ଅନୁପ୍ରବେଶ, ଡାର୍କ ଟୁରିଜମ୍
ପର୍ଯ୍ୟଟନର ଅର୍ଥ କୌଣସି ସ୍ଥାନ ଭ୍ରମଣ କରିବା ଓ ସେ ସ୍ଥାନର ଭୌଗୋଳିକ ତଥା ପ୍ରାକୃତିକ ଦୃଶ୍ୟରାଜି ଉପଭୋଗ କରିବା। ପର୍ଯ୍ୟଟନ ସାଧାରଣତଃ ତିନିପ୍ରକାରର ଯଥା ସ୍ଥାନୀୟ, ଦେଶୀୟ ଓ ଆନ୍ତର୍ଜାତିକ। ପର୍ଯ୍ୟଟନ ଅବଧି ସ୍ବଳ୍ପକାଳ କିମ୍ବା ଦୀର୍ଘ ପରିବ୍ୟାପ୍ତ ହୋଇପାରେ।…
ସନ୍ତାନର ପ୍ରଥମ ଶିକ୍ଷକ
ପରିବାରରେ ମାଆର ଅନେକ ଦାୟିତ୍ୱ। ରନ୍ଧାବଢ଼ା, ଅତିଥି ଚର୍ଚ୍ଚା, ଗୃହ ପରିଚାଳନା, ପିଲାର ଯତ୍ନ, ଶାଶୁ ଶ୍ୱଶୁରଙ୍କ ସେବା ଇତ୍ୟାଦି। କିନ୍ତୁ ସବୁ ଭିତରେ ସେ ପିଲାଟିକୁ ଆଖିପତା ପରି ଜଗି ରହିଥାଏ। ପିଲାଟି ଧୀରେ ଧୀରେ ବଢ଼ିବାକୁ ଲାଗେ। ତା’…
ବେଦ ଓ ବୈଦିକ ଦର୍ଶନ
ବେଦ ବିଷୟରେ କହିବାବେଳେ ଆମକୁ ଏହାର ପଦ୍ୟାତ୍ମକ ସ୍ତୋତ୍ର, ଗଦ୍ୟାତ୍ମକ ମନ୍ତ୍ର ଏବଂ ଦର୍ଶନ ମଧ୍ୟରେ ପାର୍ଥକ୍ୟ ଜାଣିିବାକୁ ପଡ଼ିବ। ବୈଦିକ ସ୍ତୋତ୍ର ହେଉଛି ବେଦର ପୁରାତନ ଭାଗ, ଯାହା ୩୦୦୦ ବର୍ଷରୁ ଅଧିକ ପୁରୁଣା। ଏହାପରେ ବୈଦିକ ମନ୍ତ୍ର ଏବଂ…
ପୁଣି ସୀମା ପାର ଆତଙ୍କବାଦ
ଗତ ୬ ମାସରେ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ଘଟିଛି। ବିଶେଷକରି ଧାରା ୩୭୦ ଉଚ୍ଛେଦ ପରେ ସ୍ବାଭାବିକ ସ୍ଥିତିକୁ ଫେରିଥିବା ଜମ୍ମୁ-କଶ୍ମୀର ସ୍ଥିତି ପୁଣି ବିଗିଡ଼ିବା ଚିନ୍ତାଜନକ। ବିଶେଷକରି ଗତ ୪ମାସରେ ଆତଙ୍କୀ-ସେନା ସଂଘର୍ଷରେ ୭୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ…
ମୋର ଦୋଷ କ’ଣ
ମୁଁ ୭ ମାସର ଭ୍ରୂଣ। ଯେତେବେଳେ ମାଆର ଗର୍ଭରେ ଥିଲି ସେତେବେଳେ ମୁଠାଏ ଦାନା ପାଇଁ ମାଆ ଯାଉଥିଲା ଦିନ ମଜୁରିକୁ। କେବେ କେଉଁଠି ବାସନ ମାଜୁଥିଲା ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟରେ ଶ୍ରମିକ ହୋଇ କାମ କାରୁଥିଲା। ସେ…
କ୍ୱାକ୍ କାଳ
ବିହାରର ସରନ ଜିଲାରେ ୧୫ ବର୍ଷର ବାଳକ କ୍ରିଷ୍ଣ କୁମାର ବା ଗୋଲୁ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଧର୍ମବାଗି ବଜାରରେ ଥିବା ଏକ ଘରୋଇ କ୍ଲିନିକ୍କୁ ନେଇଯାଇଥିଲେ। ସେଠାରେ ଡାକ୍ତରୀ ପାଠ ପଢ଼ି ନ ଥିବା…
ଏଇ ଭାରତରେ
ଉଚ୍ଚଶିକ୍ଷା ଲାଭକରି ଚାକିରି ଆଶା ରଖିଥିବା ପଞ୍ଜାବର ଫୁମାନ ସିଂଙ୍କ ପାଇଁ ବାଧକ ସାଜିଥିଲା ଦାରିଦ୍ର୍ୟ। ସେ ବିଏ ଦ୍ୱିତୀୟ ବର୍ଷରୁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ। ପରେ ସେ ଚାଷ ଆରମ୍ଭ କରିଥିଲେ। ୩୦ ବର୍ଷ ହେଲା ସେ ଗାଜର…
ଭୟରେ ନିର୍ଭୟା
ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଘଟଣାର ୧୨ ବର୍ଷ ପରେ ସାରା ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିବା ପ୍ରଥମ ଘଟଣାଟି ହେଉଛି କୋଲକାତାର ଡାକ୍ତରୀ ଛାତ୍ରୀଙ୍କୁ ବଳାକତ୍ାର ଓ ହତ୍ୟା। ପ୍ରତିବାଦ ସ୍ବତଃସ୍ଫୂର୍ତ୍ତ ହୋଇଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଏହାକୁ…
ଆଫଗାନିସ୍ତାନ ଓ ତାଲିବାନ
ନିକଟରେ ଆଫଗାନିସ୍ତାନରେ ତାଲିବାନ ଶାସନକୁ ୩ ବର୍ଷ ପୂରିଛି। ତାଲିବାନର ନୂଆ ନିୟମ, ସର୍ବସାଧାରଣରେ କଥା କହିପାରିବେ ନାହିଁ ମହିଳା। ମହିଳାଙ୍କୁ ସର୍ବସାଧାରଣରେ ଗୀତ ଗାଇବା କିମ୍ବା ପଢିବା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ। ୧୯୭୦ରେ ତାଲିବାନ ସରକାର ଝିଅଙ୍କ ବିବାହ…
ଆପଣ ବି
ବାଇକ୍କୁ ଖୁବ୍ ଜୋରରେ ଚଲାଉଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡ଼ ଖରିଡ଼ା ଗ୍ରାମରେ ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗାଁ ଲୋକେ ପିଟି ମାରି ଦେଇଛନ୍ତି। ସମ୍ପୃକ୍ତ ଯୁବକ ପୁରୁଷୋତ୍ତମପୁର ଅନ୍ତର୍ଗତ ଅରଖପୁର ବାସିନ୍ଦା। ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ…
ଏଇ ଭାରତରେ
ଗଣେଶଙ୍କ ମୂର୍ତ୍ତି ଯେଉଁଠି ବିସର୍ଜନ ହେବ ସେଇଠି ଆପେ ଆପେ ଉଠିବ ଗଛଟିଏ ଏକଥା ଆଦୌ କାଳ୍ପନିକ ଅବା ମିଥ୍ୟା ନୁହେଁ। ଏମିତି ଏକ କଳ୍ପନାକୁ ରୂପ ଦେଇଛନ୍ତି ମଧ୍ୟପ୍ରଦେଶ ନର୍ମଦାପୁରମ ଜିଲାର ଇଟାରସୀ ସହର ବାସିନ୍ଦା ବିନୋଦ ଚୌଧୁରୀ। ସେ…
ଟଙ୍କା ମୁହଁ କରିିଦେବ ବଙ୍କା
ବର୍ତ୍ତମାନ ଆମ ରାଜ୍ୟ ଓଡ଼ିଶାରେ ଆଳୁ ଦର କାହିଁରେ କ’ଣ ? ନିଜ ପାଖରେ ଆଳୁ ନ ଥିବାରୁ ଆମ ରାଜ୍ୟର ବେପାରୀମାନେ ଏ ରାଜ୍ୟରୁ ସେ ରାଜ୍ୟକୁ ଧାଉଁଛନ୍ତି ଏବଂ ଆଳୁ ଯୋଗାଡ଼ କରି ଏ ଜାଗା ସେ ଜାଗାରେ…
Archives


