ସମ୍ପାଦକୀୟ

ଭୋଗରେ ଧର୍ମୀୟ ଭାବନା

ସେପ୍ଟେମ୍ବର ୧୮(୨୦୨୪)ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଲେ, ତିରୁପତି ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦ ତିଆରିରେ ଗାଈଘିଅ ସାଙ୍ଗରେ ଗୋରୁ ଓ ଘୁଷୁରିର ତରଳ ଚର୍ବି ବ୍ୟବହାର ହେବା ଆରମ୍ଭ ହୋଇଛି ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ…

ପ୍ରତିଶ୍ରୁତି ପାଳନରେ ପଛୁଆ

ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଜଣ ସଦସ୍ୟ ଅଛନ୍ତି। ସେଥିରେ ପାଞ୍ଚଜଣ ସ୍ଥାୟୀ ଏବଂ ୧୦ ଜଣ ନିର୍ବାଚିତ ସଦସ୍ୟ। ଭାରତ ଆଠଥର ୟୁଏନ୍‌ଏସ୍‌ସିର ଅସ୍ଥାୟୀ ସଦସ୍ୟ ରହିଆସିଛି। ଏବେ ୨୦୨୮-୨୦୨୯ ଅବଧି ପାଇଁ ସଦସ୍ୟତା ଲାଗି ଚେଷ୍ଟା କରିବ। ତେବେ…

ଏଇ ଭାରତରେ

କୃଷି ପାଇଁ ରସିକ ନାକୌମଙ୍କୁ ଶିକ୍ଷକ ଚାକିରି ଛାଡ଼ିବାକୁ ପଡ଼ିଛି। ସେ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ(ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରିବା ସହ ଗତ ୫ ବର୍ଷ ମଧ୍ୟରେ ୫୦୦୦ ଲୋକଙ୍କୁ ଏହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇସାରିଲେଣି। ସେ…

ମହିଳା ଚାକିରି ଛାଡ଼ୁଛନ୍ତି କାହିଁକି

ନିକଟରେ ବିଶ୍ୱବ୍ୟାଙ୍କ୍‌ର ଗଣନାନୁଯାୟୀ ବିବାହ ପରେ ଚାକିରି ଛାଡୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଆର୍ଥିିକ ସ୍ଥିତି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ଭାରତ ପରି ଜନସଂଖ୍ୟାବହୁଳ ବିକାଶଶୀଳ ରାଷ୍ଟ୍ରରେ ନାରୀ ଆର୍ଥିକ ସ୍ବତନ୍ତ୍ରତା ହାସଲକରିବା ସହ ଦେଶର ଅଭିବୃଦ୍ଧିରେ ଅଂଶୀଦାର ହେବା…

ପରିବେଶ ଓ ପରିବାର

ପ୍ରକୃତି ଓ ପରିବେଶ ପରସ୍ପର ଓତପ୍ରୋତ ଭାବେ ଜଡ଼ିତ। ପରିବେଶ କହିଲେ ସାଧାରଣତଃ ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ପ୍ରାକୃତିକ ଓ କୃତ୍ରିମ ଉପାଦାନ ସମୂହକୁ ବୁଝାଏ, ଯାହା ଆମ ଜୀବନକୁ ପ୍ରଭାବିତ କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ। ଏହା…

ତଦନ୍ତ ନା ପ୍ରତିଶୋଧ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ସମୟରେ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଭାଜପା ନେତା ଗିରୀଶ ମହାଜନଙ୍କ ବିରୋଧରେ ଆଇପିଏସ୍‌ ଅଧିକାରୀ ଭାଗ୍ୟଶ୍ରୀ ନାଭାଟେକ କରିଥିବା ଅଭିଯୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମହାଜନ ୧,୨୦୦ କୋଟି…

ତର ସହୁ ନାହିଁ

ତର ସହୁ ନାହିଁ। ଅନୁରାଗର ଆକାଶରେ ସିନ୍ଦୂରା ଫାଟିଲାଣି। ସକାଳ ପରେ ସକାଳର ଜିଜ୍ଞାସା ଖିଅ ଧରୁଛି। ଏଠାରୁ ସେଠାଯାଏ, ସେଠାରୁ ଏଠାଯାଏ, ଏହି ଜିଜ୍ଞାସାର ଖିଅ, ଏହି ଅନୁରାଗ ଆକାଶର ସିନ୍ଦୂରା। ସମାଜ ଏଠି ସଂସାର ଏହି ପୃଥ୍ବୀ ଯାହାକୁ…

ଅର୍ଥନୀତିରେ ବାଉଁଶ

ନବ ସଭ୍ୟତାର ପ୍ରାରମ୍ଭରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ବାଉଁଶର ବୈଶିଷ୍ଟ୍ୟ ଅପରିହାର୍ଯ୍ୟ। ୧୯୨୭ରେ ବ୍ରିଟିଶ୍‌ଶାସିତ ଭାରତରେ ଜଙ୍ଗଲ ଆଇନ ପ୍ରଣୀତ ହେଲା। ସେ ସମୟରେ ବାଉଁଶ ଏକ ବୃକ୍ଷ ରୂପେ ବିବେଚିତ ହେଉଥିଲା। କିନ୍ତୁ ୨୦୧୭ (ପ୍ରାୟ ୯୦ ବର୍ଷ ପରେ)ରେ…

ଦୀପାବଳିରେ ବିବିଧତା

ଉତ୍ତର ଭାରତର ଦିୱାଲି ବା ଦୀପାବଳି ପାଳନର ରାମାୟଣ ସହ ସମ୍ପର୍କ ରହିଛି। ଅଯୋଧ୍ୟାକୁ ରାମଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ଭାବରେ ଏହି ଦିବସ ପାଳନ କରାଯାଏ। ଦକ୍ଷିଣ ଭାରତରେ ଦୀପାବଳି ପାଳନର ସମ୍ପର୍କ କୃଷ୍ଣଙ୍କ ସହିତ ଜଡ଼ିତ। ସେଠାରେ ଏହି ଦିବସରେ…

କଏଦୀ ନମ୍ବର-୬୨୬୭୧୦

ଜେଲ ଭିତରେ ବନ୍ଦୀ ଥିବା ସବୁ ମଣିଷ କ’ଣ ଅପରାଧୀ? ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅପରାଧୀ ବୋଲି ଶାସକ ଶ୍ରେଣୀର ରାଷ୍ଟ୍ରର ପୋଲିସ ଓ ମିଲିଟାରୀ ପକ୍ଷରୁ ଅଭିଯୋଗ କରାଯାଇଥାଏ। ସେଭଳି ଅନେକ ଘଟଣା ମଧ୍ୟରୁ ଗୋଟିଏ ଘଟଣା ଘଟିଥିଲା ଜର୍ମାନରେ।…

ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ ଅଧିକାଂଶଙ୍କୁ ତାହା ସହ୍ୟ କରିବାକୁ ହୁଏ। ଏପରିକି ବଞ୍ଚତ୍ବାର ଆଦୌ ସମ୍ଭାବନା ନ ଥିଲେ…

ଲେଖକ ଲେଖନ୍ତୁ

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧) ‘ଏ’ରେ ନାଗରିକର ଅଭିବ୍ୟକ୍ତି ସ୍ବାଧୀନତା ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ବହୁ କ୍ଷେତ୍ରରେ ସେହି ଅଧିକାର ଭଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ରୋକ୍‌ଠୋକ୍‌ କହି ଦେଉଥିବା କିମ୍ବା ଲେଖିଦେଉଥିବା ବ୍ୟକ୍ତିଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri