ସମ୍ପାଦକୀୟ

ସାଂସ୍କୃତିକ ସମର ଓ ସେନାପତି ଫକୀରମୋହନ

ସାଂସ୍କୃତିକ ଜାଗରଣର ଅଗ୍ରଦୂତ ଫକୀରମୋହନ ସେନାପତି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର। କେନ୍ଦ୍ରାପଡ଼ାର କୁଶିନ୍ଦା ଗ୍ରାମରୁ ଆସି ବାଲେଶ୍ବର ଜିଲାର ମଲ୍ଲିକାଶପୁରରେ ସ୍ଥାୟୀ ଭାବରେ ରହୁଥିଲେ ପାଇକ ସର୍ଦ୍ଦାର ହନୁ ମଲ୍ଲ, ଯିଏ ନିଜର ବୀରତ୍ୱ ପାଇଁ ମରହଟ୍ଟା ଅମଳରେ ପାଇଥିଲେ…

କାନି ବା ହାତ ଧରନି

ସ୍ବାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଯେକୌଣସି ସମୟରେ ଏକପାଖିଆ ଭାବେ ସମ୍ମତ ପ୍ରତ୍ୟାହାର କରିପାରିବେ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ବିବାହ…

ଏଇ ଭାରତରେ

ଛୋଟ ଛୋଟ କଥାକୁ ନେଇ ବେଳେବେଳେ ଘରୋଇ କଳି ଏଭଳି ସ୍ତରକୁ ଚାଲିଆସେ ଯେ ସମ୍ପର୍କ ଭାଙ୍ଗିବା ଯାଏ କଥା ପହଞ୍ଚିଯାଏ। କ୍ରୋଧ ଉପରେ ନିୟନ୍ତ୍ରଣ ନ ରହିଲେ ପରିସ୍ଥିତି ଏଭଳି ଅଣାୟତ୍ତ ହୋଇଯାଏ। ଠିକ୍‌ ଏମିତି ଏକ ଘଟଣା ଘଟିଛି…

ଭରସାର ନୂତନ ଦିଗନ୍ତ

ଓଡ଼ିଶାର ନୂତନ ସରକାର ଚାଷୀଙ୍କ ମୁହଁରେ ଆନନ୍ଦର ଝଲକ ସୃଷ୍ଟି କରିଛନ୍ତି। ଓଡ଼ିଶାର ପ୍ରଧାନ କୃଷି ଧାନଚାଷ। ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ଦରରେ ସରକାର ଧାନ କିଣିବାକୁ ଘୋଷଣା କରି ଚାଷୀଙ୍କ ମୁହଁରେ ଆଶାତୀତ ଭରସା ଭରି ଦେଇଛନ୍ତି। କାରଣ…

ଲୋକାଭିମୁଖୀ ପ୍ରଶାସନ ଲୋଡ଼ା

ଆମ ଦେଶକୁ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ଛାଡ଼ି ଇଂରେଜମାନେ ଚାଲିଗଲେ ଓ ଆମ ଦେଶକୁ ଏକ ଅନୁନ୍ନତ ଦରିଦ୍ର ଦେଶ ଭାବରେ ପରିଗଣିତ କରାଇ ଦେଇ ଗଲେ। ସେମାନଙ୍କ…

ମାଛ ବଞ୍ଚାଇ ଘର ପୋଡ଼ିଲେ

ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ। ହେଲେ କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସରେ ଲାଗିଥିବା ନିଆଁକୁ ସହଜରେ ଆୟତ୍ତ କରିପାରୁନାହିଁ। ଜାନୁଆରୀ ୭ ତାରିଖରୁ ଲାଗିଥିବା ନିଆଁରେ ୧୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ହଜାରରୁ ଅଧିକ ଘର ପୋଡ଼ି…

ଓଡ଼ିଶା ଆତ୍ମନିର୍ଭର ହେଉ

ରକାର ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବାରୁ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଦୋଷାରୋପ କରି କହିଛନ୍ତି, ସରକାରଙ୍କ ପାଖରେ ମୂଲ୍ୟ ନିୟନ୍ତ୍ରଣ ପାଇଁ କୌଣସି ସୁଚିନ୍ତିତ ଯୋଜନା ନାହିଁ କିମ୍ବା ଅସାଧୁ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ଲାଗି…

ସମାଜବାଦ ଓ ସମବାୟ

ନୀ ଓ ଦରିଦ୍ର ମଧ୍ୟରେ ଆର୍ଥିକ ସମାନତା ଆଣିବା ସମାଜବାଦର ମୂଳମନ୍ତ୍ର। ଭୂସଂସ୍କାର ଜରିଆରେ ରାଜା, ଜମିଦାର ଓ ମାଲିକଙ୍କର ବଳକା ଜମିକୁ ଭୂମିହୀନ ଚାଷୀଙ୍କ ମଧ୍ୟରେ ବଣ୍ଟନ, ଜମିପିଛା ଫସଲ ଉପତ୍ାଦନ ବୃଦ୍ଧି, ଉପତ୍ାଦିତ ଫସଲର ଲାଭଜନକ ଦରରେ ବିକ୍ରି…

ସମ୍ବିଧାନର ହୃଦୟ

ଜାନୁଆରୀ ୨୬ ପାଖେଇ ଆସୁଛି। ସାମରିକ ପରେଡ୍‌ ଏବଂ ଭିଭିଆଇପି ଓ ବିଦେଶୀ ଅତିଥିଙ୍କ ଉପସ୍ଥିତି ବ୍ୟତୀତ ଏହି ଦିନର ଅର୍ଥ କ’ଣ ତାହା ପରୀକ୍ଷା କରିବାର ସମୟ ମଧ୍ୟ ଆସିଛି। ଗଣତନ୍ତ୍ର ଦିବସ ହେଉଛି ଏକ ରାଷ୍ଟ୍ର ହେବାର ଉତ୍ସବ…

ଧନ୍ୟବାଦ

ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗଦେଇ ଏହାର ଗରିମା ବଢ଼ାଇଛନ୍ତି ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବର ଅନ୍ତିମ ଦିବସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ସମ୍ମାନନୀୟା ଦ୍ରୌପଦୀ ମୁର୍ମୁ। ତିନିଦିନିଆ ଉତ୍ସବରେ ସାମିଲ ହୋଇଥିଲେ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ହଜାର…

ଝିଅ ବିଦା ହେବା ପରେ

ଝିଅଟିଏ ବିବାହ କରି ବାପାକୁ ଛାଡ଼ି ଶାଶୁଘରକୁ ଚାଲିଯାଏ । ସେହି କ୍ଷଣର ବ୍ୟଥା ଝିଅକୁ ବିଦାୟ ଦେଇଥିବା ବାପା ହିଁ ଅନୁଭବୀ। ତେବେ ଝିଅଟିଏ ଯଦି ଶାଶୁ, ଶ୍ୱଶୁର ଏବଂ ସ୍ବାମୀ ପାଖରେ ସୁଖରେ ରୁହେ ତେବେ ବାପା ତା’ର…

ବଦଳି ନାଟକ

ଦିଲ୍ଲୀ ବିଧାନସଭା ନିର୍ବାଚନର ରାଜନୈତିକ ରଙ୍ଗମଞ୍ଚକୁ ଦେଖିଲେ ବାବୁ ଅଦଳବଦଳ ଏକ ଡ୍ରାମା ଭଳି ମନେହୁଏ। ଆଇପିଏସ୍‌ ଅଧିକାରୀ ମନୀଷି ଚନ୍ଦ୍ରାଙ୍କୁ ବଦଳିକରିବା ପରେ ପୁନର୍ବାର ତାହାକୁ ରଦ୍ଦକରିବା ହେଉଛି ବଦଳି ନାଟକର ରୋଚକ ବିଷୟ। ଦିଲ୍ଲୀ ପୋଲିସ କମିଶନରରେ ଅଫିସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri