ସମ୍ପାଦକୀୟ

ଗ୍ରାମୀଣ ଭାରତର ମେରୁଦଣ୍ଡ ସମବାୟ ବ୍ୟାଙ୍କ

ଆଜକୁ ୪ହଜାରରୁ ଅଧିକ ବର୍ଷ ପୂର୍ବେ ବେବିଲୋନିଆନମାନେ ମନ୍ଦିରମାନଙ୍କରେ ବ୍ୟାଙ୍କ ସେବା ପ୍ରଦାନ କରୁଥିବାର ଜାଣିବାକୁ ମିଳେ। ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଭେନିସ୍‌ ଓ ଜେନେଭାଠାରେ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ୧୪ଶ ଶତାବ୍ଦୀରେ ଫ୍ଲୋରେନ୍ସଠାରେ ଋଣଦାତାମାନଙ୍କ ଦ୍ୱାରା ବ୍ୟାଙ୍କ ପ୍ରତିଷ୍ଠା…

ସାଇବର ଠକ

ପ୍ରଯୁକ୍ତିର ବିକାଶ ଆଗକୁ ବଢ଼ିବା ସହ ଏହାକୁ ନେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଡିଜିଟାଇଜେଶନ ନାରା ଦେଇ ବିଭିନ୍ନ କ୍ଷେତ୍ରରେ ବିଶେଷକରି ବ୍ୟାଙ୍କ କାରବାରରେ ସରକାରଙ୍କ ଦ୍ୱାରା ଅନ୍‌ଲାଇନ ନେଣଦେଣ ଉପରେ ଚାପ ପକାଯାଉଛି। ଏହି କ୍ରମରେ ବ୍ୟାଙ୍କ…

ଏଇ ଭାରତରେ

ଜୀବନର ମୋଡ଼ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦିଏ ତାହା କହିବା ମୁସ୍କିଲ। ଯେମିତି ଘଟିଛି ଟ୍ରକ ଡ୍ରାଇଭର ରାଜେଶ ରୱାନୀଙ୍କ କ୍ଷେତ୍ରରେ। ଟ୍ରକ ଚଳାଇ ପରିବାର ପୋଷୁଥିବା ରାଜେଶ ହଠାତ୍‌ କୋଟିପତି ପାଲଟି ଯାଇଛନ୍ତି ତାହା ପୁଣି ଅଜାଣତରେ।…

ଡିଜିଟାଲ ଡ୍ରଗ୍ସ

ଡିଜିଟାଲ ଦୁନିଆ ପାଇଁ ଆମ ସମସ୍ତଙ୍କ କାର୍ଯ୍ୟପ୍ରଣାଳୀ ଯେତିକି ସହଜ ହୋଇପାରିଛି, ଯୁବପିଢ଼ି ଓ ଶିଶୁଙ୍କ ଉପରେ ସେତିକି କୁପ୍ରଭାବ ପଡ଼ିଛି। ସାଧାରଣ ଜୀବନରେ ଏହା ଅନେକଙ୍କ ପାଇଁ ଏକ ଅତ୍ୟାବଶ୍ୟକତା ପାଲଟିଗଲାଣି। ଓଡ଼ିଆରେ ଏକ ଲୋକକଥା ଅଛି ‘ଦେଖାଶିଖା ଓଡ଼ିଶା’।…

ସେ କାଳର ଜନପ୍ରତିନିଧି

ଗଣତନ୍ତ୍ର ହେଉଛି ଗଣର ଶାସନ। ସଂସଦ ହେଉ ବା ବିଧାନସଭା ହେଉ, ଏହି ଗଣ ପ୍ରତିନିଧିମାନେ ଆମ ପାଇଁ ଆଇନ ତିଆରି କରନ୍ତି। ଆଶା କରାଯାଏ, ଏମାନେ ଆଇନ ତିଆରି କଲାବେଳେ ନିଜ ସ୍ବାର୍ଥ ବିଷୟରେ ଚିନ୍ତା ନ କରି ଗଣର…

ଯୁଦ୍ଧରୁ ଲାଭ

ଇସ୍ରାଏଲ-ହମାସ ଯୁଦ୍ଧ ୧୦ ମାସ ଅତିକ୍ରମ କରିଯାଇଥିବା ବେଳେ ଏହା ଏବେ ମଧ୍ୟପ୍ରାଚ୍ୟରେ ବିଷମ ସ୍ଥିତି ସୃଷ୍ଟି କଲାଣି। ପାଲେଷ୍ଟାଇନ୍‌ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁ ସେଠାରେ ବ୍ୟାପକ ଧନଜୀବନହାନି ଘଟୁଥିବାରୁ ମୁସଲିମ ରାଷ୍ଟ୍ରଗୁଡ଼ିକ ଉଗ୍ର ହେବାରେ ଲାଗିଲେଣି।…

ଏଇ ଭାରତରେ

ନୂତନତ୍ୱର ସନ୍ଧାନ ବହୁ ସମୟରେ ବ୍ୟକ୍ତିଙ୍କୁ ନୂତନ ସ୍ତରରେ ପହଞ୍ଚାଇ ଦେଇଥାଏ, ଯାହା ଘଟିଛି ସୋନାଲ ଓ ବୈଭବଙ୍କ ଜୀବନରେ। ଏହି ଦୁଇଜଣ କୁରୁକ୍ଷେତ୍ର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏନ୍‌ଆଇଟି)ରୁ ଡିଗ୍ରୀ ହାସଲ କରିବା ପରେ ଏବେ ପ୍ଲାଷ୍ଟିିକ ବର୍ଜ୍ୟ ବ୍ୟବହାର…

ଉଦାରବାଦୀ ପ୍ରଧାନମନ୍ତ୍ରୀ

ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ଥାଇଲାଣ୍ଡରେ ବିଗତ କିଛି ବର୍ଷ ହେବ ରାଜନୈତିକ ସଙ୍କଟ ଲାଗିରହିଛି। ଦୁଇ ଦିନ ତଳେ ଏକ ଲାଞ୍ଚ ମାମଲାରେ ଦେଶର ଏକ କୋର୍ଟ ପ୍ରଧାନମନ୍ତ୍ରୀ ଥିବା ସ୍ରେଟ୍‌ଥା ଥାଭିସିନ୍‌ଙ୍କୁ ପଦବୀରୁ ହଟାଇଦେଇଥିଲେ। ଫଳରେ ୧୬ ଅଗଷ୍ଟରେ ୩୭…

ପ୍ରେମ ପରୀକ୍ଷାର ଖେଳ

ଥିଲେ ଜଣେ ପ୍ରେମିକ ପୁରୁଷ। ପ୍ରେମ ହିଁ ଥିଲା ତାଙ୍କ ସମର୍ଥ ପୁରୁଷାକାରର ପ୍ରଥମ ପରିଚୟ। ସେଇ ପ୍ରେମ ମଧ୍ୟ ଥିଲା ତାଙ୍କ ସାଧନାର ଶେଷ ସିଦ୍ଧାନ୍ତ। ସେ ସବୁବେଳେ କହୁଥିଲେ- ”ପ୍ରେମରେ ମୋ ଜୀବନ। ପ୍ରେମରେ ହିଁ ମୋ ନିର୍ବାଣ।“…

ଆଇନ ପରିବର୍ତ୍ତନର ପ୍ରୟାସ

ପ୍ରଧାନମନ୍ତ୍ରୀ ୧୫ ଅଗଷ୍ଟ ଅଭିଭାଷଣରେ କହିଥିଲେ ଯେ, ତାଙ୍କ ସରକାର ଭାରତର ପର୍ସନାଲ ଲ’ ବା ବ୍ୟକ୍ତଗତ ଆଇନରେ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିବ। ସେ ମଧ୍ୟ କହିଥିଲେ, ଏକ କମ୍ୟୁନାଲ ସିଭିଲ କୋଡ୍‌( ସାମ୍ପ୍ରଦାୟିକ ନାଗରିକ ସଂହିତା)ରେ ୭୫…

ବିଜ୍ଞାନାଗାରରେ ଆତ୍ମାର ଓଜନ

ଅଗଷ୍ଟ ୧୯୨୯ରେ ଦୁଇ ବନ୍ଧୁ ପଲ୍‌ ଡିରାକ (୧୯୦୨-୧୯୮୪) ଓ ୱାର୍ନେର ଆଇଜେନବର୍ଗ (୧୯୦୧-୧୯୭୬) ପଦାର୍ଥ ବିଜ୍ଞାନର ଗୋଟିଏ ସମ୍ପାନରେ ଯୋଗଦେବା ପାଇଁ ଜାହାଜରେ ଜାପାନ ଯାଉଥିଲେ। ସେତେବେଳେ ଉଭୟେ ଅବିବାହିତ। ଆଇଜେନବର୍ଗଙ୍କୁ ତାଙ୍କ ସାଙ୍ଗମାନେ ‘ମହିଳାଙ୍କ ପୁରୁଷ’ (ଲେଡିସ୍‌ ମ୍ୟାନ)…

ସବୁ ଦୋଷ ଚାଷୀର

ଶ୍ରାବଣ ମାସ ଶେଷ ହେବାକୁ ବସିଲା, ହେଲେ କମିଲା ନାହିଁ ପରିବା ଦର। ଆମ ରାଜ୍ୟରେ ଏବେ ଏମିତି କୌଣସି ପରିବା ନାହିଁ, ଯାହାର ମୂଲ୍ୟ ୫୦ ଟଙ୍କାରୁ କମ୍‌। ପରିବା ସାଙ୍ଗକୁ ଚାଉଳ, ଅଟା, ଡାଲି ଓ ତେଲ ଇତ୍ୟାଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri