ସାଧାରଣ ନିର୍ବାଚନ ପାଇଁ ଅବଗଣନା
ସୌଭାଗ୍ୟ ସୁନ୍ଦରରାୟ ଲୋକ ସଭା ନିର୍ବାଚନ ପାଇଁ ଆଉ ଅଳ୍ପ କିଛି ମାସ ବାକି ରହିଛି। ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ପ୍ରାୟତଃ ଆରମ୍ଭ ହୋଇଗଲାଣି। ଇତିମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାରତୀୟ ଜନତା...
ସ୍ବାସ୍ଥ୍ୟ କୂଟନୀତିର ବିଜୟ
ଅବସରପ୍ରାପ୍ତ ପଞ୍ଜାବ ଆଇଏଏସ୍ ଅଧିକାରୀ ଡ. ପୁନମ୍ ଖେତ୍ରପାଲ ସିଂଙ୍କୁ ନିକଟରେ ଭୁଟାନ୍ର ନ୍ୟାଶନାଲ ଅର୍ଡର ଅଫ୍ ମେରିଟ୍ ଗୋଲ୍ଡ ମେଡାଲ ପୁରସ୍କାର ପ୍ରଦାନ କରାଯାଇଛି। ଏହା କେବଳ ଭୁଟାନ୍ର ସ୍ବାସ୍ଥ୍ୟସେବାରେ ତାଙ୍କର ଅତୁଳନୀୟ ଅବଦାନକୁ ସୂଚିତ କରେ ନାହିଁ...
କ୍ରେଡିଟ୍ ରେଟିଂ ପ୍ରଭାବ
ମାଳଦ୍ୱୀପର ପ୍ରବାଳ ଦ୍ୱୀପପୁଞ୍ଜ ଓ ପାଚେରି ଏବେ ବିପଦରେ। ମାଳଦ୍ୱୀପରେ ୮୦% ଲୋକ ସମୁଦ୍ର ପତ୍ତନରୁ ମାତ୍ର ୧ ମିଟର ଉଚ୍ଚରେ ରହୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ହେଲେ ଅନେକ ଦ୍ୱୀପ ବାସ ଅନୁପଯୋଗୀ ହୋଇଯାଇପାରେ।...
ଆଇନ ପେସାର ସ୍ୱାଧୀନତା
ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନ ପେସାର ସ୍ବାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି। ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍ କିର୍ବୀଙ୍କ ଉକ୍ତି ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣ ପାଇଁ...
ପ୍ରାଚୀନ ମୁଦ୍ରା
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଡିସେମ୍ବର ୨୯ରେ ୯୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୩୨ରେ ଏହି ସଂଗ୍ରହାଳୟ ରେଭେନ୍ଶା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ୱରରେ ଡିସେମ୍ବର ୨୯ରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କରକମଳରେ...
ଏଇ ଭାରତରେ
ଦୁର୍ଘଟଣା ରୋକିବା ଲାଗି ସଚେତନତା କାର୍ଯ୍ୟକ୍ରମ ପ୍ରାୟତଃ ସବୁ ସମୟରେ କରାଯାଉଛି। ହେଲେ ଏହା ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ। ଦେଖାଯାଏ, ଅଧିକାଂଶ କ୍ଷେତ୍ରରେ ସାଇକେଲ ଆରୋହୀମାନେ ରାତିରେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସେମାନଙ୍କ ଯାତ୍ରା ସୁରକ୍ଷିତ କରିବା ଲାଗି...
କେଉଁ ନାମରେ ପରିଚିତ ହେବା
ଏକଦା ଇନ୍ଦୁ (ଚନ୍ଦ୍ର) ବା ଇନ୍ଦୁମତି (ପୂର୍ଣ୍ଣଚନ୍ଦ୍ର) ନାମକ ଜଣେ ରାଜକୁମାରୀ ଥିଲେ । ତାଙ୍କ ଭାଇ ଥିଲେ ବିଦର୍ଭର ରାଜା ଭୋଜ । ଇନ୍ଦୁ ଅଯୋଧ୍ୟା ରାଜା ଅଜଙ୍କୁ ତାଙ୍କ ସ୍ବାମୀ ଭାବରେ ବାଛିଲେ। ସେମାନଙ୍କର ଦଶରଥ ନାମକ...
ଏଇ ଭାରତରେ
ସେବାର ଇଚ୍ଛାଶକ୍ତିକୁ ବୟସ ଅଟକାଇପାରେନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ୩୦ ବର୍ଷୀୟା ଆଶା ରାଜପୁରୋହିତଙ୍କ ଜୀବନରେ। ଆଶା ଏବେ ଅସହାୟ ବୃଦ୍ଧାମାନଙ୍କ ଆଶାବାଡ଼ି ପାଲଟିଛନ୍ତି। ସେ ଡିସାରେ ‘ସୁଦାମା ବୃଦ୍ଧାଶ୍ରମ’ ଚଳାଉଛନ୍ତି ଓ ସେଠାରେ ୨୨...
ସୁଶାସନର ଏକ ନମୁନା
ଡ. ସନ୍ତୋଷ କୁମାର ମହାପାତ୍ର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ୨୦୨୩ ବର୍ଷ ପାଇଁ ‘ଗଭର୍ନର ଅଫ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଦ୍ୱାରା...
ଗତାନୁଗତିକ ନୂଆବର୍ଷ ପାଳନ
ଡ. ମନୋରଞ୍ଜନ ପ୍ରଧାନ ଜାନୁୟାରୀ ପହିଲା ଇଂରାଜୀ ନବ ବର୍ଷ। କେବଳ କ୍ୟାଲେଣ୍ଡର ବଦଳାଇବା ଦିନଟିଏ ବିଶେଷକରି ଭାରତୀୟମାନଙ୍କ ପାଇଁ। କାରଣ ଏ ନୂଆବର୍ଷ ଆମ୍ଭମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ନାହିଁ କି ଏହାର କୌଣସି ଐତିହାସିକ,...
ଏଆଇ: ନିୟନ୍ତ୍ରଣ ଲୋଡ଼ା
ଅତ୍ୟାଧୁନିକ ଯୁଗରେ ବିଜ୍ଞାନର ବଡ଼ ସଫଳତା ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)। ଏହି କ୍ରମରେ ନିକଟରେ ଗବେଷକମାନେ ଏକ ନୂଆ ଏଆଇ ବିକାଶ କରିଛନ୍ତି, ଯାହା ବ୍ୟକ୍ତିର ଜୀବନକାଳ ଉପରେ ଆକଳନ କରିପାରିବ। ଅର୍ଥାତ୍ ବୁଝିବାକୁ ହେବ...
କରୋନାର ସମ୍ଭାବ୍ୟ ପୁନରାଗମନ
୨୦୨୩ ନଭେମ୍ବରରେ ଗୋଟିଏ ଉଦ୍ବେଗଜନକ ଖବର ଲୋକଲୋଚନକୁ ଆସିଲା। ବିଷୟଟି ଚାଇନାରେ ଦେଖାଦେଇଥିବା ଏକ ଅଜଣା ସଂକ୍ରାମକ ରୋଗ। ଏଥିରେ ମୁଖ୍ୟତଃ ଶିଶୁମାନେ ପୀଡ଼ିତ ହୋଇଥାନ୍ତି। ଏହାର ଲକ୍ଷଣରୁ ଜଣାଯାଏ ଯେ, ଏହା ଶ୍ୱାସକ୍ରିୟାଜନିତ ରୋଗ। ଏହାର ପ୍ରାଦୁର୍ଭାବର ପରିଣାମ...
Archives


