ସମ୍ପାଦକୀୟ

ସଂଘୀୟବାଦକୁ ବିରୋଧ

ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରାଯାଇଛି। ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ, ଏଥିରେ କୌଣସି ସନ୍ଦେହ ନାହିଁ। ସଂଘୀୟବାଦ ଉପରେ ଭାଜପାର ଅବିଶ୍ୱାସର ଏହା ଏକ ଦୃଷ୍ଟାନ୍ତ। ଅତୀତରେ ବିଶେଷକରି ଭାଷାଭିତ୍ତିକ ରାଜ୍ୟ ଗଠନ ହେବା ପରେ…

ଏଇ ଭାରତରେ

ବନାଗ୍ନି ବିପର୍ଯ୍ୟୟକୁ ରୋକିବା ଲାଗି ଉତ୍ତରାଖଣ୍ଡରେ ଦିଲ୍ଲୀ ଏନ୍‌ସିଆରସ୍ଥିତ ଦି ହନ୍ସ ଫାଉଣ୍ଡେଶନ (ଟିଏଚ୍‌ଏଫ୍‌)ର ପ୍ରୟାସ ପ୍ରଶଂସନୀୟ। ଏହାର ମୁଖ୍ୟ ଭୂମିକା ତୁଲାଉଛନ୍ତି ପାଉରି ଗଡ଼ଓ୍ବାଲ ଜିଲାର ଚୌରା ଗାଁର ୨୧ ବର୍ଷିଆ ପ୍ରୀତମ୍‌ ସିଂ। ୨୦୨୨ରେ ତାଙ୍କ ଗାଁ ନିକଟସ୍ଥ…

ସର୍ବତ୍ର ବିଶୃଙ୍ଖଳା

ରାଧାଶ୍ୟାମ ରାଉଳ ଶୃଙ୍ଖଳା ଅଭାବରୁ ଆଜି ପାରିବାରିକ ଜୀବନରୁ ରାଷ୍ଟ୍ରୀୟ, ଅନ୍ତଃରାଷ୍ଟ୍ରୀୟ ଜୀବନ ଯାଏ ପ୍ରାୟ ସବୁଠାରେ ବିଶୃଙ୍ଖଳ ଅବସ୍ଥା। କେହି କାହାକୁ ଶୁଣିବାକୁ କି ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ ନୀତି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ସ୍ବେଚ୍ଛାଚାରିତା, ଅବ୍ୟବସ୍ଥା, ଅହଙ୍କାର, ଅସହିଷ୍ଣୁତା,…

ଧନୀଙ୍କ ପୁଷମାସ: ଦୀର୍ଘ ଆୟୁଷ

ସହଦେବ ସାହୁ ଗରିବ ପାଇଁ ସବୁ ମହଙ୍ଗା, ଚିକିତ୍ସା ବି ା ଦୀର୍ଘ ଜୀବନ ତ ସାତ ସପନ ା ଅମରତ୍ୱ ଚିନ୍ତା ସାଧାରଣ ଲୋକ ପାଇଁ ନୁହେଁ, ଖର୍ଚ୍ଚ ବହନ କରିପାରୁଥିବା ଅର୍ବୁଦପତିମାନେ ଯୁବସୁଲଭ ସ୍ବାସ୍ଥ୍ୟ ଶହେବର୍ଷ ବା ଅଧିକ…

ନବନୀତ ଫେରିଲେ

ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ନବନୀତ କୁମାର ସେହଗଲଙ୍କୁ ପ୍ରସାର ଭାରତୀ ବୋର୍ଡର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଛି। ଏ.ସୂର୍ଯ୍ୟ ପ୍ରକାଶଙ୍କ ସେବା ନିବୃତ୍ତି ପରେ ୪ବର୍ଷରୁ ଅଧିକ ସମୟ ଧରି ଏହି ପଦବୀ ଖାଲି ରହିଥିଲା। ଏହା ନିଃସନ୍ଦେହ ଯେ ସେହଗଲ…

ଏଇ ଭାରତରେ

ହୋଲିରେ ରାସାୟନିକ ରଙ୍ଗର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ଲାଗି ମୁମ୍ବାଇର ଦୁଇ ଭାଇ ଗୌରାଙ୍ଗ ଓ ସୌରଭ ମୋଟ୍ଟା ଜୈବିକ ଅବିର ତିଆରି କରିଛନ୍ତି। ଭିଲ୍‌ ଆଦିବାସୀମାନଙ୍କ ଦ୍ୱାରା ପଳାଶ ଓ ଗଙ୍ଗାନଗରୀ ଗୋଲାପରୁ ଜୈବିକ ଅବିର ତିଆରି କରାଯାଉଛି।…

ଭାରତୀୟ ଗଣତନ୍ତ୍ରରେ ଅତିବୁଦ୍ଧି

ହରେକୃଷ୍ଣ ପଣ୍ଡା   ଭାରତ ସ୍ୱାଧୀନତା ଲାଭ କରିବା ପରେ ଜନସାଧାରଣ ସଂସଦ ଓ ସାଂସଦଙ୍କଠାରୁ ଯାହା ଆଶା କରୁଥିଲେ ତାହା ପାଇପାରିନାହାନ୍ତି। ନିର୍ବାଚନରେ ଅର୍ଥ କାରବାର, ସ୍ବଚ୍ଛ ଓ ଆଦର୍ଶବାଦୀ ଲୋକପ୍ରତିନିଧି ବାଛିବା କ୍ଷେତ୍ରରେ ଜନତା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି।…

ସ୍ୱତନ୍ତ୍ର ଆହ୍ବାନ

ପ୍ରଦୀପ୍ତ କୁମାର ମିଶ୍ର   ମାର୍ଗଶିର ମାସର ଗୁରୁବାର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ ଅଛି ଯିଏ ଅନ୍ନ ନଷ୍ଟ କରେ ସେ ଭୋକିଲା ରହେ। ତାକୁ ଅନ୍ନ ବସ୍ତ୍ର ଅଭାବ ହୁଏ। ଏ କଥା ଆମର ଘରୋଇ କଥାରେ…

ଚାଇନାର ବିସ୍ତାରବାଦ

ବ୍ରହ୍ମ ଚେଲାନି   ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ତଥା ସାମୁଦ୍ରିକ ସ୍ଥିତିକୁ ବଦଳାଇବା ପାଇଁ ଚାଇନା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୁପ୍ତ ଭାବରେ କାର୍ଯ୍ୟ କରିଆସିଛି। ଚାଇନାର ଏଭଳି ପଦକ୍ଷେପ ଅଷ୍ଟ୍ରେଲିଆ, ଭାରତ, ଜାପାନ, ତାଇୱାନ ଏବଂ ଦକ୍ଷିଣ-ପୂର୍ବ…

ଏଇ ଭାରତରେ

ଛତିଶଗଡ଼ର ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ବିଗତ ଦିନରେ ଶିକାରୀ ଓ ଜବରଦଖଲକାରୀଙ୍କ ଚରାଭୂଇଁ ଥିଲା। ଏବେ କିନ୍ତୁ ସେମାନଙ୍କ କବଳରୁ ଏହି ଅଭୟାରଣ୍ୟ ମୁକ୍ତ ହେବାରେ ଲାଗିଛି। ଜଣେ ବନ ଅଧିକାରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଆଇଏଫ୍‌ଏସ୍‌ ଅଧିକାରୀ…

ଏକ ସମାନ୍ତରାଳ ସିନେମାର ଇତିବୃତ୍ତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ     “ଜଣେ ଯଦି ସତ୍ୟଜିତ୍‌ ରାୟଙ୍କ ଚଳଚ୍ଚିତ୍ର ନ ଦେଖିଛି, ତେବେ ଏଇ ପୃଥିବୀରେ ଜନ୍ମହୋଇ ଚନ୍ଦ୍ର, ସୂର୍ଯ୍ୟ ନ ଦେଖିବା ସହ ସମାନ।“ ୧୯୭୫ ମସିହାରେ ଏମିତି ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ବିଖ୍ୟାତ ଜାପାନୀ…

ଗଣମାଧ୍ୟମର ଦାୟିତ୍ୱ

ବିପ୍ଳବ   ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ଉନ୍ନତି ହେବା ସହିତ ଗଣମାଧ୍ୟମର ପରିସର ବ୍ୟାପକ ହୋଇଛି। ଖବରକାଗଜ ପରେ ପରେ ରେଡିଓ, ଦୂରଦର୍ଶନ, ବିଭିନ୍ନ ଘରୋଇ ଚାନେଲ, ୟୁଟ୍ୟୁବ୍‌, ୱେବ୍‌ ପୋର୍ଟାଲଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି। ବିଶେଷକରି ଆଣ୍ଡ୍ରଏଡ୍‌ ଫୋନ ଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri