ପରିବେଶ ସୁରକ୍ଷାରେ ଗ୍ରହର ସୁରକ୍ଷା
ଇଂ. ପ୍ରକାଶ କୁମାର ମହାନ୍ତି ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶକୁ ନେଇ ସମଗ୍ର ପ୍ରକୃତିର ସୃଷ୍ଟି। ଆଜି ପ୍ରକୃତିର ସମସ୍ତ ଉପାଦାନ ପ୍ରଦୂଷିତ। ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ, ପରିବେଶ ପ୍ରଦୂଷଣ ପାଇଁ ଏହି ପୃଥିବୀରୁ…
ନୂଆ କ୍ୟାବିନେଟ୍
ଭାରତର ନୂତନ ସରକାରର ନୂଆ କ୍ୟାବିନେଟ୍ ଏକ ପୁରୁଣା କ୍ୟାବିନେଟ୍। ଏଥିରେ ସ୍ବରାଷ୍ଟ୍ର, ଅର୍ଥ, ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନେ ପୂର୍ବଭଳି ରହିଛନ୍ତି। ଏହି ୪ଜଣଙ୍କୁ ସରକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି ଏବଂ ସରକାର ସେମାନଙ୍କୁ ସୁରକ୍ଷା କମିଟିର ସଦସ୍ୟ ଭାବେ…
ଏଇ ଭାରତରେ
ଏମିତି ଏକ ପଦକ୍ଷେପ, ଯେଉଁଥିରେ ଘରକୁ ଥଣ୍ଡା ରଖାଯାଉଛି। ବାସ୍ତବରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ମୁକ୍ତି ପାଇବାରେ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ। ଗୁଜରାଟ ଅହମଦାବାଦର ମହିଳା ହାଉସିଂ ଟ୍ରଷ୍ଟ(ଏମ୍ଏଚ୍ଟି) ମାଧ୍ୟମରେ ଏହି କାର୍ଯ୍ୟ ଜାରି ରହିଛି। ଏହିି ଟ୍ରଷ୍ଟ…
ସୁଖ, ଶାନ୍ତି ପାଇବାର ପଥ
ଡ. ଭାରତ ଭୂଷଣ ରଥ ସାଧାରଣତଃ ଦୁଇଟି ପ୍ରମୁଖ ତତ୍ତ୍ୱକୁ ନେଇ ପ୍ରାଣୀ ବଞ୍ଚତ୍ରହେ। ଗୋଟିଏ ହେଉଛି ଆତ୍ମା ଅନ୍ୟଟି ଶରୀର। ଆତ୍ମାର ଅବସ୍ଥିତି ପାଇଁ ଶରୀର ଆବଶ୍ୟକ। ସମସ୍ତ ପ୍ରାଣୀ ନିଜର ଶରୀର ମାଧ୍ୟମରେ ଆତ୍ମାକୁ ଧାରଣ କରନ୍ତି। ଗର୍ଭସ୍ତ…
କୁପୋଷଣରୁ ମୁକ୍ତି ଯଥେଷ୍ଟ ନୁହେଁ
ଶୈଳେନ୍ଦ୍ର ଦିବେଦୀ ପାଠକେ, କୁପୋଷଣ ଏବଂ କ୍ଷୁଧା ବାବଦରେ ଆଲୋଚନା କଲାବେଳେ ଉପକ୍ରମର ଆବଶ୍ୟକତା ନାହିଁ, କାରଣ ଉତ୍ତର-ଆଧୁନିକ କାଳରେ ଉଭୟ ଆମ ସଭିଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହୋଇ ରହିଛନ୍ତି। ତେବେ ନିକଟରେ ଏକ ଅଧ୍ୟୟନ ଇଙ୍ଗିତ କରିଛି…
ମେଣ୍ଟ ଗତିଶୀଳତା
ମେଣ୍ଟ ଧର୍ମର ପ୍ରବେଶ ସହିତ ରାଜନୈତିକ ଗତିଶୀଳତା ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ସରକାରର ମୁଖ୍ୟ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ହେଲେ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ସମ୍ଭାବ୍ୟ ପରିବର୍ତ୍ତନକୁ ନେଇ ବାବୁଙ୍କ ମଧ୍ୟରେ…
ଅନ୍ତର୍ଜାତୀୟ ସହଯୋଗ ଲୋଡ଼ା
ତିନିବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବୈଶ୍ୱିକ ଅଭିବୃଦ୍ଧି ସ୍ଥିର ରହିବା, ୩ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ନିମ୍ନରେ ପହଞ୍ଚିବା ଏବଂ ବିତ୍ତୀୟ ଅବସ୍ଥା ଅଧିକ ଭଲ ହେଉଥିବାବେଳେ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଶେଷ ହେବାର ଅନ୍ତିମ ପର୍ଯ୍ୟୟରେ ରହିଥିବା ଭଳି…
‘ବାଉଁଶ ଅଗରେ ଧାନ…’
ପାନ ହେଉଛି ଓଡ଼ିଆର ପ୍ରାଣ। ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି- କାହିଁ କେଉଁକାଳରୁ। ଏମିତି କି ଓଡ଼ିଶାର ଦେବତା ଜଗନ୍ନାଥଙ୍କର ମଧ୍ୟ ବିଡ଼ିଆ ପାନ ଖଣ୍ଡେ ନ ହେଲେ ନ…
କନ୍ୟା ଦାନ ମହାପୁଣ୍ୟ
ଏକମାତ୍ର ଝିଅର ବାହାଘର ସ୍ଥିର ହୋଇଯାଇଥାଏ। ତାହା ପୁଣି ଅକ୍ଷୟ ତୃତୀୟା ଦିନ। ବୟୋଜ୍ୟେଷ୍ଠ ଲୋକମାନେ କହିଲେ, ‘ଅକ୍ଷୟ ତୃତୀୟାରେ ଝିଅ ବାହାଘର ଭାଗ୍ୟରେ ଥିଲେ ହୁଏ। ଶହେ କେଜି ସୁବର୍ଣ୍ଣ ଦାନ କଲେ ଯେତିକି ପୁଣ୍ୟ ଅର୍ଜନ ହେବ ନାହିଁ…
ଏଇ ଭାରତରେ
ମହିଳା ସରପଞ୍ଚ ଗଡ୍ଜେ ମୀନାକ୍ଷୀଙ୍କ କାର୍ଯ୍ୟ ତାଙ୍କୁ ସମାଜରେ ପ୍ରତିଷ୍ଠିତ କରିଛି। ତାଙ୍କ ଉଦ୍ୟମରେ ତେଲଙ୍ଗାନାର ମୁଖରା ଗାଁ ସୌରଶକ୍ତି ଗାଁ ଭାବେ ପରିଚିତ ହାସଲ କରିପାରିଛି। କେବଳ ଏତିକି ନୁହେଁ, ସେ ଏହି ଗାଁକୁ ମଳମୁକ୍ତ ଗାଁ କରିବା ସହ…
ଏଇ ଭାରତରେ
ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ଏନ୍ଜିଓରେ ଭଲ ଦରମାରେ ଚାକିରି କରିଥିଲେ କେରଳ ଏର୍ନାକୁଲମ ନିବାସୀ ଜିତୁ ଥୋମାସ। ତାହାକୁ ଛାଡ଼ି ଏବେ ସେ ଛତୁଚାଷ କରି ଦିନକୁ ୪୦,୦୦୦ ଟଙ୍କା ଅର୍ଥାତ୍ ମାସକୁ ପ୍ରାୟ ୧୨ ଲକ୍ଷ…
ଆସ ଛେଳିଫାର୍ମ କରିବା
ଡ. ପ୍ରମୋଦ କୁମାର ପଣ୍ଡା ପାଠକ ବନ୍ଧୁ! ପ୍ରସଙ୍ଗଟି ନିଶ୍ଚୟ ଆପଣମାନଙ୍କୁ ଚକିତ କରୁଥିବ। ଆମ ଓଡ଼ିଆଙ୍କର ଯେତେପ୍ରକାର ଆମିଷ ଖାଦ୍ୟ ଅଛି, ସେଥିମଧ୍ୟରୁ ରାଜା ହେଉଛି ମାଂସ ତରକାରି ବା ଛେଳି ମାଂସ ତରକାରି। ଜନ୍ମଦିନ, ନିର୍ବନ୍ଧ, ବାହାଘର…
Archives


