ମନ୍ତ୍ରଶକ୍ତିର ପ୍ରଭାବ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ ଯାସ୍କଙ୍କ ମତରେ ଯିଏ ଦର୍ଶନ କରନ୍ତି ସେ ଋଷି। ଋଷିମାନେ ତପସ୍ୟା ଓ ଧ୍ୟାନ…
ଆଇନରୁ ଆଭାସ
ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ। କିନ୍ତୁ ଏବେ ଭାରତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବିନା ବିତର୍କରେ ଆଇନ…
ଶୂନ୍ୟତାର ସ୍ମାରକ
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ ମନେକରନ୍ତି ତାହା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ। ଉଦାହରଣ ସ୍ବରୂପ, ମଧ୍ୟପ୍ରଦେଶ ରାଜ୍ୟ ସୂଚନା…
କିମାଶ୍ଚର୍ଯ୍ୟମ
ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା ପାଇଁ ଇଚ୍ଛା କରୁ, ଅର୍ଥାତ୍ ମୃତ୍ୟୁ ବା ବିନାଶ ହିଁ ସଂସାରର ସବୁଠୁ ବଡ଼…
ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ
ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିଛି। ଆଷ୍ଟ୍ରାଜେନେକା ସ୍ବୀକାରୋକ୍ତି ପରେ ଭାରତରେ ଏହି ଟିକା ନେଇଥିବା ଜନତାଙ୍କ ମଧ୍ୟରେ…
ଏଇ ଭାରତରେ
ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ ସମସ୍ୟା ଦେଖାଯାଏ। ଗରିବ ଲୋକମାନେ ଏହା କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ବିଶେଷକରି କ୍ୟାନ୍ସରରେ…
ବେଦରେ ସମ୍ପତ୍ତି ବିବାଦ
ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ। ବେଦର ଗଦ୍ୟ ମଧ୍ୟରେ ଅନେକ କାହାଣୀ (ଇତିହାସ) ଅଛି। ଏହି କାହାଣୀଗୁଡ଼ିକରେ ଆମେ ସମ୍ପତ୍ତି…
ଜୀବନର ଲକ୍ଷ୍ୟ
ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ ଜୀବନ ଅତିବାହିତ କରିବାକୁ ନିଷ୍ପତ୍ତି ଗ୍ରହଣ କରିବା ଖବର ଚର୍ଚ୍ଚାର ବିଷୟ ହୋଇଛି। ବିଷୟାସକ୍ତିକୁ…
ଦେଶକୁ କୁଆଡ଼େ ନେଉଛ
ଜଣେ ସ୍ବାସ୍ଥ୍ୟ ଖରାପ ଯୋଗୁ ଡାକ୍ତର ପାଖକୁ ଗଲେ। ଡାକ୍ତର ରୋଗୀକୁ ଦେଖି କହିଲେ- ଆପଣଙ୍କର ସବୁ ଠିକ୍ ଅଛି କିନ୍ତୁ କିଛି ହୃଦ୍ରୋଗଜନିତ ସମସ୍ୟା ଅଛି। ନିୟମିତ ଭାବେ ଔଷଧ ଖାଇଲେ ସୁସ୍ଥ ହୋଇଯିବେ। ସେଠାରେ ଯଦି ରୋଗୀଟି ବୁଝିଲା,…
ଏଇ ଭାରତରେ
ସମ୍ପ୍ରତି ଇଲେକ୍ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା କରିବା ସମୟରେ ଆଙ୍କାଶ ଚତୁର୍ବେଦୀଙ୍କ ଆବିଷ୍କାର ଉପରେ ଭାବିବା ଉଚିତ। ସେ ବାଉଁଶରେ ଏକପ୍ରକାର…
‘ଏ’ ରୁ ‘ବି’
ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ ରାଜ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସଂଖ୍ୟାଗରିଷ୍ଠ ଗୋଷ୍ଠୀକୁ ସାହାଯ୍ୟ କରିବାକୁ ବ୍ୟବହାର କରାଯାଇଥିଲା। ସଂଖ୍ୟାଲଘୁ…
ମହାତ୍ମା ଓ ମଜଦୁର
ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ ରକ୍ତପାୟୀ ପରି ଶୋଷିବାକୁ ଲାଗିଲେ ଶ୍ରମିକର ରକ୍ତ। ଏହାର ପ୍ରତିକ୍ରିୟା ସ୍ବରୂପ ଜନ୍ମନେଲା ବିପ୍ଳବୀ…
Archives


