ଶ୍ରମଜୀବୀ ଓ ସେମାନଙ୍କ ପିଲା
ମିନତୀ ପ୍ରଧାନ ନିର୍ମାଣାଧୀନ ମେଟ୍ରୋ ରେଲୱେ ଲାଇନ ପାଇଁ ରାସ୍ତାରେ ଯାନ ବାହନର ନାହିଁ ନ ଥିବା ଭିଡ଼, ବିଶେଷ କରି ଦିନର ଅଧିକାଂଶ ସମୟ, କେବଳ ଅତି ସକାଳୁ ବା ଡେରି ରାତିକୁ ଛାଡ଼ି ଦେଲେ। ସିଗ୍ନାଲ ପାଖରେ ଖେଳୁଥିବା…
ବେରୋଜଗାର ଯୁବକ
ଭାରତରେ ୩୫ ବର୍ଷ ବୟସରୁ କମ୍ ଯୁବବର୍ଗଙ୍କ ସଂଖ୍ୟା ଏହାର ମୋଟ ଜନସଂଖ୍ୟାର ୬୦ ପ୍ରତିଶତରୁ ଅଧିକ। ଏହି ଯୁବ ଶ୍ରମଶକ୍ତି ଉପରେ ଭାରତର ଆର୍ଥିକ ଅଭିବୃଦ୍ଧି ନିର୍ଭର କରେ। କିନ୍ତୁ ବହୁ ସମୟରେ ଯୁବ ବେରୋଜଗାରି ସମ୍ପର୍କିତ ପ୍ରକାଶିତ ତଥ୍ୟ…
ଏଇ ଭାରତରେ
ରାକେଶ ପଞ୍ଚାଲ। ବୟସ ୪୪। ସେ ଏବେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଗୁଜରାଟର ଭାସୋ ବ୍ଲକରେ ରାକେଶ ଏବେ ୫୦୦ରୁ ଅଧିକ ବରିଷ୍ଠ ନାଗରିକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଛନ୍ତି। ସେ ତାଙ୍କ ପିତାଙ୍କ ନିର୍ମାଣ ଉପକରଣ ବ୍ୟବସାୟରେ…
ଆତ୍ମଜୀବନୀର ଆତ୍ମକଥା
ରାଧାଶ୍ୟାମ ରାଉଳ ‘ଆତ୍ମଜୀବନୀର ଆତ୍ମକଥା’ ଶୀର୍ଷକ ଏକ ସାହିତ୍ୟ ଚର୍ଚ୍ଚାରେ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୌଭାଗ୍ୟ ସାହୁ, ଆତ୍ମଜୀବନୀ କ’ଣ, ଜୀବନୀ ଓ ଆତ୍ମଜୀବନୀ ମଧ୍ୟରେ ପାର୍ଥକ୍ୟ କ’ଣ, କେଉଁମାନେ ଆତ୍ମଜୀବନୀ ଲେଖନ୍ତି ଓ…
ଭଲ ସ୍ଵପ୍ନ ଦେଖ
ମାୟାଧର ନାୟକ ପୃଥିବୀରେ ରାତି କ’ଣ ପାଇଁ ଆସେ, କ’ଣ ଅନ୍ଧାର ଓଜାଡି ଦେବାପାଇଁ-ନା-ଅନ୍ଧାରକୁ ବତି ଦେଖାଇବା ପାଇଁ। ପୃଥିବୀକୁ ରାତି ଆସେ ବଛା ବଛା ଭଲ ଭଲ ସ୍ଵପ୍ନ ଦେଖିବା ପାଇଁ । ଏହି ହିସାବରେ ରାତିର ଏ…
ଅଙ୍କୁଶ ଲାଗୁ
ମଣିପୁର ହିଂସାକୁ ପାଖାପାଖି ବର୍ଷେ ହେବାକୁ ଯାଉଛି। ଏହା ପଛରେ ସେଠାକାର ହାଇକୋର୍ଟଙ୍କ ନିଷ୍ପତ୍ତି ଥିଲା ଅନ୍ୟତମ କାରଣ। ୨୭ ମାର୍ଚ୍ଚ ୨୦୨୩ରେ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ୍ଟି) ମାନ୍ୟତା ଦିଆଯିବା ନିମନ୍ତେ ରାଜ୍ୟ ସରକାରଙ୍କୁ ବିଚାର…
ଏଇ ଭାରତରେ
ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ଶିକ୍ଷା, ମନୋରଞ୍ଜନ ତଥା ଖେଳର ଆବଶ୍ୟକତାକୁ ଲକ୍ଷ୍ୟ କରି ଆଇଏଏସ୍ ଅଧିକାରୀ ବିବେକ ଜନ୍ସନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରେରଣାଦାୟକ। ୨୦୨୨ରୁ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲାର ଚିଫ୍ ଏକ୍ଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟରତ ବିବେକ ଜନ୍ସନ…
ବନ୍ଧୁ ନା ବଇରି
ଲଳିତେନ୍ଦୁ ପଲାଉରୀ ମୂଳ ପାକିସ୍ତାନରୁ ଅଲଗା ହୋଇ ନୂଆ ଦେଶ ଭାବେ ପ୍ରତିଷ୍ଠା ହୋଇଥିବା ବାଂଲାଦେଶର ସ୍ବାଧୀନତା ଦିବସ ୨୬ ମାର୍ଚ୍ଚ ୧୯୭୧। କିନ୍ତୁ ଡିସେମ୍ବର ୬କୁ କୂଟନୈତିକ ସମ୍ପର୍କ ଆରମ୍ଭର ଦିନ ବା ମୈତ୍ରି ଦିବସ ଭାବେ ପାଳିବାକୁ ଉଭୟ…
ଅସ୍ମିତାର କୋଠଘର
ଡ. ପ୍ରଫୁଲ୍ଲ କୁମାର ସାହୁ ଆପଣା ଭାଷାକୁ ନେଇ ଗର୍ବ ଅନୁଭବ କରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଜାତି। କୌଣସି ଜାତି ତା’ର ଧନ, ସମ୍ପତ୍ତିି, ଧର୍ମ, ଦର୍ଶନ, ସାହିତ୍ୟ, ସଂସ୍କୃତି ଓ ଭାଷା ଆଦିକୁ ନେଇ ଅସ୍ମିତାର ଧ୍ୱଜା ଉଡ଼ାଏ…
ଏକତା ଗୁରୁତ୍ୱପୂର୍ଣ୍ଣ
ଆମେରିକାରେ ବୋଷ୍ଟନ୍ ସାଉଥ୍ ଏସିଆନ କୋଆଲିଶନ ଦ୍ୱାରା ଆୟୋଜିତ ଏକ ଐକ୍ୟଭାବାପନ୍ନ ବୈଠକ ବା ସମ୍ମିଳନୀରେ ଯୋଗଦେଇଥିଲି, ଯାହା ବିଷୟରେ ମୁଁ ଲେଖୁଛି। ଏହି ବୈଠକ ଧ୍ୟାନଆକର୍ଷଣକାରୀ ଥିଲା, କାରଣ ଏହା ଦୁଇଟି ସଂଘର୍ଷକୁ ଏକାଠି କରିଥିଲା। ଗୋଟିଏ ହେଲା ଗଣତାନ୍ତ୍ରିକ…
ଏଇ ଭାରତରେ
ଜମିବାଡ଼ି ମାମଲା ମହା ଝମେଲା। ଥରେ ଆରମ୍ଭ ହୋଇଗଲେ ପକ୍ଷ ଅଦାଲତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଆନ୍ତି। ତେବେ ଏଭଳି ୫୦,୦୦୦ ମାମଲାର ସମାଧାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଜିଲାପାଳ। ଉତ୍ତରପ୍ରଦେଶ ବସ୍ତି ଜିଲାର ଜିଲାପାଳ ବମ୍ସି…
ଲକ୍ଷ୍ମୀଛଡ଼ା ଉପାଖ୍ୟାନ
ଡ. ମନୋରଞ୍ଜନ ପ୍ରଧାନ ପିଲାବେଳେ ଜେଜେମା’ଙ୍କ ମୁହଁରୁ ଲକ୍ଷ୍ମୀଛଡ଼ା ଶବ୍ଦଟି ବହୁବାର ଶୁଣିଛୁ। ସାମାନ୍ୟ ତ୍ରୁଟିବିଚ୍ୟୁତି ଦେଖିଲେ ବୁଢ଼ୀମା’ ତୁମେ ସବୁ ଲକ୍ଷ୍ମୀଛଡ଼ା ହୋଇଗଲଣି କହି ତାଗିଦ କରନ୍ତି। ବଡ଼ି ଭୋରରୁ ଉଠିବା ଜେଜେମା’ଙ୍କ ଅଭ୍ୟାସ, ତାହାକୁ ସେ ବ୍ରାହ୍ମ…
Archives


