ସମ୍ପାଦକୀୟ

ଏଇ ଭାରତରେ

ପ୍ରାଣୀସେବା ମହତ୍‌ କାର୍ଯ୍ୟ, ଏହା ମର୍ମେମର୍ମେ ଉପଲବ୍ଧି କରିଛନ୍ତି ବେଙ୍ଗାଲୁରୁର ହରିଶ୍‌ ଅଲି। ସେ ଜଣେ ବ୍ୟବସାୟୀ । ହରିଶ୍‌ ବେଙ୍ଗାଲୁରୁ ସହରରୁ ଆହତ, ରୋଗଗ୍ରସ୍ତ ଏବଂ ପଙ୍ଗୁ କୁକୁରମାନଙ୍କୁ ଉଦ୍ଧାର କରୁଛନ୍ତି। ଏହି କାର୍ଯ୍ୟ ପାଇର୍ଁ ସେ ‘ସର୍ବୋହମ ଆନିମଲ୍‌…

ମତିଭ୍ରମ

ହାଲ୍ୟୁସିନେସନ୍‌ ବା ମାୟା ବା ମତିଭ୍ରମ ହେଉଛି ଏକ ସ୍ନାୟୁଗତ ଅନୁଭବ। କିଛି ମାୟା ସାଧାରଣ ଯାହା କି ଅର୍ଦ୍ଧଚେତନ ଅବସ୍ଥାରେ ଅନୁଭବ କରାଯାଇଥାଏ। କିନ୍ତୁ କିଛି ଅନୁଭବ ଗୁରୁତର ଯାହା କି ମାନସିକ ରୋଗ, ଯେପରି କି ସ୍କିଜୋଫ୍ରେନିଆ ଏବଂ…

କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ

ଆମ ଶାସନ ଅନୁସାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ନ୍ୟାୟପାଳିକା ଗୋଟିଏ ଗୋଟିଏ ସୁଦୃଢ଼ ସ୍ତମ୍ଭ। ବ୍ୟବସ୍ଥାପକ ବା ବିଧାୟକ ଓ ସାଂସଦମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଓ ନିର୍ବାଚନ ସମୟରେ ଲୋକଙ୍କ ଇଚ୍ଛା ପୂରଣକରିବା ପାଇଁ ଦେଇଥିବା ଇସ୍ତାହାରକୁ ନେଇ…

ବାଘ ଆଣନାହିଁ

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ଶିମିଳିପାଳ ଜଙ୍ଗଲକୁ ଅଣାଯାଇଥିବା ବାଘୁଣୀ ଜିନ୍ନତକୁ ନେଇ ଓଡ଼ିଶା ବନ ବିଭାଗ ଖୁବ୍‌ ନୟାନ୍ତ ହେଲାଣି। ୬୨୫ ବର୍ଗ କିଲୋମିଟର ପରିବ୍ୟାପ୍ତ ମହାରାଷ୍ଟ୍ରର ସର୍ବପୁରାତନ ଓ ସବୁଠୁ ବଡ଼ ତଡ଼ବା ବ୍ୟାଘ୍ର ସଂରକ୍ଷଣ…

ଶିକ୍ଷା ନା ବିଦ୍ୟା

ଶିକ୍ଷା ଓ ବିଦ୍ୟା ଏକାଭଳି ଲାଗୁଛି। କିନ୍ତୁ ଶିକ୍ଷା ଗ୍ରହଣ କରିବା ଓ ବିଦ୍ୟା ଗ୍ରହଣ କରିବା ଆଦୌ ସମାନ ନୁହେଁ। କାରଣ ଶିକ୍ଷା ବ୍ୟକ୍ତିକୁ ଶିକ୍ଷିତ କରିଥାଏ, କିନ୍ତୁ ବିଦ୍ୟା ବ୍ୟକ୍ତିକୁ ବିଚାରବନ୍ତ କରେ। ଅପରପକ୍ଷେ ସମସ୍ତ ଶିକ୍ଷିତ ବିଚାରବନ୍ତ…

ପାହାଡ଼ ସୁରକ୍ଷା ଓ ଗୋବର୍ଦ୍ଧନରୁ ଗନ୍ଧମାର୍ଦ୍ଦନ

ପାହାଡ଼ ହେଉଛି ସମଗ୍ର ଜୀବଜଗତର ରକ୍ଷାକବଚ। ଜଳବାୟୁ ଓ ଋତୁଚକ୍ରର ସେ ନିୟାମକ। ପାହାଡ଼ର ଏହି ମହତ୍ତ୍ୱକୁ ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ମୁନିଋଷିମାନେ ବୁଝିଥିଲେ ଏବଂ ତା’ର ସୁରକ୍ଷା ପାଇଁ ସୃଷ୍ଟି କରିଥିଲେ ଏକ ପରିବେଶ ସମ୍ବେଦୀ ସାଂସ୍କୃତିକ…

ଏଚ୍‌-୧ବି

ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ଅନ୍ୟତମ ପ୍ରମୁଖ ବ୍ୟକ୍ତି ଭାବେ ଟେସ୍‌ଲା ଓ ସ୍ପେସ୍‌ଏକ୍ସ ସିଇଓ ତଥା ‘ଏକ୍ସ’ (ପୂର୍ବରୁ ଟୁଇଟର ଭାବେ ପରିଚିତ)ର ମାଲିକ ଏଲନ୍‌ ମସ୍କଙ୍କ ଭୂମିକା ସର୍ବାଗ୍ରେ ଥିବା ସମସ୍ତେ ଜାଣନ୍ତି। ଟ୍ରମ୍ପ…

ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି, ପଢୁଛନ୍ତି, ବିଭିନ୍ନ ପ୍ରକାର କଳାତ୍ମକ ଏବଂ କ୍ରିୟାତ୍ମକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରୁଛନ୍ତି। ଆଶ୍ଚର୍ଯ୍ୟ…

ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ ଥିଲେ ସେ ସମ୍ପର୍କରେ ଏଠାରେ କେତୋଟି ଧାଡ଼ି ପ୍ରକାଶ କରାଯାଉଛି। ମନମୋହନ ସିଂ ‘ନୂଆ…

ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ। ବିହାର ସମସ୍ତିପୁର ନିବାସୀ ଅମରେଶ କୁଶସ୍ବା ଏହି ସାଇକେଲ ତିଆରି କରିଛନ୍ତି। ସେ ବିଭିନ୍ନ…

ନିଯୁକ୍ତି ବୃଦ୍ଧି ଆବଶ୍ୟକ

ଆମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ଦରକାର। ଯେହେତୁ ବୈଷମ୍ୟ ବୃଦ୍ଧି ସହିତ ଧନୀ ଅଧିକ…

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ ଭାରି ଆକ୍ତାମାକ୍ତା ଲାଗେ ଜୀବନ। ଅଣନିଃଶ୍ବାସୀ ମନେହୁଏ ଏକଲାପଣ। ମନେହୁଏ, ସତେଯେମିତି ଦୁନିଆର ଯାବତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri