ସମ୍ପାଦକୀୟ

ବିଶ୍ୱତାପନ ଲକ୍ଷ୍ୟ

ଦୁନିଆ ଜଳୁଛି ଏବଂ ଆମର ରାଜନୈତିକ ନେତାମାନେ ଆମକୁ ବିଫଳ କରୁଛନ୍ତି। ତାପମାତ୍ରା ଉଦ୍‌ବେଗଜନକ ହାରରେ ବଢ଼ୁଥିବାରୁ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ସମ୍ଭବ ବୋଲି ଖୁବ୍‌ କମ୍‌ ଲୋକ ବିଶ୍ୱାସ କରୁଥିବା ମନେହେଉଛି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା…

ଜନାଦେଶର ସନ୍ଦେଶ

ଏହା ନିଃସନ୍ଦେହ, ୨୦୨୪ ଲୋକ ସଭା ନିର୍ବାଚନରେ କୌଣସି ଏକକ ଦଳ ସ୍ପଷ୍ଟ ଜନାଦେଶ ପାଇନାହିଁ। କିନ୍ତୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ କ୍ରମାଗତ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ସମର୍ଥ ହୋଇଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ଏକାକୀ…

ସୃଷ୍ଟିର ଅବିଚ୍ଛେଦ୍ୟ ଅଙ୍ଗ

ଭଗବାନଙ୍କ ସୃଷ୍ଟିରେ ପୁରୁଷ ଓ ନାରୀ ଦୁଇ ଅଭିନ୍ନ ଅଂଶ ହୋଇଥିବା ବେଳେ ଆଉ ଏକ ବୈଚିତ୍ର୍ୟ ଦେଖିବାକୁ ମିଳିଥାଏ। ଏହା ହିଁ ହେଉଛନ୍ତି କିନ୍ନର ବା ଟ୍ରାନ୍ସଜେଣ୍ଡର। ଏମାନେ ପୁରୁଷରେ କିମ୍ବା ନାରୀରେ ପରିଗଣିତ ହୋଇ ନ ଥାନ୍ତି। କାରଣ…

ଏଇ ଭାରତରେ

ଉତ୍ତରପ୍ରଦେଶ ବିଜ୍‌ନୋରରେ ରହୁଥିବା ଅଲି କୁମୈଲଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ଦଶମ ପାସ୍‌। ବୃତ୍ତିରେ ସେ ଜଣେ ଏସି ମେକାନିକ। କିନ୍ତୁ ସ୍ବଦେଶୀ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଟ୍ରାକ୍ଟର। ଏହି ଟ୍ରାକ୍ଟରର ବିଶେଷତ୍ୱ ହେଉଛି, ତାହା ସମ୍ପୂର୍ଣ୍ଣ ପୁରୁଣା ପାଟର୍‌ସରେ…

ଏଇ ଭାରତରେ

ନିଜେ ଓ ନିଜର ପରିବାରକୁ ଅସହାୟ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା…

ପ୍ରବାସୀଙ୍କ ଭବିଷ୍ୟତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ଯୌଥ ପରିବାର ପ୍ରତ୍ୟାବର୍ତ୍ତନର ପଦଧ୍ୱନି ଅଧୁନା ସ୍ପଷ୍ଟହେବାରେ ଲାଗିଛି। ଆମ ଦେଶର ଉଚ୍ଚ ଶିକ୍ଷିତ ତଥା ବିଭିନ୍ନ ବିଷୟର ବିଶେଷଜ୍ଞମାନେ ବିଦେଶ ମୁଖ୍ୟତଃ ଉନ୍ନତ ଦେଶଗୁଡ଼ିକୁ ଯିବା ଘଟଣା ନିତିଦିନିଆ ବ୍ୟାପାର ହୋଇଯାଇଛି। ସେଠାରେ ଧନ…

ଗ୍ରୀଷ୍ମରେ ସମସ୍ୟା

ଡା. କାନ୍ତୀ ନାୟକ   ଗ୍ରୀଷ୍ମଋତୁରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖିବାକୁ ମିଳେ। ତନ୍ମଧ୍ୟରୁ ଇଲେକ୍ଟ୍ରୋଲାଇଟ୍‌ ଅସନ୍ତୁଳନ ହେଉଛି ଏଭଳି ଏକ ସମସ୍ୟା ଯେଉଁଥିପାଇଁ ଲୋକମାନେ ଅନେକ ସମୟରେ ଅସୁବିଧାରେ ପଡ଼ନ୍ତି। ଶରୀରରେ ଅତ୍ୟଧିକ କିମ୍ବା କମ୍‌ ପରିମାଣର ଜଳ…

ଏଆଇ ଓ ଉତ୍ପାଦକତା

ଡାରୋନ ଆକେମୋଗ୍ଲୁ   ପ୍ରଯୁକ୍ତି ବିଶେଷଜ୍ଞ ଏବଂ ଶିକ୍ଷାବିତ୍‌ଙ୍କ ଅନୁଯାୟୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଏବେ ପ୍ରସ୍ତୁତ। ଆମେ ଜାଣିବାରେ ଏଆଇର ଅଭୂତପୂର୍ବ ଉତ୍ପାଦକତା ଲାଭ ମାଧ୍ୟମରେ ଏହା ସମ୍ଭବ ହେବ। କେତେଜଣ ବିଶ୍ୱାସ କରନ୍ତି…

ଏଇ ଭାରତରେ

ଇଚ୍ଛାଶକ୍ତି ଥିଲେ ବୟସ ବାଧକ ହୋଇପାରେ ନାହିଁ, ଯାହା ପ୍ରମାଣିତ କରିଛନ୍ତି ମନୀଷା ଗୋସାଇଁ ଓ ତାଙ୍କ ଭଉଣୀ ନମିତା ନେଗି। କେବଳ ସେତିକି ନୁହେଁ ପରିବାର ତଥା ସମାଜ ପାଇଁ ଗୃହିଣୀଙ୍କ ଅବଦାନର ମହତ୍ତ୍ୱକୁ ପ୍ରତିପାଦିତ କରିଛନ୍ତି। ଉଭୟଙ୍କ ବୟସ…

ନିର୍ବାଚନୀ ବ୍ୟବଚ୍ଛେଦ

ହରିଶଙ୍କର ମିଶ୍ର ଆମ ଦେଶର ଲୋକ ସଭା ଏବଂ ଓଡ଼ିଶାର ବିଧାନସଭା ପାଇଁ ନିର୍ବାଚନ ସରି ଫଳାଫଳ ପ୍ରକାଶ ପାଇଛି। ପୂର୍ବ ନିର୍ବାଚନଠାରୁ ଏହା ପ୍ରଚାର ଓ ଫଳାଫଳ ଦୃଷ୍ଟିରୁ ଅବିଶ୍ବସନୀୟ ଏବଂ ରୋଚକ ହୋଇଛି। ସାଧାରଣତଃ ନିର୍ବାଚନ ପୂର୍ବରୁ ଟିକେଟ…

ଭୂମିର ସୁରକ୍ଷା

ଡ. ଜୟକୃଷ୍ଣ ପାଣିଗ୍ରାହୀ ବିଶ୍ୱ ଦୃଶ୍ୟପଟରେ ସମ୍ପ୍ରତି ବହୁ ପରିବେଶୀୟ ସମସ୍ୟା ଆହ୍ବାନକାରୀ ପାଲଟି ଥିଲାବେଳେ ଜାତିସଂଘ ଯେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଚଳିତବର୍ଷ ବିଶ୍ୱ ପରିବେଶ ଦିବସ ପାଳନର ବିଷୟବସ୍ତୁ ରୂପେ ନିର୍ଦ୍ଧାରଣ କରିଛି, ତାହାହେଲା ଭୂମି ପୁନରୁଦ୍ଧାର, ମରୁଭୂମୀକରଣ ଏବଂ…

ଜଗାର ମାୟା

ଓଡ଼ିଆ ଜାତିର ଗୌରବ ହେଲେ ପ୍ରଭୁ ଜଗନ୍ନାଥ। ଆମ ଠାକୁରଙ୍କୁ ଆମେ ‘ତୁ’, ‘ତା’ କହି ଅଳି କରୁ ଏବଂ ତାଙ୍କ ସାଙ୍ଗରେ ବ୍ୟକ୍ତିଗତଭାବ ଆଦାନପ୍ରଦାନ କରିଥାଉ। ଜଗନ୍ନାଥଙ୍କ ଦର୍ଶନ ପାଇଁ କେବେ ଧାଡ଼ିରେ ଛିଡ଼ା ହୋଇ ନ ଥିଲୁ କିମ୍ବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri