ଦେବଭୂମିରେ ଦୁର୍ବିପାକ
ଡ. ବିଜୟ କେତନ ପଟ୍ଟନାୟକ ଦେବଭୂମି କେରଳ ରାଜ୍ୟର ଉତ୍ତର ପୂର୍ବରେ ରହିଛି ରହସ୍ୟମୟ ବିସ୍ମୟୋତ୍ପାଦକ ସହର ଓ୍ବାୟନାଡ୍। ଏହି ସବୁଜିମାମୟ ସହରରେ ନିକଟରେ ପ୍ରକୃତିର କୋପ ରଚିଛି ମୃତ୍ୟୁର ତାଣ୍ଡବ। ବାଦଲଫଟା ବର୍ଷା ଓ ଭୂସ୍ଖଳନ ହେତୁ ଚାହୁଁ ଚାହୁଁ…
ଆମ ହାତରେ ବମ୍
ରିତେଶ କୁମାର ଶିଶୁ ବିଜ୍ଞାନର ଉନ୍ନତି ସହ ଆମର ଯୋଗାଯୋଗ ଉପକରଣ ସବୁ ଅତ୍ୟାଧୁନିକ ହୋଇଯାଇଛି। ମୋବାଇଲ ଫୋନ୍, ଲାପ୍ଟପ୍, ୱାକିଟକି, ପେଜର, ସ୍ମାର୍ଟ ଟିଭି, ଫ୍ରିଜ୍, ଇଲେକ୍ଟ୍ରୋନିକ ଗାଡ଼ି ସବୁ ଆମେ ବ୍ୟବହାର କରୁଛେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଗୁଡ଼ିକ…
ବିଜ୍ଞାନର ମୂଲ୍ୟାୟନ
ଅଧିକାଂଶ ଧାର୍ମିକ ବ୍ୟକ୍ତି ବିଜ୍ଞାନ ପ୍ରତି ଈର୍ଷା ଭାବ ପ୍ରକାଶ କରନ୍ତି। ହେଲେ ବିଜ୍ଞାନ ସିଦ୍ଧାନ୍ତ ଉପସ୍ଥାପନ କରି ଧର୍ମକୁ ଟପିଯାଇଛି। ଯାଦୁ ଶକ୍ତି ବଦଳରେ ତୁମ ପାଖରେ ଟେକ୍ନୋଲୋଜି (ପ୍ରଯୁକ୍ତି),ଏକ ଶିଳ୍ପଭିତ୍ତିକ ଜୀବନଶୈଳୀ ଓ ଅଧିକ ଉତ୍ପାଦନ, ଆଣ୍ଟିବାୟୋଟିକ୍ ଓ…
ଶୁଭ ସକାଳ
ସକାଳ ଭାରି ଶାନ୍ତ। ଘୋ ଘା ନ ଥିବ। ଅଳସ ଭାଙ୍ଗୁଥିବ ପୃଥିବୀ। ଜୀବନ ଧୀରେ ଧୀରେ ଫେରୁଥିବ ତା’ ନିକଟକୁ। କ୍ଷୀର ଖାଉଥିବା ବାଛୁରିକୁ ସ୍ନେହବୋଳା ହମ୍ବା ରଡ଼ିରେ ସକାଳ ଆହୁରି ସତେଜ ହେଉଥିବ। ପକ୍ଷୀର କିଚିରିମିଚିରି, ହଳ ଲଙ୍ଗଳ…
ଡିଜିଟାଲ ପରଦା
କଟକରେ ପରିବାର ସହ ଗୋଟିଏ ରେସ୍ତୋରାଁକୁ ରାତ୍ରିଭୋଜନ ପାଇଁ ଯାଇଥିଲି। ଆମ ସମ୍ମୁଖ ଟେବୁଲରେ ଏକ ଦମ୍ପତି ବସିଥାଆନ୍ତି। ସେମାନଙ୍କ ସହିତ ତାଙ୍କର ଛୋଟ ପୁଅଟିଏ ଥାଏ। ବୟସ ଅତି ବେଶି ହେଲେ ତିନି ବର୍ଷ ହେବ। ପତ୍ନୀ ଓ ପତି…
ଅସ୍ପଷ୍ଟ କୂଟନୀତି
ସାମ୍ପ୍ରତିକ ପରିସ୍ଥିତିରେ ରୁଷିଆ-ୟୁକ୍ରେନ୍ ଏବଂ ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ଲାଗିରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ ଆମେରିକା ଗସ୍ତ ଉପରେ ରାଜନୈତିକ ବିଶେଷଜ୍ଞମାନଙ୍କର ନଜର ରହିଥିଲା। ସେପ୍ଟେମ୍ବର ୨୧ରେ ଡେଲାଓ୍ବେର୍ର ଓ୍ବିଲ୍ମିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା…
ଏଇ ଭାରତରେ
ବିବିଧତାର ଦେଶ ଭାରତ। ଏଠାରେ ଧର୍ମର ବିବିଧତା ଥିବା ବେଳେ ପର୍ବପର୍ବାଣିରେ ମଧ୍ୟ ଏହା ଲକ୍ଷ୍ୟ କରାଯାଏ। ସେଥିମଧ୍ୟରେ ଉତ୍ତରାଖଣ୍ଡରେ ପାଳନ ହେଉଥିବା ବଟର ଫେଷ୍ଟିଭାଲ ଅନ୍ୟତମ। ଏହା ଏକ ପ୍ରକାର ହୋଲି ପର୍ବ। ହେଲେ ଏହି ପର୍ବ ମାର୍ଚ୍ଚରେ ନୁହେଁ,…
ଅନ୍ଧଭକ୍ତି ନୁହେଁ ଈଶ୍ୱର ଭକ୍ତି
କିଛି ମାସ ତଳେ ଉତ୍ତରପ୍ରଦେଶର ହାଥ୍ରାସରେ ଏକ ସତ୍ସଙ୍ଗରେ ଦଳାଚକଟା ଘଟି ୧୨୧ ଜଣ ମୃତ ଏବଂ ୨୮ ଜଣ ଆହତ ହୋଇଥିଲେ; ଯେଉଁଥିରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ ଥିଲା। ଉକ୍ତ ଦୁର୍ଘଟଣାରେ ମୃତ ଭକ୍ତଗଣଙ୍କୁ ସେହି ସମୟରେ…
ସାମ୍ନାରେ ସମସ୍ୟା ଅନେକ
ସମସ୍ତେ କ୍ଷମତାକୁ ଭଲ ପାଆନ୍ତି ଏବଂ କ୍ଷମତା ବଜାୟ ରଖିବାକୁ ଚାହାନ୍ତି। ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ପ୍ରଚାରରେ ଲିପ୍ତ ରୁହନ୍ତି। କିନ୍ତୁ ବର୍ତ୍ତମାନ ସରକାର ଏପରି ପ୍ରଚାରରେ ଲିପ୍ତ ରହୁଛନ୍ତି ଯେ, କେବେ ଏପରି ଆଗରୁ ଦେଖିବାକୁ ମିଳି…
ବିଷାକ୍ତ ଔଷଧ
ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ବା ଭାରତର ଔଷଧ ମହାନିରୀକ୍ଷକ ନିକଟରେ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ସେହିସବୁ ଔଷଧ ନିୟାମକର ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ…
ଏଇ ଭାରତରେ
କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ପ୍ରତିବନ୍ଧକ ହାର୍ମାନେ। ଯାହାର ଉଦାହରଣ ସାଜିଛନ୍ତି ଉତ୍ତରାଖଣ୍ଡ ବାଗେଶ୍ୱର ଅଞ୍ଚଳ ନିବାସୀ ମମତା କାର୍କି। ୪୨ ବର୍ଷୀୟ ଏହି ମହିଳା ସାଂସାରିକ ବୋଝ ମୁଣ୍ଡାଇ ମଧ୍ୟ ପିସିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ…
ନୀରବଦ୍ରଷ୍ଟା
ଅନେକ ସମୟରେ ଆଖିଆଗରେ କିଛି ଗୋଟେ ଘଟଣା କି ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକ ନୀରବରେ ଏ ଦୃଶ୍ୟ ଉପଭୋଗ କରୁଥିବାର ଦେଖିବାକୁ ପାଇବେ। ଏମାନେ ଉକ୍ତ ଘଟଣା ବା ଦୁର୍ଘଟଣାକୁ ନେଇ ଆଦୌ ବ୍ୟଥିତ କି ବିଚଳିତ ହୁଅନ୍ତି…
Archives


