ଏଇ ଭାରତରେ
ରାଜସ୍ଥାନ ଯୋଧପୁରର ନିର୍ମଳା ଶେଖାଓ୍ବତ ଜଣେ ସିଙ୍ଗଲ ମମ୍ ଭାବେ ବ୍ୟବସାୟରେ ସଫଳତା ପାଇବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ‘ମାରଓ୍ବାଡ଼ି ମ୍ୟାନଓ୍ବାର’ ନାମରେ ସେ ଫୁଡ୍ ବିଜ୍ନେସ ଚଳାଉଛନ୍ତି। ସେ ରାଜସ୍ଥାନୀ ସ୍ନାକ୍ସ, ଆଚାର ସହିତ ପାମ୍ପଡ଼ ଓ…
ବିକାଶ ଦେଖିବାକୁ ଚଷମାଟେ
ଡ. ସାରଦା ପ୍ରସାଦ କର କାଶ ପଥେ ଓଡ଼ିଶା, ଗାଁଠାରୁ ସହର ଚକାଚକ ରାସ୍ତାଘାଟ, ଚଳଚଞ୍ଚଳ ହାଟ ବଜାର, ଡାକଘର, ଡାକ୍ତରଖାନା, ଶିକ୍ଷାୟତନ, ବ୍ୟବସାୟ ପ୍ରତିଷ୍ଠାନ, ଗାଁରେ ବି କୋଠାଘର, କୋଠଘର, ଛୋଟ ବଡ଼ ଆୟ, ଚାଷବାସ, କୌଳିକବୃତ୍ତିର ପ୍ରତିଷ୍ଠାନ। ପିଛିଲା…
ପାଇବାର ଲୋଭ
ଡ. ଚିନ୍ତାମଣି ପଣ୍ଡା ଧାରାବାହିକ ଭାବେ ଭାରତୀୟମାନେ ବିଭିନ୍ନ ରାଜରାଜୁଡ଼ା ଶାସକମାନଙ୍କ ଦ୍ୱାରା ନିର୍ଯାତିତ, ନିଷ୍ପେଷିତ ହୋଇ ଜୀବନଯାପନ କରିବାରୁ ଏକ ଭୟାତୁର ମାନସିକତାର ଶିକାର ବନୁଥିଲେ। ପରବର୍ତ୍ତୀ ସମୟରେ ମୋଗଲ, ମରହଟ୍ଟାମାନେ ଶାସନ ଗାଦିକୁ ଅକ୍ତିଆର କରି ଅତି ଅମାନୁଷିକ…
ରାମାୟଣ ଓ ମହାଭାରତ କଥା
ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବିଶ୍ୱରେ କେହି ବୁଦ୍ଧଙ୍କୁ ଜଣେ ଐତିହାସିକ ବ୍ୟକ୍ତି ରୂପେ ଦେଖି ନ ଥିଲେ। ଏହି ଧାରଣା ୟୁରୋପୀୟଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲା, ଯେଉଁମାନେ ବୈଜ୍ଞାନିକ ଆଧାରରେ ଅତୀତକୁ ଜାଣିବାକୁ ଚାହୁଁଥିଲେ। ପୁରାଣରୁ ଇତିହାସକୁ ଅଲଗା କରାଗଲା। ଇତିହାସ…
ଧ୍ୱଂସ ନ ହେଉ ମାନବାତ୍ମା
ବିଜ୍ଞାନର ଅଗ୍ରଗତି ମନୁଷ୍ୟସମାଜକୁ ସବୁ ସୁଖ ସୁବିଧା ଯୋଗାଇଛି। ଯଦି ଏହି ପୃଥିବୀରେ ପ୍ରାଣିଜଗତ ଓ ଉଦ୍ଭିଦଜଗତ ଭିତରେ ପ୍ରାକୃତିକ ଭାରସାମ୍ୟ ନ ରହେ, ତେବେ ଉଭୟ ମନୁଷ୍ୟ, ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତି ବିପଦ ସୃଷ୍ଟି ହେବ। ଗୋଟିଏ ପଟରେ…
ଧର୍ମନିରପେକ୍ଷତାରେ ପକ୍ଷପାତିତା
ଦେଶର ବିଭିନ୍ନ ସମସାମୟିକ ପ୍ରସଙ୍ଗ ସହ ଧର୍ମ ଆଧାରରେ ଦେଶକୁ ଭାଗଭାଗ କରୁଥିବା ତଥା ଭେଦଭାବକୁ ପ୍ରଶ୍ରୟ ଦେଉଥିବା ନିୟମଗୁଡ଼ିକର ଆଧୁନିକ ସମାଜରେ କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲାଲକିଲ୍ଲାରୁ ଅଠସ୍ତରିତମ ସ୍ବାଧୀନତା ଦିବସର ଅଭିଭାଷଣ ରଖିବା ଅବସରରେ…
ନାମରେ ନୁହେଁ, କାମରେ
ବୃହତ୍କାୟ ପ୍ରାଣୀ ହାତୀର ଜୀବନ ଏବେ ସଙ୍କଟରେ। ନିୟମିତ ବ୍ୟବଧାନରେ ହାତୀ ମୃତ୍ୟୁ ଖବର ପ୍ରକାଶ ପାଇଆସୁଛି। ଏ ମଧ୍ୟରେ ଓଡ଼ିଶାର ସଦ୍ୟ ହାତୀମୃତ୍ୟୁ ଘଟଣା ଅତ୍ୟନ୍ତ ଚିନ୍ତାଜନକ। ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି। ପରିତାପର…
ବିଷମରେ ବିଶି
ମାଆଙ୍କ ଦେହାନ୍ତ ପରେ ଯେତେସବୁ ପୂଜାପାର୍ବଣର ଦାୟିତ୍ୱ ଗାଁରେ ଥିବା ବଡ଼ ଭାଇନା ଓ ଭାଉଜଙ୍କ ଉପରେ ନ୍ୟସ୍ତ। ସେମାନେ ଆମର ମୁରବି। ଆମେ ଜାଣିଥିଲେ ବି ମୁରବି ହିସାବରେ ଶ୍ରାଦ୍ଧ ଓ ପର୍ବପର୍ବାଣି ବିଷୟରେ ସେମାନେ ଜଣାଇ ଦିଅନ୍ତିି ଆଗୁଆ।…
ଗ୍ରାମୀଣ ଭାରତର ମେରୁଦଣ୍ଡ ସମବାୟ ବ୍ୟାଙ୍କ
ଆଜକୁ ୪ହଜାରରୁ ଅଧିକ ବର୍ଷ ପୂର୍ବେ ବେବିଲୋନିଆନମାନେ ମନ୍ଦିରମାନଙ୍କରେ ବ୍ୟାଙ୍କ ସେବା ପ୍ରଦାନ କରୁଥିବାର ଜାଣିବାକୁ ମିଳେ। ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଭେନିସ୍ ଓ ଜେନେଭାଠାରେ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ୧୪ଶ ଶତାବ୍ଦୀରେ ଫ୍ଲୋରେନ୍ସଠାରେ ଋଣଦାତାମାନଙ୍କ ଦ୍ୱାରା ବ୍ୟାଙ୍କ ପ୍ରତିଷ୍ଠା…
ସାଇବର ଠକ
ପ୍ରଯୁକ୍ତିର ବିକାଶ ଆଗକୁ ବଢ଼ିବା ସହ ଏହାକୁ ନେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଡିଜିଟାଇଜେଶନ ନାରା ଦେଇ ବିଭିନ୍ନ କ୍ଷେତ୍ରରେ ବିଶେଷକରି ବ୍ୟାଙ୍କ କାରବାରରେ ସରକାରଙ୍କ ଦ୍ୱାରା ଅନ୍ଲାଇନ ନେଣଦେଣ ଉପରେ ଚାପ ପକାଯାଉଛି। ଏହି କ୍ରମରେ ବ୍ୟାଙ୍କ…
ଏଇ ଭାରତରେ
ଜୀବନର ମୋଡ଼ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦିଏ ତାହା କହିବା ମୁସ୍କିଲ। ଯେମିତି ଘଟିଛି ଟ୍ରକ ଡ୍ରାଇଭର ରାଜେଶ ରୱାନୀଙ୍କ କ୍ଷେତ୍ରରେ। ଟ୍ରକ ଚଳାଇ ପରିବାର ପୋଷୁଥିବା ରାଜେଶ ହଠାତ୍ କୋଟିପତି ପାଲଟି ଯାଇଛନ୍ତି ତାହା ପୁଣି ଅଜାଣତରେ।…
ଡିଜିଟାଲ ଡ୍ରଗ୍ସ
ଡିଜିଟାଲ ଦୁନିଆ ପାଇଁ ଆମ ସମସ୍ତଙ୍କ କାର୍ଯ୍ୟପ୍ରଣାଳୀ ଯେତିକି ସହଜ ହୋଇପାରିଛି, ଯୁବପିଢ଼ି ଓ ଶିଶୁଙ୍କ ଉପରେ ସେତିକି କୁପ୍ରଭାବ ପଡ଼ିଛି। ସାଧାରଣ ଜୀବନରେ ଏହା ଅନେକଙ୍କ ପାଇଁ ଏକ ଅତ୍ୟାବଶ୍ୟକତା ପାଲଟିଗଲାଣି। ଓଡ଼ିଆରେ ଏକ ଲୋକକଥା ଅଛି ‘ଦେଖାଶିଖା ଓଡ଼ିଶା’।…
Archives


