ବାଂଲାଦେଶ ସ୍ଥିରତା ପ୍ରତି ବିପଦ
ଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏତେ ଶୀଘ୍ର କ୍ଷମତାଚ୍ୟୁତ ହେବେ ବୋଲି କେହି ପ୍ରାୟତଃ ଆଶାକରି ନ ଥିଲେ। ଜୁଲାଇ ପ୍ରାରମ୍ଭରେ ଛାତ୍ରମାନେ ଚାକିରିରେ ସଂରକ୍ଷଣ ବିଷୟକୁ ନେଇ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ୧୯୭୧ ମୁକ୍ତିଯୁଦ୍ଧର ସଂଗ୍ରାମୀଙ୍କ ଦାୟାଦଙ୍କ ପାଇଁ…
ପ୍ରାକୃତିକ ବନ୍ଧନକୁ ଗୁରୁତ୍ୱ
ଜନସଂଖ୍ୟା ଅନୁଯାୟୀ ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ରହିଛି। ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ଆମ ଦେଶରେ ରୁହନ୍ତି। କିନ୍ତୁ ଆମ ପାଖରେ ବୈଶ୍ବିକ ଭୂମିର ମାତ୍ର ୨.୪ ପ୍ରତିଶତ ଭୂମି ସହ ୨ ପ୍ରତିଶତ ଜଙ୍ଗଲ ଏବଂ…
ପ୍ରବଞ୍ଚନାର ଭିନ୍ନରୂପ
ବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ର ଏକ କବିତାଂଶ ହେଲା ଚଉକିଦାର ଗୋବରା ଭୋଇ – ଚିଲମଟାଣି ରାତିଟା ଶୋଇ। ସକାଳୁ କହେ ଚୋରକୁ କାଲି ବୁଲାଇ ଦେଲି ଭୁଆଁଟି – ଛୋଟ ମୋର ଗାଁଟି। ଭୁଆଁ ବୁଲାଇବାର ଅର୍ଥ…
ବୌଦ୍ଧ କାହାଣୀରେ ବିବିଧତା
ରାମାୟଣର ଅନେକ ସଂସ୍କରଣ ଅଛି। ସେଥିମଧ୍ୟରେ ସଂସ୍କତ ରାମାୟଣକୁ ମୂଳ ରାମାୟଣ ବୋଲି ଗ୍ରହଣ କରାଯାଏ। ଏହିସବୁ ସଂସ୍କରଣ ବିଭିନ୍ନ କାହାଣୀକୁ ନେଇ ଏକ ରାମାୟଣ ପରମ୍ପରା ସୃଷ୍ଟିକରିଛି ଓ କାହାଣୀ ସମ୍ପର୍କିତ ଆମ ବିଚାରକୁ ପରିପୁଷ୍ଟ କରିଛି। ସେହିପରି ବୁଦ୍ଧଙ୍କ…
ନମିତାଙ୍କୁ ବାରଣ
ତାମିଲନାଡ଼ୁ ରାଜ୍ୟ ଭାଜପା ଶାଖାର କାର୍ଯ୍ୟକାରୀ ସଦସ୍ୟା ଏବଂ ସେହି ରାଜ୍ୟର ସୁପରିଚିତା ସିନେମା ଅଭିନେତ୍ରୀ ନମିତା ଭାଙ୍କଓ୍ବାଲା ଅଗଷ୍ଟ ୨୬ରେ ମଦୁରାଇସ୍ଥିତ ମୀନାକ୍ଷୀ ସୁନ୍ଦରେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ତାଙ୍କ ସହ ସ୍ବାମୀ ବୀରେନ୍ଦ୍ର ଚୌଦାରୀ ଥିଲେ। ମନ୍ଦିର…
ଗଣେଶଙ୍କ ଶିର ଲାଭ ଅନୁସରଣେ
ଭାରତର ହିନ୍ଦୁ ଧର୍ମଶାସ୍ତ୍ର ଶିବ ପୁରାଣରେ ସର୍ବାଗ୍ରେ ପୂଜିତ ଗଜାନନ ଗଣେଶଙ୍କର ପିଲାଦିନୁ ହାତୀମୁଣ୍ଡ ନ ଥିଲା। ଭିତରକୁ କାହାକୁ ପ୍ରବେଶ ନ କରିବାର ନିଜ ମାତାଙ୍କ ଆଦେଶକୁ ସମ୍ମାନ କରିବାକୁ ଯାଇ କୈଳାସ ପର୍ବତ ଦ୍ୱାରରେ ଜଗି ବସିଥିବା ଗଣେଶ…
ସ୍ବର
ହାତୀଟିଏ ହାତୀଶାଳରୁ ଖସି ଆସି ତା’ର ଅନେକ ଦିନର ବନ୍ଧୁ ହରିଣ, ଗାଈ, ବାଘ, ବିଲୁଆ, ଠେକୁଆମାନଙ୍କ ପାଖକୁ ଚାଲି ଆସି ଗୋଟିଏ ପଡ଼ିଆରେ ମିଳିତ ହୋଇଥାଏ। ଠେକୁଆଟି ପଚାରିଲା, ହାତୀଭାଇ ବହୁ ଦିନ ପରେ ଦେଖା, କେମିତି ଅଛ? ହାତୀ…
ଧୂସର ଦୁନିଆର କଳାକାରନାମା
ଅନେକ ସମୟରେ କେତେକେ ଧନିକ ଶ୍ରେଣୀଙ୍କ ସ୍ବାର୍ଥ ପାଇଁ କହିଥାନ୍ତି- ‘କିଛି ଲୋକ କଷ୍ଟକରି ଧନୀ ହେଉଛନ୍ତି ଏବଂ ତାଙ୍କ ଉପରେ ଅଧିକ ଟିକସ ବସାଇ ଯେଉଁ ସମ୍ବଳ ସଂଗ୍ରହ କରାଯାଉଛି ତାହା ବ୍ୟୟକରି କିଛି ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଉଛି।…
ଏଇ ଭାରତରେ
ହଜିଯାଇଥିବା ଜିନିଷଟିଏ ହଠାତ୍ ମିଳିଗଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। ଯଦି ବର୍ଷ ବର୍ଷ ତଳେ ହଜିଯାଇଥିବା ଆପଣାର ମଣିଷ ହଠାତ୍ ପାଖକୁ ଚାଲିଆସନ୍ତି ତାହେଲେ ମନ ତ ଖୁସିରେ ନାଚି ଉଠିବ ନିଶ୍ଚୟ। ଠିକ୍ ଏମିତି ଏକ ଘଟଣା ଘଟିଛି…
ଆଧୁନିକ ଜୀବନଶୈଳୀ
ଆଧୁନିକ ଜୀବନଶୈଳୀ ଉପରେ ଏକ ଚେତନାଭିତ୍ତିକ କଟାକ୍ଷ: ‘ଆଜ୍ଞା, ଚାଳିଶବର୍ଷ ବୟସରେ ଆପଣଙ୍କୁ ଭଲ ଚାକିରି, ଭଲ ରୋଜଗାର, କୋଠା, ଗାଡ଼ି, ବାଡ଼ି (ଭୂସମ୍ପତ୍ତି), ବ୍ୟାଙ୍କବାଲାନ୍ସ, ପତ୍ନୀ, ପିଲାପିଲିର ସଂସାର ମିଳିବ! ଏଥିସହ ଆପଣଙ୍କୁ ମଧ୍ୟ ମିଳିବ ହାର୍ଟ ଆଟାକ୍ର ଅଫର୍!’…
ପ୍ରସାଧନୀ ପଦକ୍ଷେପ
ଉଭୟ କେନ୍ଦ୍ର ଓ ରାଜ୍ୟରେ, କ୍ଷେତ୍ରରେ ନିର୍ବାଚନ ଜିଣି ଯେଉଁ ସରକାରମାନେ ଆସନ୍ତି, ପ୍ରଶାସନ ନାମରେ ସେମାନେ ଜନସାଧାରଣଙ୍କୁ ଯାହା ପ୍ରଦାନ କରନ୍ତି; ତାହା ବସ୍ତୁତଃ ଏକ ଏକ ପ୍ରସାଧନୀ ପଦକ୍ଷେପ। କୌତୂହଳର କଥା, ଜନସାଧାରଣଙ୍କ ସାମୂହିକ ଉଦାସୀନତା ଏହି ପ୍ରସାଧନକୁ…
ସହଯୋଗୀଙ୍କ ଭିନ୍ନ ଆଭିମୁଖ୍ୟ
ଇସ୍ରାଏଲ-ହମାସ୍ ଯୁଦ୍ଧ ଇତିମଧ୍ୟରେ ୧୦ ମାସ ଅତିକ୍ରମ କଲାଣି। ସଦ୍ୟ ଘଟଣାକ୍ରମେ ଏହା ଭିତରକୁ ଲେବାନନ୍ର ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ପ୍ରବେଶ କରିଛି। ୨୫ ଅଗଷ୍ଟରେ ଇରାନ୍ ସମର୍ଥିତ ଏହି ସଙ୍ଗଠନ ଇସ୍ରାଏଲ ସେନା ଘାଟିକୁ ଲକ୍ଷ୍ୟ କରି ୩୨୦ରୁ ଅଧିକ…
Archives


