ସମ୍ପାଦକୀୟ

ଆଧିପତ୍ୟ ଯୁଗ ଶେଷ

ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରୁ ଅନେକେ ଏହି ତୃତୀୟ ଶାସନ ପାଳିରେ ମନ୍ଥରତା ଏବଂ ଲକ୍ଷ୍ୟହୀନତାକୁ ଅନୁଭବ କରୁଛନ୍ତି। ଫେବୃଆରୀରେ ସଂସଦର ନୂତନ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଭାଜପାର ତୃତୀୟ କାର୍ଯ୍ୟକାଳର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତା ପରବର୍ତ୍ତୀ ୧୦୦୦ ବର୍ଷକୁ ପ୍ରଭାବିତ…

ଲେଖକ ଓ ଭଲ ମଣିଷ

ଲେଖକର ସଂଜ୍ଞା ଆଦୌ ଜଟିଳ ନୁହେଁ, ଅତି ସରଳ। ଯେ ଲେଖନ୍ତି ସେ ଲେଖକ ନିଶ୍ଚୟ। ଲେଖିବା କଥା ଉଠିଲେ ସାହିତ୍ୟ ଲେଖିବା କଥାକୁ ଆଗେ ବୁଝିବା। ସାହିତ୍ୟର ପୁଣି ବିଭିନ୍ନ ବିଭାଗ ଥାଏ, ରହିଛି। ରୁଚି ନେଇ ଲେଖକ ଲେଖନ୍ତି।…

ସମାଜର ଆଧାରସ୍ତମ୍ଭ

ଜନ୍‌ ଡିୟୁଙ୍କ ଉଦ୍ଧୃତି ‘ଶିକ୍ଷା ଜୀବନ ପାଇଁ ପ୍ରସ୍ତୁତି ନୁହେଁ; ଶିକ୍ଷା ହେଉଛି ଜୀବନ’। ଏହା ଶିକ୍ଷାର ପ୍ରକୃତ ମୂଲ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଏକ ଗଭୀର ଦୃଷ୍ଟିକୋଣ ଧାରଣକରେ। ଶିକ୍ଷା ଜୀବନ ସହ ନିରନ୍ତର ଜଡ଼ିତ ରହିଥାଏ। ଆମ ଜ୍ଞାନ,…

ରହସ୍ୟମୟ ଘଟଣା

ଉତ୍ତରାଖଣ୍ଡର ଏକ ଶାନ୍ତ ପାହାଡ଼ିଆ ଅଞ୍ଚଳରେ ଥିବା ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଘରୁ ୫୦ କୋଟି ଟଙ୍କା ଚୋରିହେବା ଘଟଣା ଉପରେ ଗଣମାଧ୍ୟମ ଗୁଜବ ପ୍ରଚାର କରିଚାଲିଛି। ଏଠାରେ ଚୋରି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ, ବରଂ ପ୍ରଥମ ପ୍ରଶ୍ନ ହେଉଛି…

ଏଇ ଭାରତରେ

ଉତ୍ତରପ୍ରଦେଶ ସମ୍ବଲ ଜିଲାର ଜୀବନରେଖା ହେଉଛି ସୋତ୍‌ ନଦୀ। ଏହା ଜବରଦଖଲ ଯୋଗୁ ବହୁ ଦଶନ୍ଧି ହେଲା ଏଥିରେ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ହେଲେ ସମ୍ବଲର ପୂର୍ବତନ ଜିଲାପାଳ ମନିଶ ବନ୍‌ସଲଙ୍କ ଚେଷ୍ଟା ଯୋଗୁ ୧୧୦କି.ମି. ଦୀର୍ଘ ଏହି ନଦୀର ପୁନରୁଦ୍ଧାର…

ଭାଗବତର ଆହ୍ବାନ

ଗୋ ଶ୍ରୀମଦ୍‌ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ ଶବ୍ଦମୟୀ ମୂର୍ତ୍ତି। ସନାତନ ସଂସ୍କୃତିର ଅମୂଲ୍ୟରନତ୍। ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରେ ଶ୍ରୀମଦ୍‌ ଭାଗବତ ମହାପୁରାଣର…

ସ୍ବଚ୍ଛତା ଓ ଆମ ସହର

ଚ୍ଛତାକୁ ନେଇ ଅନେକ ଉତ୍ସାହଜନକ କାର୍ଯ୍ୟକ୍ରମ ଚାଲୁଛି। ତେବେ ସ୍ବଚ୍ଛତା ଓ ଆମ ସହରକୁ ନେଇ ଆଲୋଚନା କରିବା ବେଳେ ପ୍ରଥମେ ପ୍ରାଥମିକ ସ୍ତରରୁ ତଥା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିବା ଭଲ ହେବ। ସରକାରଙ୍କ ତରଫରୁ ବିଦ୍ୟାଳୟର ସ୍ବଚ୍ଛତାକୁ ନେଇ…

ଜଳବାୟୁ ପରିବର୍ତ୍ତନର ସ୍ବାସ୍ଥ୍ୟଗତ ପ୍ରଭାବ

ବନାଗ୍ନି ପ୍ରଭାବରେ ଆକାଶ ଲାଲ ଦିଶୁଛି ଓ ବାୟୁମଣ୍ଡଳରେ ଧୂଳିଧୂଆଁ ଭର୍ତ୍ତି ହୋଇଯାଉଛି। ଏଭଳି ସ୍ଥିତି ଏବେ ଅଷ୍ଟ୍ରେଲିଆ, କାଲିଫର୍ନିଆ, ଆମାଜନ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ଅଧିକ ଦେଖାଦେଇଛି। ଘର, ବନ୍ୟଜନ୍ତୁ ଏବଂ ପରିସଂସ୍ଥାକୁ ନଷ୍ଟକରିବା ପରେ ଜଙ୍ଗଲ ନିଆଁ ପ୍ରାୟତଃ…

ଏଇ ଭାରତରେ

୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି ନିକଟରୁ ଦେଖିଥିବା ଏହି ମହିଳା ଜଣକ ହେଉଛନ୍ତି ବିହାରର ରୋଶନି ପରଓ୍ବିନ। ସେ ଏବେ…

ଇଜ୍ଜତର ସ୍ଥାନ ନିରୂପଣ

ବଞ୍ଚତ୍ବାର ମାନଦଣ୍ଡକୁ ବିଶ୍ଳେଷଣ କଲେ ସମ୍ମାନ ଓ ସାଭିମାନ ବା ଇଜ୍ଜତର ସହ ବଞ୍ଚତ୍ବାର ଅଧିକାର ମଣିଷକୁ ଅନେକ ନୈତିକ ମୂଲ୍ୟବୋଧକୁ ତର୍ଜମା କରିବାକୁ ଶିକ୍ଷା ଦିଏ। ମଣିଷ କେବଳ ଆବଶ୍ୟକ ଜୀବନଚର୍ଯ୍ୟାର ଉପଲବ୍ଧିରେ ସନ୍ତୋଷ ପ୍ରକାଶ କରି ନ ଥାଏ…

ନୀରବ ସାକ୍ଷୀ

ଅନୀତା ପଟ୍ଟନାୟକ ଗୁଡ଼ାଏ ବଗୁଲିଆ ପିଲା ପୁରୁଣା ସାଇକେଲ ଟାୟାରରେ ଗଁାରେ ନୂଆ ନୂଆ ତିଆରି ହୋଇଥିବା ବିଜୁଳିବତି ଖୁଣ୍ଟ ତଳେ ନିଅଁା ଲଗାଉଥିଲେ। ମୁଁ ଦେଖିଲି ବିଜୁଳିବତୀ ଖୁଣ୍ଟ ତଳେ ଘୂର୍ଣ୍ଣିବାତ୍ୟା ଭଳି ଛୋଟ ଛୋଟ ପତଙ୍ଗ ଉଡ଼ିବୁଲୁଛନ୍ତି। ମୁଁ…

ପୁରାଣ, ଇତିହାସ ଓ ଭାରତ

ଭାରତରେ ଇତିହାସ ଓ ପୁରାଣ ଶବ୍ଦ ୨୫୦୦ ବର୍ଷ ଧରି ବ୍ୟବହୃତ ହୋଇ ଆସିଛି। ଅନେକ ଅନୁମାନ କରନ୍ତି ଯେ, ଇତିହାସ ଏବଂ ପୁରାଣ ମଧ୍ୟରେ ଥିବା ପାର୍ଥକ୍ୟ ବହୁ ପ୍ରାଚୀନ। କିନ୍ତୁ ବାସ୍ତବରେ ଇତିହାସ ଏବଂ ପୁରାଣ ମଧ୍ୟରେ ବିଭେଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri