଛି ଏବଂ ଏହା ନିଃସନ୍ଦେହ ଯେ,…
ଭୂରାଜନୈତିକ ବିଭାଜନ ଓ ଆର୍ଥିକ ପରିଣାମ
ଅନ୍ତର୍ଜାତୀୟ ସମୁଦାୟ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଆଡ଼କୁ ଯଦି କେବେ ଅଗ୍ରସର ହୋଇଥଲା, ତେବେ ତାହା ଶୀତଳ ଯୁଦ୍ଧର ପ୍ରାରମ୍ଭ ସମୟରେ ହିଁ ଘଟିଥିଲା। ସେହି ସମୟରେ ବୈଶ୍ୱିକ ଶାସନରେ ତ୍ରୁଟି ଥିଲେ ବି ଏକ ବୃହତ୍…
ଘୋଡ଼ା ବେପାରୀଙ୍କ ହାଟ ସଉଦା
ଯେଉଁମାନଙ୍କ ପ୍ରତି ବିପଦର ଆଶଙ୍କା ଥାଏ ସେମାନେ ହୁଏତ ଆତ୍ମଗୋପନ କରିଥାନ୍ତି କିମ୍ବା ମେଳିବାନ୍ଧି ରହିଥାନ୍ତି। ଅନୁରୂପ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ଓ ବିହାରରେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେଲାପରେ ଘୋଡ଼ାବେପାରର ଆଶଙ୍କାକରି ଜେଏମ୍ଏମ୍ର ବିଧାୟକମାନେ ହାଇଦ୍ରାବାଦରେ ମେଳିବାନ୍ଧି…
ଶ୍ରୀମନ୍ଦିର ଓ ଶଙ୍କରାଚାର୍ଯ୍ୟ
ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ, ମହିମା, ଅଲୌକିକ ଅନୁଭୂତି ନାମରେ ସ୍ବକଳ୍ପିତ ତଥ୍ୟ ଓ ଗଳ୍ପ ମାଧ୍ୟମରେ ଆତ୍ମପ୍ରଚାର ପାଇଁ କେତେଜଣ ବ୍ୟକ୍ତି ଓ ସଂସ୍ଥା ପ୍ରତିଦ୍ବନ୍ଦ୍ୱିତା କରୁଥିବା ବେଳେ ଶ୍ରୀମନ୍ଦିର ଓ ଶ୍ରୀଜୀଉମାନଙ୍କ ସମ୍ପର୍କରେ ଅନେକ ତଥ୍ୟ ଏବେ ବି ସର୍ବମ୍ମତ ହୋଇପାରିନାହିଁ।…
ଏଇ ଭାରତରେ
ଶ୍ରୀଫଳ ନଡ଼ିଆ ସମସ୍ତଙ୍କର ପ୍ରିୟ। ଏହାର କତାରୁ ଦଉଡ଼ାଠାରୁ ଆରମ୍ଭ କରି ପାପୋଛ କିମ୍ବା ଅନ୍ୟ କିଛି ହସ୍ତକଳା ସାମଗ୍ରୀ ତିଆରି କରାଯାଉଥିବା ଆମେ ଦେଖୁଛୁ। କିନ୍ତୁ ଚେନ୍ନାଇର ଅନିସ ଅହମ୍ମଦ ନଡ଼ିଆ କତାରୁ କୁଣ୍ଡ, ଇଟା, ଗ୍ରୋବ୍ୟାଗ୍ ଓ କୋକୋପିଟ୍(ନଡ଼ିଆକତାରୁ…
ଏଇ ଭାରତରେ
ମହାରାଷ୍ଟ୍ରର ସୋଲାପୁର ମରୁଡ଼ିପ୍ରବଣ ଜିଲା ଭାବେ ଜଣାଶୁଣା। ହେଲେ ଏହି ଜିଲାର ଅକୋଲା ଗାଁରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ୨ କୋଟି ଟଙ୍କା ରୋଜଗାର କରିପାରିଛନ୍ତି ଇଞ୍ଜିନିୟର ମହେଶ ଅସାବେ। ଫୁଡ୍ ପ୍ରୋସେସିଂ ଓ ଇଞ୍ଜିନିୟରିଂରେ ମହେଶ ସ୍ନାତକୋତ୍ତର ଡିଗ୍ରୀ…
ଗୋଟିଏ ଦେଶ ଗୋଟିଏ ନିର୍ବାଚନ
ବିଚିତ୍ର ବିଶ୍ୱାଳ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ତରଫରୁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ତତ୍ତ୍ୱକୁ ବହୁଳଭାବେ ପ୍ରଚାର କରାଯାଉଛି। ସେପ୍ଟେମ୍ବର ୨୦୨୩ରେ କେନ୍ଦ୍ର ସରକାର, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଏକ…
କର୍ମ ଓ କର୍ମଫଳଦାତା
ଅନୀତା ପଟ୍ଟନାୟକ ଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ୱ ଏବଂ ପୁରୀ ସହରକୁ ଏକ ନବ ବଧୂପରି ସଜା ଯାଇଥାଏ। ଶ୍ରୀ ନାମ୍ନୀ ଜଣେ ମହିଳା ପୁରୀର ସୌନ୍ଦର୍ଯ୍ୟକୁ ଦେଖି ଅଭିଭୂତ ହୋଇପଡ଼ିଥା’ନ୍ତି। ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଦିବସରେ ଖୁବ୍…
ସବୁଜ ବିପ୍ଳବର ପ୍ରଭାବ
ଜୟତି ଘୋଷ ବିଶ୍ୱରେ ୩,୯୦,୦୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ ଠାବ କରାଯାଇଛି। ସେଗୁଡ଼ିକ ମଧ୍ୟରୁ କେବଳ ୩ଟି ଯଥା ଧାନ, ମକା ଓ ଗହମ ଆମ ଖାଦ୍ୟରେ ରହୁଥିବା ଉଦ୍ଭିଦଭିତ୍ତିକ କ୍ୟାଲୋରିର ପ୍ରାୟ ୬୦ ପ୍ରତିଶତ ଭରଣା କରେ। ଏହି…
ଏଇ ଭାରତରେ
ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାକୁ ହେଲେ କୃଷି କ୍ଷେତ୍ରରେ ପରିବେଶ ଉପଯୋଗୀ ପଦ୍ଧତିକୁ ଆପଣାଇବା ଜରୁରୀ ହୋଇପଡ଼ିଲାଣି। ଜୈବିକ ସାର ଓ ଖତର ବ୍ୟବହାର ବ୍ୟାପକ କରାଯିବା ଲାଗି ଚେଷ୍ଟା ଜାରି ରହିଛି। ଇତିମଧ୍ୟରେ ଜୈବିକ ଜିଆଖତ ପ୍ରସ୍ତୁତି ପାଇଁ…
ପୂଜାର ଭ୍ରମ
ହରେକୃଷ୍ଣ ଦାସ ସେଦିନ ମନ୍ଦିରରେ ମୁଣ୍ଡିଆ ମାରି ଉଠିଲା ବେଳକୁ ବନ୍ଧୁ କହିଲେ, ‘ଏତେଶୀଘ୍ର ସରିଗଲା ଯେ ! ଠାକୁରଙ୍କୁ କିଛି ମାଗିଲନି କି?’ ହଁ, ଯାହା ମାଗିବା କଥା ମୁହୂର୍ତ୍ତକେ ମାଗି କାମ ସାରିଦେଲି। ”କ’ଣ ଜଗନ୍ନାଥାଷ୍ଟକମ୍ ଗାଇଲନି କି?“…
Archives


