ସମ୍ପାଦକୀୟ

ଏଇ ଭାରତରେ

କାଠରେ ନିଖୁଣ ମୂର୍ତ୍ତି ଖୋଦେଇକରି ବିଶ୍ୱରେ ସୁଖ୍ୟାତି ପାଇଛନ୍ତି କଶ୍ମୀରର ମହମ୍ମଦ ୟୁସୁଫ ମୁରାନ। ଏମିତି କି ତାଙ୍କ ଦ୍ୱାରା ନିର୍ମିତ ଜିନିଷ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି। ବଡ଼ କଥା ହେଉଛି ମୁରାନ ଜଣେ ମୂକ ଓ ବଧିର। ରହୁଛନ୍ତି…

ପ୍ରଜନନକ୍ଷମ ବୟସସୀମା କମୁଛି

ଆଜିର ସମୟରେ ମହିଳାମାନଙ୍କର ସନ୍ତାନ ପ୍ରସବ ହାର ବା ଇଂଲିଶରେ ଯାହାକୁ ଟୋଟାଲ ଫର୍ଟିଲିଟି ରେଟ୍‌ ବା ଟିଏଫ୍‌ଆର୍‌ର ଭବିଷ୍ୟତକୁ ନେଇ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ପତ୍ରିକା ଦି ଲାନ୍‌ସେଟ୍‌ର ତଥ୍ୟ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତର ଟୋଟାଲ ଫର୍ଟିଲିଟି ରେଟ୍‌…

ଓଡ଼ିଶା ବଜେଟ: ଏକ ସମୀକ୍ଷା

ଗତ ଜୁଲାଇ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ସାମାଜିକ ସୁରକ୍ଷା, ଅନ୍ନଦାତା, ମହିଳା, ଯୁବ ଓ ଗରିବଙ୍କୁ ଗୁରୁତ୍ୱ ଦିଆଯାଇଛି ବୋଲି କୁହାଯାଇଛି।…

ପଣ୍ଡିତଙ୍କ କାରନାମା

ବାଡ଼ ଯଦି ଫସଲ ଖାଏ ତେବେ ତାହାର ସୁରକ୍ଷା କେହି କରିପାରିବେ ନାହିଁ। ସମାନ ପ୍ରକାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱ ମୁଣ୍ଡାଇଥିବା ପୋଲିସ ଯଦି ଦୁର୍ବ୍ୟବହାର, ଅପରାଧ ଓ ଦୁର୍ନୀତିରେ ଜଡ଼ିତ ରହେ ତେବେ ସାମାଜିକ ସ୍ତରରେ ବିଶୃଙ୍ଖଳା…

ମଣି-କାଞ୍ଚନ ଯୋଗ

ଏକଦା ଶ୍ରୀମନ୍ଦିରରେ ଭକ୍ତି ଆନ୍ଦୋଳନର ପୁରୋଧା ଶ୍ରୀଚୈତନ୍ୟଦେବ ମାନସ ପୂଜା କରୁଥିବା ସମୟରେ ନିଜ ହାତତିଆରି ଗେଣ୍ଡୁଫୁଲମାଳ ଜଗନ୍ନାଥଙ୍କୁ ଲାଗି କଲାବେଳେ ତାହା ମହାପ୍ରଭୁଙ୍କ ମସ୍ତକରେ ଯାଉ ନ ଥାଏ। ଏହା ଭାବି ଭାବି ଚୈତନ୍ୟଦେବ ବ୍ୟସ୍ତ ବିବ୍ରତ ହେଉଥିବା ବେଳେ…

ଓଡ଼ିଶାର ବିକାଶ ସ୍ବପ୍ନ-୨୦୩୬

ଓଡ଼ିଶାରେ ୨୪ବର୍ଷର ବିଜେଡି ଶାସନର ଅବସାନ ଘଟି ପ୍ରଥମଥର ପାଇଁ ଭାଜପା ଶାସନ ଆରମ୍ଭ ହୋଇଛି। ନୂଆ ସରକାର ୨୦୨୪-୨୫ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ୨୦୩୬ରେ ଓଡ଼ିଶା ଏହାର ସ୍ବତନ୍ତ୍ର ରାଜ୍ୟ ପ୍ରତିଷ୍ଠାର…

ଧନୀ ଟିକସ

ଚଳିତ ବର୍ଷ ବ୍ରାଜିଲ ଜି୨୦ରେ ଅଧ୍ୟକ୍ଷତା କରିବା ସହ ନଭେମ୍ବର ୧୮-୧୯ ରିଓ ଦ ଜେନିରୋରେ ସମ୍ମିଳନୀ ଆୟୋଜନ କରୁଛି। ଏହା ପୂର୍ବରୁ ଜୁଲାଇ ୨୫ ଓ ୨୬ ତାରିଖରେ ରିଓରେ ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ଦୁଇଦିନିଆ ବୈଠକ ଶେଷ…

ଅପରାଧୀ କଲା କିଏ

ବର୍ଷୀୟାଙ୍କୁ ଗଣବଳାତ୍କାର ଓ ହତ୍ୟା’। ଜୁଲାଇ ୧୨ରେ ଦେଶର ପ୍ରାୟ ସମସ୍ତ ଖବରକାଗଜରେ ପ୍ରଥମ ପୃଷ୍ଠାର ପ୍ରଥମ ଖବର ଥିଲା ଏହି ଅଭାବନୀୟ ଘଟଣାଟି। ଆନ୍ଧ୍ରପ୍ରଦେଶର ନନ୍ଦୟାଲା ଜିଲା ମୁଚୁମାରୀରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଦୁଇଜଣ ଷଷ୍ଠ…

ଅନୀତି

ଭାରତରେ ଯୋଜନା ଆୟୋଗ ଦୀର୍ଘ ବର୍ଷ ଧରି ସୁରୁଖୁରୁରେ କାର୍ଯ୍ୟ କରି ଆସୁଥିବା ବେଳେ ତାହାକୁ ୧ ଜାନୁୟାରୀ ୨୦୧୫ରେ କେନ୍ଦ୍ରର ଭାଜପା ସରକାର ଭାଙ୍ଗି ଦେଇଥିଲେ। ତାହା ସ୍ଥାନରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ(ନୀତି) ଆୟୋଗ ନାମରେ ସରକାରୀ…

ଏଇ ଭାରତରେ

ଗୋଷ୍ଠୀଗତ ଏକତାର ସବୁବେଳେ ବିଜୟ ହୁଏ। ଏହି ବିଜୟ କେବଳ ଯୁଦ୍ଧ କିମ୍ବା ପ୍ରତିଯୋଗିତାରେ ନୁହେଁ, ବରଂ ସ୍ବଚ୍ଛତା କ୍ଷେତ୍ରରେ ମଧ୍ୟ ଘଟିଥାଏ। ଏଭଳି ଏକତାର ପରିଚୟ ଦେଇଛନ୍ତି ଚେନ୍ନାଇର ଚିତଲାପକମ ବାସିନ୍ଦା। ସେମାନେ ‘#ସେଭିଂ ଚିତଲାପକମ ଲେକ୍‌’ ଅଭିଯାନ ଆରମ୍ଭ…

କାର୍ଯ୍ୟ କରିବାର ସମୟ ଆସିଛି

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ହେପାଟାଇଟିସ୍‌ ବିପକ୍ଷରେ ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ବିଶ୍ୱ ହେପାଟାଇଟିସ୍‌ ଦିବସ ପାଳନ କରିଆସୁଛି। ବିଶ୍ୱବ୍ୟାପୀ ଏହି ଦିବସ ପାଳିତ ହୋଇଥାଏ। ପ୍ରତିବର୍ଷ ପରି ଚଳିତବର୍ଷର ବାର୍ତ୍ତା ରହିଛି ‘କାର୍ଯ୍ୟ କରିବାର…

ସ୍ବାସ୍ଥ୍ୟସେବାରେ ପାତରଅନ୍ତର

ବୃହସ୍ପତି ସାମଲ ଭାରତର ଜନସଂଖ୍ୟା ଅନୁପାତରେ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଚିକିତ୍ସାଳୟର ଅଭାବ ଯୋଗୁ ହାସ୍‌ପାତାଳଗୁଡ଼ିକ ଉତ୍କୃଷ୍ଟ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ବିଫଳ ହେଉଛନ୍ତି। ବିଭିନ୍ନ ଗୋଷ୍ଠୀ, ଜାତି, ଲିଙ୍ଗ, ଅର୍ଥନୈତିକ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri