ଦଳୀୟ ରାଜନୀତିରେ ଏମାନଙ୍କ ପ୍ରାବଲ୍ୟ
ଦଳୀୟ ରାଜନୀତିରେ ଏବେ ବଡ଼ ବିସ୍ମୟକର ପରିସ୍ଥିତି ଅନୁଭୂତ ହେଉଛି। ୨୦୨୪ ନିର୍ବାଚନ ଘୋଷଣା ହେବାର ପ୍ରାକ୍ ଦୃଶ୍ୟପଟ ଜନସାଧାରଣଙ୍କ ମାନସିକତାକୁ ଦୋହଲାଇ ଦେଉଛି। କେଉଁ ଅଞ୍ଚଳରୁ ପ୍ରାର୍ଥୀ କିଏ ହେବ ସେଥିପାଇଁ ସବୁ ମହଲରେ ଅଙ୍କକଷା ଛିଡ଼ୁନାହିଁ। ଦେଖାଯାଇଛି ପୂର୍ବ…
ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ
ଅଜ୍ଞାନତାର ଅମା ଅନ୍ଧାରକୁ ବଧ କରି ଯାହା ମାଧ୍ୟମରେ ସମାଜରେ ଜ୍ଞାନର ଆଲୋକ ବିଚ୍ଛୁରିତ ହୁଏ, ତାହା ହେଉଛି ଶିକ୍ଷା। ଏହି ଶିକ୍ଷା ପଦ୍ଧତିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଅବଦାନ ମଧ୍ୟ ଅତ୍ୟନ୍ତ ଜରୁରୀ। ତିନିହେଁ ପରସ୍ପରର…
ଏଇ ଭାରତରେ
କର୍ନାଟକର ମହିଳା ଚାଷୀ ରୋଜା ରେଡ୍ଡୀଙ୍କ ସଫଳତା ଏକ ଉଦାହରଣ ସୃଷ୍ଟି କରିଛି। ସେ କର୍ପୋରେଟ ଚାକିରି ଛାଡ଼ି ଜୈବିକ ଚାଷରୁ ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି। ୨୮ ବର୍ଷିଆ ରୋଜା କର୍ନାଟକର ଡୋନେହାଲି ଗାଁରେ ଏହି ଚାଷ…
ଏଇ ଭାରତରେ
ମୋବାଇଲ ପୁରୁଣା ହୋଇଗଲେ ତାହାକୁ ଫିଙ୍ଗି ଦିଆଯାଉଛି। ଏହା ଇ-ଓ୍ବେଷ୍ଟ ପରିବେଶ ଲାଗି କ୍ଷତିକାରକ। କିନ୍ତୁ ପୁରୁଣା ମୋବାଇଲକୁ ରିସାଇକ୍ଲିଂ କରି ଦିଲ୍ଲୀର ଦୁଇ ସାଙ୍ଗ ଅଭିନୀତ ସିଂ ଓ ସକେତ ସୌରଭ ଚଳିତବର୍ଷ ୨୪୦ କୋଟି ଟଙ୍କାରୁ ଅଧିକ ରୋଜଗାର…
ଯାନ୍ତ୍ରିକ ଯନ୍ତ୍ରଣା
ଡ. ଦ୍ୱିତୀ ଚନ୍ଦ୍ର ସାହୁ ହାଟରେ ପରିବା କିଣୁଥିଲି। ପଛରୁ ମୋ ହାତକୁ ଧରି ଟାଣିନେଲେ କେହି। ବୁଲି ଦେଖିଲି ଜଣେ ଅବସରପ୍ରାପ୍ତ ଶିକ୍ଷକ। କିଛି ପଚାରିବା ଆଗରୁ ସେ କହିଲେ – ସାହୁ ବାବୁ! ଆପଣଙ୍କୁ ଖବରକାଗଜରେ ହିଁ ଦେଖୁଛି।…
ନିର୍ବାଚନରେ ସାହିତି୍ୟକ
ଡ. ସମୀର କୁମାର ନନ୍ଦ ସାହିତ୍ୟ ଓ ରାଜନୀତିର ସମ୍ପର୍କ କ୍ୱଚିତ ଦେଖିବାକୁ ମିଳିଥାଏ। ସାହିତି୍ୟକଙ୍କ ରାଜନୀତିରେ ଅଂଶଗ୍ରହଣ କରିବା ବହୁତ ରୋଚକ ବିଷୟ ହୋଇଥାଏ। କବି ସଚ୍ଚି ରାଉତରାୟ ୧୯୧୬ ମେ’ ୧୩ରେ ଖୋର୍ଦ୍ଧାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଲାଭ କରିଥିଲେ।…
ସର୍ବେସର୍ବା ସେନା
ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଶପଥ ନେବା ପୂର୍ବରୁ ପାର୍ଲାମେଣ୍ଟରେ ତାଙ୍କ ପ୍ରଥମ ଭାଷଣରେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଉଭୟ କଶ୍ମୀର ଓ ପାଲେଷ୍ଟିନୀୟଙ୍କ ସ୍ବାଧୀନତା ପାଇଁ ନ୍ୟାଶନାଲ ଆସେମ୍ବ୍ଲିରେ ଏକ ସଙ୍କଳ୍ପନାମା ପାରିତ କରିବା ସକାଶେ…
ପାପ ସମସ୍ତଙ୍କର
ଗତ କିଛିଦିନ ହେବ କ୍ରସ୍ଭୋଟିଂ (କୌଣସି କାରଣରୁ ପ୍ରଭାବିତ ହୋଇ ଅନ୍ୟ ଦଳକୁ ଭୋଟ ଦେବା), ଡିଫେକ୍ସନ (ନିର୍ବାଚିତ ହୋଇଥିବା ଦଳକୁ ଛାଡ଼ି ଅନ୍ୟତ୍ର ଯିବା) ଓ ହର୍ସ ଟ୍ରେଡିଂ (ଘୋଡ଼ା ବେପାର) ଭଳି ଶବ୍ଦ ବହୁଳ ଭାବେ ବ୍ୟବହାର କରାଯାଉଛି।…
ଏଇ ଭାରତରେ
ରୋଷେଇ ଘର ବର୍ଜ୍ୟ ବହୁ ସମୟରେ ପାରିପାର୍ଶ୍ୱିକ ପରିବେଶକୁ ପ୍ରଦୂଷିତ କରିଥାଏ। ତେବେ ଏହି ସମସ୍ୟାର ଏବେ ସମାଧାନ କରିପାରିଛନ୍ତି ହାଇଦ୍ରାବାଦର ପାବନି ଲୋଲ୍ଲା। ସେ ଏକ ଦୁର୍ଗନ୍ଧ ମୁକ୍ତ ହୋମ୍ କମ୍ପୋଷ୍ଟର ନିର୍ମାଣ କରିଛନ୍ତି। ସାଧାରଣ କମ୍ପୋଷ୍ଟର ୪୫ରୁ ୬୦…
ଅଭିନବ ପ୍ରୟାସ ଜରୁରୀ
ଈପ୍ସିତା ମହାନ୍ତି ଜଳବାୟୁ ପରିବର୍ତ୍ତନ ଏବଂ ତାହାର ପ୍ରଭାବ ଯୋଗୁ ସାରା ଦୁନିଆ ଦଂଶୀ ହେଉଛି। ଚଳିତବର୍ଷ ସରକାର ନିଜର ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ପରିବେଶ ସୁରକ୍ଷା ପ୍ରସଙ୍ଗକୁ ଶୀର୍ଷରେ ରଖିବା ଆବଶ୍ୟକ। ଏହି ଲେଖା ଲେଖୁଥିବା ବେଳେ ମୁଁ…
ବଦଳିଯାଉଥିବା ସମ୍ପର୍କ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ପ୍ରାଚୀନ କାଳଖଣ୍ଡର ପୌରାଣିକ ଉପାଖ୍ୟାନମାନ କାନ ପାଇଁ ଶୁଣିବାକୁ ମିଠା ଲାଗେ ସିନା, ଏଇ ଆଧୁନିକ ଯୁଗରେ ତାହାର ବାସ୍ତବ ଦୃଷ୍ଟାନ୍ତ ସ୍ବର୍ଗର ପାରିଜାତ ପରି ଅତ୍ୟନ୍ତ ଦୁର୍ଲଭ। ପିତୃସତ୍ୟ ପାଳନର ଶପଥ ନେଇ ଅଯୋଧ୍ୟା…
ଭାଜପାର ଜନ୍ମ
ଆସନ୍ତା ବର୍ଷ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଏହାର ଶତବାର୍ଷିକୀ ପାଳନ କରିବ। ୧୯୨୫ ମସିହାରେ ନାଗପୁରର ଏକ ଶାଖାରେ ଆର୍ଏସ୍ଏସ୍ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହାର ୱେବ୍ସାଇଟ ଅନୁଯାୟୀ ଏବେ ସାରା ଭାରତରେ ଦୈନିକ ୫୭,୦୦୦ରୁ ଅଧିକ ଶାଖା ଚାଲୁଛି।…
Archives


