ସବୁ ଦୋଷ ଚାଷୀର
ଶ୍ରାବଣ ମାସ ଶେଷ ହେବାକୁ ବସିଲା, ହେଲେ କମିଲା ନାହିଁ ପରିବା ଦର। ଆମ ରାଜ୍ୟରେ ଏବେ ଏମିତି କୌଣସି ପରିବା ନାହିଁ, ଯାହାର ମୂଲ୍ୟ ୫୦ ଟଙ୍କାରୁ କମ୍। ପରିବା ସାଙ୍ଗକୁ ଚାଉଳ, ଅଟା, ଡାଲି ଓ ତେଲ...
ନିଯୁକ୍ତିକୁ ଅପେକ୍ଷା
ଆଇଓସିଏଲ୍ ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ତାଙ୍କ ଉତ୍ତରାଧିକାରୀ ପାଇଁ ଜୋର୍ସୋର ଖୋଜା ଚାଲିଛି। ଏଥିପାଇଁ ଗତ ସପ୍ତାହରେ ମଲ୍ଲିକା ଶ୍ରୀନିବାସନ୍ଙ୍କ ନେତୃତ୍ୱରେ ପେଟ୍ରୋଲିୟମ ସଚିବ ପଙ୍କଜ ଜୈନ ଏବଂ ପୂର୍ବତନ ଏଚ୍ପିସିଏଲ୍ ଅଧ୍ୟକ୍ଷ...
ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀ
ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଶାସନ ବିରୋଧରେ ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି। ଓଡ଼ିଶାର କନ୍ଧ ସମ୍ପ୍ରଦାୟ ଅଞ୍ଚଳରେ ଜଣେ ପ୍ରମୁଖ ନେତା ଭାବରେ ଉଭା ହୋଇଥିଲେ କମଳଲୋଚନ ଦୋରା ବିଶୋୟୀ।...
ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ: ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନର ମୂଳଦୁଆ
୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ ମୁଁ ସମଗ୍ର ଭାରତବାସୀଙ୍କ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସ୍ବାଧୀନତା ଦିବସ କେବଳ ଏକ ଉତ୍ସବ ପାଳନର ଅବସର ନୁହେଁ, ଏହା ହେଉଛି ଅଗଣିତ ନାମହୀନ ବୀର ସଂଗ୍ରାମୀଙ୍କ...
ସାମାଜିକ ବିବିଧତା
ଯେଉଁମାନେ ‘ବାକ୍ ସ୍ବାଧୀନତା’ ଖଣ୍ଡବାକ୍ୟ ସୃଷ୍ଟି କରିଛନ୍ତି ସେହିମାନେ ହିଁ ‘ଘୃଣା ମନ୍ତବ୍ୟ’ ବା ହେଟ୍ ସ୍ପିଚ୍ର ସ୍ରଷ୍ଟା। ବାକ୍ ସ୍ବାଧୀନତାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସବୁ ବକ୍ତବ୍ୟ ଭଲ, ସନ୍ତୋଷଜନକ ଏବଂ ସମ୍ମାନଜନକ ନୁହେଁ ବୋଲି ଅନୁଭବ କରିବାକୁ...
ରହସ୍ୟମୟ ରତ୍ନଭଣ୍ଡାର
ର୍ବଂ ରହସ୍ୟମ ପୁରୁଷୋତ୍ତମସ୍ୟ। ଦେବୋ ନ ଜାନାନ୍ତି କୁତୋ଼ଃ ମନୁଷ୍ୟଃ’। ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଆଲୋଚନା ବେଳେ ଆଲୋଚକ ବା ପ୍ରବଚକମାନେ ଏହି ପଦଟି ନିଶ୍ଚିତ କହିଥାଆନ୍ତି। କିନ୍ତୁ ପ୍ରବଚକ ବା ବକ୍ତାମାନେ ବେଳେ ବେଳେ ଅନେକ କପୋଳକଳ୍ପିତ ମନଗଢ଼ା କାହାଣୀ...
ଜଳବାୟୁ ଉପଯୋଗୀ ଚାଷ
ଳବାୟୁ ପରିବର୍ତ୍ତନ ଯୋଗୁ ସବୁଠାରୁ ଯାହା ବେଶି ପ୍ରଭାବିତ ହେଉଛି ତାହା ହେଉଛି ଆମ ଚାଷବାସ। ଜଳବାୟୁ ପରିବର୍ତ୍ତନ ଜନିତ ମରୁଡ଼ି ଓ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷରେ ବ୍ୟାପକ ଫସଲ ହାନି ହେଉଛି। ଏହା ଗୋଟିଏ ପଟେ ଖାଦ୍ୟ...
ଭିଡ଼ରୁ ବିପଦ
ଧର୍ମପୀଠ, ଧର୍ମୀୟ ସମାବେଶ ଓ ମେଳାଗୁଡ଼ିକରେ ଦଳାଚକଟା ହୋଇ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିବା ଏକ ନିତିଦିନିଆ ଖବର ପାଲଟିଲାଣି। ଏହି କ୍ରମରେ ଅଗଷ୍ଟ୧୧ରେ ବିହାର ଜେହାନାବାଦ ଜିଲା ମଖୁଦମପୁରର ବାବା ସିଦ୍ଧିନାଥ ମନ୍ଦିରରେ ଦଳାଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ...
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ଯୋଗୁ ଏବେ ତାପମାତ୍ରା ବଢ଼ିଚାଲିଛି। ଏଥିରେ ଘରେ କିମ୍ବା ବାହାରେ ରହିବା କଷ୍ଟକର ହୋଇପଡ଼ୁଛି। ଏସି ବ୍ୟବହାର କରୁଛନ୍ତି। କିନ୍ତୁ ମନେରଖିବା ଦରକାର ଯେ, ଏସି ଯୋଗୁ ବି ଘର ଭିତର ବାୟୁ ପ୍ରଦୂଷିତ ହୁଏ। ଏଭଳି...
ଧର୍ମ ନା ଅଧର୍ମ
ପବିତ୍ର ଶ୍ରାବଣ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାରଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ। ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ମନ୍ଦିରରେ ଜଳ ଅର୍ପଣ କରି ଶିବ...
ଅସୁରକ୍ଷିତ ଡାକ୍ତର
କୋଲକତାର ଡ. ରାଧାଗୋବିନ୍ଦ କର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଜଣେ ପିିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଆନ୍ଦୋଳନ ଜୋର୍ ଧରିଛି। ଅଗଷ୍ଟ ୯ ଶୁକ୍ରବାର ରାତିରେ...
ଭାବୀ ପିଢ଼ି କ୍ଷମା ଦେବନି
ପାଠକ ବନ୍ଧୁ ! ଶୀର୍ଷକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ସାମାଜିକ, ଅର୍ଥନୈତିକ, ଓଡ଼ିଆ ଅସ୍ମିତା ଓ ଆମ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ରଖେ ବୋଲି ମୋର ମତ। ଓଡ଼ିଶା ୧୫.୫ ନିୟୁତ ହେକ୍ଟର କ୍ଷେତ୍ରଫଳ ସହିତ ଦେଶର...
Archives


