ସମ୍ପାଦକୀୟ

ସଂସ୍କୃତିର କଥା କୁହେ ସମ୍ବିଧାନ

୧୯୪୯, ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦, ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା। ଏହା ଭାରତୀୟ ଇତିହାସରେ ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିଟ କରିଥିଲା। ଆଜିକାଲି କିଛି ଲୋକ ଭାରତୀୟ ସମ୍ବିଧାନ ବିଷୟରେ ବହୁତ…

ହ୍ବିସିଲବ୍ଲୋୟରଙ୍କ ବଦଳି

ଜମ୍ମୁ-କଶ୍ମୀରର ଦୁର୍ନୀତି ନିବାରଣ ବ୍ୟୁରୋ(ଏସିବି)ର ତିନିଜଣ ଅଧିକାରୀଙ୍କୁ ସ୍ବରାଷ୍ଟ୍ର ବିଭାଗରେ ପୁନଃନିଯୁକ୍ତ କରାଯାଇଛି। ସେମାନେ ଶ୍ରୀନଗର ସ୍ମାର୍ଟ ସିଟି ମିଶନରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିଲେ। ପ୍ରୋଜେକ୍ଟ କାର୍ଯ୍ୟକାରିତାରେ ବଡ଼ ଦୁର୍ନୀତି ହୋଇଥିଲା ବୋଲି ଏସ୍‌ପି ଅବଦୁଲ ଓ୍ବାହିଦ…

ଏଇ ଭାରତରେ

କେଦାରନାଥର ବନ୍ୟା ହିରେଶା ବର୍ମାଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଛି । ହିରେଶା ଶିକ୍ଷା ଶେଷକରି ଦିଲ୍ଲୀରେ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୩ରେ ଘଟିଥିବା କେଦାରନାଥର ପ୍ରଳୟଙ୍କରୀ ବନ୍ୟା ପରେ ସେହି ଅଞ୍ଚଳରେ ଅସହାୟ ମହିଳାମାନଙ୍କୁ ସହଯୋଗ କରିବାକୁ ଆଗେଇ…

ଅତିଥି ପରିଚୟ

ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା…

ପନିପରିବା କେତେ ନିରାପଦ

ସ୍ବାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ତାଜା ପନିପରିବା ଓ ଫଳ ଖାଇବା ବୃଦ୍ଧିପାଉଛି। ବଜାରରେ ବିକ୍ରି ହେଉଥିବା ଫଳଗୁଡ଼ିକର ଆକର୍ଷଣୀୟ ରଙ୍ଗ ଗ୍ରାହକମାନଙ୍କୁ ଆକୃଷ୍ଟକରେ। ଫଳଗୁଡ଼ିକ ଅଧିକ ଦିନ ରହିଲେ ବ୍ୟବସାୟୀ ଲାଭବାନ୍‌ ହୁଅନ୍ତି। ଏହି କାରଣରୁ ଫଳଗୁଡ଼ିକୁ ବିଭିନ୍ନ…

ଦିଶାହୀନ ବିକାଶ ଲକ୍ଷ୍ୟ

୨୦୧୫ରେ ବିଭିନ୍ନ ଦେଶର ସରକାର ମିଳିତ ଜାତିସଂଘର ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ସ(ଏସ୍‌ଡିଜିଏସ୍‌) ବା ନିରନ୍ତର ବିକାଶ ଲକ୍ଷ୍ୟଗୁଡ଼ିକୁ ଗ୍ରହଣ କରିଥିଲେ। ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ସବୁ ହାସଲ କରିବାକୁ ସ୍ଥିର କରାଯାଇଥିଲା। ସେତେବେଳେ ସେମାନେ କ୍ଷୁଧା ଏବଂ ଦାରିଦ୍ର୍ୟ ଦୂରକରିବା…

ଉଚ୍ଚତା

ବ୍ୟକ୍ତି ପ୍ରଶଂସା ତଥା ପ୍ରତିଷ୍ଠା ପାଇଁ ନିଜ ଉଚ୍ଚତା ନିର୍ମାଣ କାମରେ ଆଜିକାଲି ବିଶେଷଭାବେ ରହୁଥିବା ପରିଲକ୍ଷିତ ହୁଏ। ଗାଆଁ ଗହଳରେ ଯାହାର ଘର ସବୁଠୁ ଉଚ୍ଚ, ସେଇଟା ମୋ’/ଆମ ଘର କହି କିଛି ଲୋକ ଗର୍ବ ଅନୁଭବ କରିଥାନ୍ତି। କେଉଁଠି…

ଆଇଏନ୍‌ଏର ପରାକ୍ରମୀ ସେନାଧ୍ୟକ୍ଷ

ଦିଓ ପରିବର୍ତ୍ତନ ପ୍ରକୃତିର ନିୟମ ତଥାପି ମଣିଷ ତା’ ଅତୀତକୁ ଛାଡ଼ି ରହିପାରିବ ନାହିଁ। କାରଣ ଇତିହାସ ବୃହତ୍‌ ଚିନ୍ତାଧାରା ଓ ବ୍ୟକ୍ତିତ୍ୱକୁ ପୁନରାବୃତ୍ତି କରି ମାନବ ସମାଜକୁ ବିକାଶ ପଥରେ ଅଗ୍ରଗତି ହେବା ପାଇଁ ପ୍ରେରଣା ଯୋଗାଇ ଥାଏ। ବିଶେଷ…

ସଂସ୍କୃତି ଓ ସଙ୍ଗୀତ

ଯେତେବେଳେ ଭଗବାନ୍‌ ଶିବ ଗୀତ ଗାଇବା ଆରମ୍ଭ କଲେ ସେତେବେଳେ ବିଷ୍ଣୁ ତରଳିଗଲେ ଏବଂ ତାଙ୍କ ଶରୀର ଗଙ୍ଗା ଜଳରେ ପରିଣତ ହେଲା। ରାବଣ ବିଷ୍ଣୁଙ୍କ ଅସ୍ଥିକୁ ବିମ୍‌ ଭାବେ ଏବଂ ସ୍ନାୟୁକୁ ବାଦ୍ୟଯନ୍ତ୍ରର ତାର ବା ତନ୍ତ୍ରୀ ଏବଂ ମୁଣ୍ଡକୁ…

ପରିବେଶ ସଂରକ୍ଷଣର ଅଜଣା କଥା

ପରିବେଶ ସଂରକ୍ଷଣ ବର୍ତ୍ତମାନର ପ୍ରମୁଖ ଆହ୍ବାନଗୁଡିକ ଭିତରୁ ଅନ୍ୟତମ ା ପରିବେଶ ସୁରକ୍ଷା ନୂଆକଥା ନୁହେଁ। ଆଗରୁ ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ପରିବେଶପ୍ରେମୀମାନେ ପ୍ରାଣବଳି ବି ଦେଇଛନ୍ତି। ୧୯୭୪ ମାର୍ଚ୍ଚ ୨୬ରେ ଉତ୍ତରାଖଣ୍ଡର ପାର୍ବତୀୟ ଇଲାକାରେ ବଢୁଥିବା ଅଙ୍ଗୁ (ଔଷଧୀୟ…

ଉତ୍କର୍ଷ ଓଡ଼ିଶା-୨୦୨୫ ଏକ ସଂକଳ୍ପ

ଆସନ୍ତା ସପ୍ତାହରେ ଉତ୍କର୍ଷ ଓ ସମାବେଶ ହେବାକୁ ଥିବାବେଳେ, ଏହାର ୧୦ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ଆମେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ୨ ଦିନିଆ ଓ ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହା…

ଗଭୀର ଅମଲା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ତଦାରଖରେ ଆମେରିକା ସରକାରଙ୍କ ବିରାଟକାୟ ଅମଲାତନ୍ତ୍ର ବ୍ୟବସ୍ଥାକୁ ସୁଧାରିବା ସହିତ କ୍ଷୁଦ୍ର କରିବା ପାଇଁ ଏକ ନୂତନ ବିଭାଗ ଖୋଲିଛନ୍ତି। ଏହାର ନାମ ହେଉଛି ଡିପାର୍ଟମେଣ୍ଟ ଅଫ୍‌ ଗଭର୍ନମେଣ୍ଟ ଏଫିସିଏନ୍ସି ( ଡିଓଜିଇ)। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?