ସମ୍ପାଦକୀୟ

ମୁକ୍ତସ୍ବରର ପ୍ରଭାବ

‘ପ୍ରଚାର’(ପ୍ରୋପାଗଣ୍ଡା) ଶବ୍ଦର ଅର୍ଥକୁ ଅଭିଧାନ ‘ସୂଚନା’ ବୋଲି ବ୍ୟାଖ୍ୟାକରେ। ଏହା ରାଜନୈତିକ ଉଦ୍ଦେଶ୍ୟ ବା ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହୋଇଆସୁଛି। ଅତୀତରେ ଦୂରଦର୍ଶନକୁ ନିୟନ୍ତ୍ରଣ କରାଯାଇ ପ୍ରଚାର କରାଯାଉଥିଲା କିମ୍ବା ଅନ୍ତତଃ ପକ୍ଷେ ତାହାକୁ ହିଁ ରାଜନୈତିକ ଦଳ…

ଏଇ ଭାରତରେ

ପେସାରେ ନର୍ସ, କିନ୍ତୁ ସାପ ଉଦ୍ଧାର କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଛତିଶଗଡ଼ ରାୟପୁରର ଅଜିତା ପାଣ୍ଡେ। ସେ ୧୦ ବର୍ଷ ମଧ୍ୟରେ ଅନେକ ହଜାର ସାପ ଉଦ୍ଧାର କରିସାରିଲେଣି। ଲୋକମାନଙ୍କଠାରୁ କଲ୍‌ ପାଇବା କ୍ଷଣି ସେହି ସ୍ଥାନରେ…

ଦୀର୍ଘସ୍ଥାୟୀ ଲକ୍ଷଣର ରୋଗ

ମନୁଷ୍ୟର ଶରୀର ଓ ମନ ପରସ୍ପର ସହିତ ଅତ୍ୟନ୍ତ ନିବିଡ଼ ଭାବେ ଜଡ଼ିତ। ସୁସ୍ଥ ଜୀବନ ନିମନ୍ତେ ଉଭୟ ମନ ଓ ଶରୀର ମଧ୍ୟରେ ଠିକ୍‌ ସମନ୍ବୟ ରହିବା ଜରୁରୀ । ଯେତେବେଳେ ଏହି ସମନ୍ବୟରେ କୌଣସି ଅସୁବିଧା ଦେଖାଦିଏ, ସେତେବେଳେ…

ବନୀକରଣ ଓ ବନବାସ୍ତବତା

ଦିନେ ଏହି ପୃଥିବୀ ଥିଲା ନିବିଡ଼ ନିରନ୍ଧ୍ର ଅରଣ୍ୟାନୀରେ ପରିପୂର୍ଣ୍ଣ। ମାତ୍ର ଜଙ୍ଗଲ ଉପରେ ଅତ୍ୟାଚାର ବଢ଼ିବା ପରେ ବିଗିଡ଼ିବାକୁ ଲାଗିଲା ସୁସ୍ଥ ସୁନ୍ଦର ପରିବେଶ। ସଭ୍ୟତା ଆରମ୍ଭରେ ଜଙ୍ଗଲ କ୍ଷୟର କାରଣ ଥିଲା ଚାଷର ବିସ୍ତାର। ମଣିଷ କୃଷିକାର୍ଯ୍ୟ ଶିଖିବା…

ଗୌବାଙ୍କ ରେକର୍ଡ

କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ଅଗଷ୍ଟ ଶେଷରେ ଅବସର ନେବେ। ଏହି ପଦବୀରେ ସବୁଠୁ ଅଧିକ ଦିନ ରହିବାରେ ସେ ରେକର୍ଡ କରିବାକୁ ଯାଉଛନ୍ତି। ଝାଡ଼ଖଣ୍ଡ କ୍ୟାଡରର ୧୯୮୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଗୌବା ପ୍ରମୁଖ ଶୀର୍ଷ ଦାୟିତ୍ୱରେ ପାଞ୍ଚବର୍ଷ ପୂରା…

କାରଣ-ନିରାକରଣ ପ୍ରଶ୍ନ

ସଂହତ ସମାଜବୋଧ ନ ଥିବା କିଛି ମଣିଷ ପାଇଁ ଏହି କାରଣ-ନିରାକରଣ ପ୍ରଶ୍ନଟି ଗୋଟିଏ ଗୋଲକଧନ୍ଦା ଭଳି ପ୍ରତୀୟମାନ ହୁଏ। ଅଥଚ ଏହି ପ୍ରଶ୍ନ ପ୍ରତି ମଣିଷର ଆଭିମୁଖ୍ୟରୁ ଜଣାପଡ଼େ ସେ କେତେ ସ୍ବାର୍ଥପର, ସୁବିଧାବାଦୀ, ଆତ୍ମକୈନ୍ଦ୍ରିକ ଓ କେତେ ପଳାତକ।…

ହାରିସ୍‌ଙ୍କ ପାଇଁ ସୁଯୋଗ

କମଲା ହାରିସ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିପାରିବେ। ହଁ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଜଣେ ଶକ୍ତିଶାଳୀ ପ୍ରାର୍ଥୀ। ଜୁଲାଇ ୧୩ରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିବା ଉଦ୍ୟମ ଉପରେ ତାଙ୍କ ପ୍ରତିରୋଧୀ ପ୍ରତିକ୍ରିୟା ନିର୍ବାଚନ ପ୍ରଚାରକୁ ଶକ୍ତିଶାଳୀ କରିଦେଲା। କିନ୍ତୁ ରାଷ୍ଟ୍ରପତି…

ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ଭଲ ଜିଲାର ଜୀବନରେଖା କୁହାଯାଉଥିବା ସୋତ୍‌ ନଦୀର ପ୍ରାକୃତିକ ଧାରା ବନ୍ଦ ହୋଇଯାଇଥିଲା। ଏହା ଉପରେ ନିର୍ଭର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାର ସମାଧାନ କରିବାକୁ ଯାଇ ଆଇଏଏସ୍‌ ଅଧିକାରୀ ତଥା ସମ୍ଭଲ ଜିଲାର ପୂର୍ବତନ ଜିଲାପାଳ…

ଧରିତ୍ରୀର ସାମର୍ଥ୍ୟ ଅତିକ୍ରାନ୍ତ ଦିବସ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରୁ ଶିଳ୍ପ ବିପ୍ଳବର ପ୍ରାରମ୍ଭ କାଳରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଧୁରୀଣ ମଣିଷ ପ୍ରଗତିର ଚାବିକଠି ରୂପେ ଅଧିକରୁ ଅଧିକ ଶୋଷଣ କରି ଚାଲିଛି ପ୍ରକୃତିକୁ। ପରିଣାମ ସ୍ବରୂପ, ବିଗତ କିଛି…

ସୁପାରିସ

ଦେବେନ୍ଦ୍ର କର ଅନେକ ପ୍ରୟାସରେ ବିଫଳ ହୋଇଥିବା ମଣିଷ ଜଣକ ବେଳେବେଳେ ସାହା ଖୋଜି ହୁଏ। ଦୟାପରବସରେ କେହି ମୋ ପାଇଁ ସୁପାରିସ କରି ଦିଅନ୍ତାନି ମୋ କାମଟା ତୁଟିଯାଆନ୍ତା। ମୁଁ କୋଉ ବଡ଼ ଲୋକ ସଂସ୍ପର୍ଶରେ ଥାଆନ୍ତି ଯଦି ସବୁ…

ଥାଇଲାଣ୍ଡର ଅଯୋଧ୍ୟା

ଥାଇଲାଣ୍ଡରେ ଆଉ ଏକ ଅଯୋଧ୍ୟା ଅଛି। ଏହା ସେଠାରେ ଅଯୁଥୟା ନାମରେ ଜଣାଶୁଣା। ଏହାର ଧ୍ୱଂସାବଶେଷ ଏବେ ଅଛି। ଏହି ସ୍ଥାନ ଉଚ୍ଚ ପାଗୋଡ଼ା ଏବଂ ଇଟାରେ ନିର୍ମିତ ମନ୍ଦିରରେ ପରିପୂର୍ଣ୍ଣ। ଏଠାରେ ମଧ୍ୟ ବୁଦ୍ଧଙ୍କ ଶହ ଶହ ମୂର୍ତ୍ତି ରହିଛି…

ଦୁର୍ଘଟଣା ପରେ ଦୁର୍ଘଟଣା

ଜୁଲାଇ ୩୦ ସକାଳେ ଝାଡ଼ଖଣ୍ଡର ଷଢ଼େଇକଳା-ଖରସୁଆଁ ଜିଲା ବାରାମାମ୍ବୋ ନିକଟରେ ହାଓଡା-ମୁମ୍ବାଇ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଉପରେ ପୂର୍ବତନ ରେଳମନ୍ତ୍ରୀ ତଥା ଏବକାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri