ରାଷ୍ଟ୍ରପୁରୁଷ ଆମ୍ବେଡକର
ଭାରତରତ୍ନ ଡ. ଭୀମରାଓ ଆମ୍ବେଡକର ସ୍ବତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ। ସେଥିପାଇଁ ସେ ରାଜନୈତିକ ସ୍ବାଧୀନତାଠାରୁ ସାମାଜିକ ସ୍ବାଧୀନତାକୁ ମହତ୍ତ୍ୱ ଦେଇଥିଲେ। ସେ ଏହି ମହାନ୍ ଲକ୍ଷ୍ୟ ରଖି…
ବିଷୁବ: ବିଶ୍ବାସ ଓ ବିଜ୍ଞାନ
ପ୍ରକୃତି ଓ ପରିବେଶ ସହିତ ଜୀବଜଗତ ଓତପ୍ରୋତ ଭାବେ ଜଡ଼ିତ। କେବଳ ଅନୁକୂଳ ପରିବେଶ ଯୋଗୁ ପୃଥିବୀରେ ସମ୍ଭବ ହୋଇଛି ଜୀବଜଗତର ସୃଷ୍ଟି ଓ ବିକାଶ। ଏହି କଥାଟି ଆମ ଅପେକ୍ଷା ବେଶି ବୁଝିଥିଲେ ଆମ ପୂର୍ବଜମାନେ। ପ୍ରକୃତିର ଚାରୁ ସୁଷମା…
ଏଇ ଭାରତରେ
ସିଲିକୋସିସ୍ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଅନେକ ହଜାର ଆଦିବାସୀଙ୍କ ମୃତ୍ୟୁର କାରଣ ପାଲଟଛି। ଏହା ଏକପ୍ରକାର ଫୁସ୍ଫୁସ୍ ରୋଗ। କ୍ରିଷ୍ଟାଲାଇନ ସିଲିକା ଧୂଳି ନିଃଶ୍ୱାସରେ ଫୁସ୍ଫୁସକୁ ପ୍ରବେଶ କଲା ପରେ ଏହା ସୃଷ୍ଟି ହୋଇଥାଏ। ବ୍ୟାପକ ଖଣି ଖାଦାନ କାର୍ଯ୍ୟ ଯୋଗୁ…
ଏଇ ଭାରତରେ
ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେଉଛି ଭାରତ। ଅନେକ ସମସ୍ୟା ମଧ୍ୟରେ ଦେଶ ଛନ୍ଦି ହୋଇଥିବାବେଳେ ସେଥିମଧ୍ୟରେ ଶିଶୁ ଚାଲାଣ ଏକ ଚିନ୍ତାଜନକ ବିଷୟ ହୋଇଛି। ଦେଶରୁ ବର୍ଷକୁ ପ୍ରାୟ ୧,୩୫, ୦୦୦ ପିଲା ବାହାରକୁ ଚାଲାଣ ହେଉଥିବାବେଳେ ଏମାନଙ୍କ…
ଯନ୍ତ୍ର ମାନବ ମାଗେ ଅଧିକାର
ଡ. ନରେନ୍ଦ୍ର ସେଠୀ କିଛିଦିନ ତଳେ ସାଉଦି ଆରବ ସୋଫିଆ ନାମକ ଏକ ରୋବୋକୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପରେ ତାହା ଅନେକ ଲୋକଙ୍କ ଭ୍ରୂକୁଞ୍ଚନ କରିଥିଲା। ସୋଫିଆ ଏମିତି ଏକ ରୋବୋ ଯିଏ ଚିତ୍ର ଆଙ୍କିବା ଓ…
ଦଳ ବଦଳ: ପଥ ଓ ପଥିକ
ଡ. ଗୌରୀଶଙ୍କର ସାହୁ ଫରାସୀ ନାଟ୍ୟକାର ଅଏଜେନ୍ ଆୟୋନେସ୍କୋ କହିଥିଲେ, ‘ବିଚାରଧାରା ଯେଉଁମାନଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରେ, ସ୍ବପ୍ନ ଓ ପୀଡ଼ା ସେମାନଙ୍କୁ ନିକଟତର କରାଏ।’ ଏଇ ଯେମିତି ଜଣକୁ ଦେଖିଲେ ଆର ଜଣଙ୍କର ନାହି ଡେଉଁଥିବା ରାଜନୈତିକ ଦଳଗୁଡ଼ିକ ସାଧାରଣ…
ଜମି ବିବାଦ
ହରିୟାଣାରେ ଏକ ବହୁଚର୍ଚ୍ଚିତ ଜମି କିଣାବିକାରେ ଜଣେ ବରିଷ୍ଠ ମହିଳା ଆଇଏଏସ୍ ଅଧିକାରୀ, ତାଙ୍କ ସ୍ବାମୀ ଏବଂ ଜଣେ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ଜଡ଼ିତ ରହିବା ତଥା ଜମି କିଣାବିକାକୁ ପଞ୍ଚକୁଲା ରାଜସ୍ବ ଅଧିକାରୀ ବନ୍ଦ କରିବା ଯୋଗୁ ସମସ୍ୟା…
ସୃଜନାମତ୍କ ବିନାଶ
ପୁରାତନ ଚାଇନାର ୟିନ୍ ଏବଂ ୟାଙ୍ଗ୍ ବିଚାର ପୃଥିବୀରେ ଆମ ଚାରିପାଖରେ ଥିବା ପରସ୍ପର ସମ୍ପର୍କିତ ବିପରୀତ ଢାଞ୍ଚା ଦେଖିବାର ମାନବୀୟ ପ୍ରବୃତ୍ତିକୁ ପ୍ରମାଣିତ କରେ। ଏହା ଏକ ଆକଳନ ଯାହା ସାମାଜିକ ଏବଂ ଅର୍ଥନୈତିକ ଘଟଣାରେ ପ୍ରାକୃତିକ ପ୍ରକ୍ରିୟାର ବିଭିନ୍ନ…
ଭୋଟ ବେଳ
ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’ ଏ କଠୋର ବାଣୀ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ପରିପ୍ରେକ୍ଷୀରେ ଖୁବ୍ ମନେପଡ଼େ। ନ ହେଲେ କ’ଣ ଏ ନେତାମାନେ…
ଶାସନରେ ସ୍ବଚ୍ଛତା ଅପରିହାର୍ଯ୍ୟ
କିଛି ଉଦ୍ଭ୍ରାନ୍ତ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଏକ କଇଁଛକୁ ମାରିବା ପାଇଁ ଉଦ୍ୟମ ଜାରି ରଖିଥାଆନ୍ତି। ଯେତେ ପ୍ରହାର କଲେ ମଧ୍ୟ କଇଁଛଟିର କିଛି କ୍ଷତି ହେଉନଥାଏ। ସେ ପୂର୍ବପରି ଅବିଚଳିତ ଭାବେ ନୂତନ ଜଳାଶୟ ସନ୍ଧାନରେ ଆଗେଇ…
ଏଇ ଭାରତରେ
‘ବୁକ୍ ହୋଟେଲ’ କଥା କେବେ ଶୁଣିଛନ୍ତି କି ? ଏଭଳି ଏକ ଅଜବ ହୋଟେଲ ଖୋଲିଛନ୍ତି ନାସିକର ଭୀମାବାଈ ଜୋନ୍ଧାଲେ। ସେଠାରେ ଖାଇବା ସହ ବହି ପଢ଼ିପାରିବେ। ଭୀମାବାଈ ତାଙ୍କ ବୁକ୍ ହୋଟେଲରେ ୫୦୦୦ରୁ ଅଧିକ ବହି ରଖିଛନ୍ତି। ଏହାର ନାମ…
ଏଇ ଭାରତରେ
ସାଧାରଣରେ ଦେଖାଯାଇଥାଏ ଯେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଜଣେ ବ୍ୟକ୍ତି କୋର୍ଟକୁ ବାରମ୍ବାର ଦୌଡ଼ିଥାନ୍ତି। ଏମିତିବି ଦେଖିବାକୁ ମିଳେ ମାଲା ଶେଷହେବାକୁ ଏତେଦିନ ଲାଗିଯାଏ ଯେ, ଶେଷ ରାୟ ମିଳିବା ପୂର୍ବରୁ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ତେବେ ଏଭଳି ସମସ୍ୟାର…
Archives


