ସମ୍ପାଦକୀୟ

ଏଇ ଭାରତରେ

କୋଲକାତାର ପିଣ୍ଟୁ ପୋହାନ୍‌ ପାନ ଦୋକାନ କରି ପରିବାର ପ୍ରତିପୋଷଣ ସହ ବହି ଲେଖା ଜାରି ରଖିଛନ୍ତି। ଏବେସୁଦ୍ଧା ସେ ୧୨ଟି ବହି ଲେଖିସାରିଲେଣି। ସବୁ ବହି ବେଙ୍ଗଲୀ ଭାଷାରେ ଲେଖିଛନ୍ତି। ସେ ପାନ ବିକିବା ସହ କମ୍ପ୍ୟୁଟର କ୍ଲାସ ଓ…

ମଣିଷସଂଖ୍ୟା କମୁଛି

ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ ଭଡ଼ା ସାଇକେଲ ଆମ୍ଭମାନଙ୍କ ଭଳି ଗ୍ରାମୀଣ ଦୂରିଆ ଲୋକଙ୍କର ଏକମାତ୍ର ନିର୍ଭରଯୋଗ୍ୟ ସାହାରା ଥିଲା।…

ମହାପ୍ରଭୁ: ଆଶୀର୍ବାଦ କରନ୍ତୁ

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ କଳାଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସୁନାବେଶ-ଅଧରପଣା ପରେ ନୀଳାଦ୍ରିବିଜେ କରିବେ। ମହାପ୍ରଭୁଙ୍କ ମହାଲୀଳାରେ ସାମିଲ…

ନୂଆ ମୁହଁ, ନୂଆ ପ୍ରକ୍ରିୟା

ଭାରତର ଗୁପ୍ତଚର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଛି। ପରାଗ ଜୈନଙ୍କୁ ର’ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିକଟରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ତଥାକଥିତ ସହଯୋଗୀଙ୍କୁ ଇରାନ ହତ୍ୟା କରିବା ସହ ଅନେକଙ୍କୁ ଅଟକ ରଖିଛି। ଏହାକୁ ନେଇ ଭାରତ…

ଜୀବନ ନୌକା

ପ୍ରତ୍ୟେକ ମଣିଷର ଜୀବନ ଏକ ନୌକା ସଦୃଶ। ଯାହାକୁ ନାଉରିଆ ନଦୀରୂପକ ସଂସାରରେ ତା’ର ଜିନିଷ ଓ ଆସବାବପତ୍ର ଲଦି ବାହିନେଇଥାଏ। ଲୌକିକ ମତରେ ଏହି ବୋହି ନେଉଥିବା ଆବାବାବପତ୍ରଗୁଡ଼ିକ କହିଲେ, ଜୀବନର ଚରିତ୍ର, ଶିକ୍ଷା, ସଂସ୍କାର, କର୍ତ୍ତବ୍ୟ, ଗୁଣ ଇତ୍ୟାଦିକୁ…

ଜନଗହଳିରେ ଶିଶୁଙ୍କ ସୁରକ୍ଷା

ରଥଯାତ୍ରାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀ ବଡଦାଣ୍ଡ ତଥା ସଂଲଗ୍ନ ଅଞ୍ଚଳ ଲୋକାରଣ୍ୟ ହୋଇ ରହିଥାଏ। ଅନେକ ଭକ୍ତ ସେମାନଙ୍କ ପିଲାଛୁଆଙ୍କୁ ସାଙ୍ଗରେ ଧରି ଆସିଥାନ୍ତି। ଅଲକ୍ଷ୍ୟରେ ପିଲାମାନଙ୍କ ସୁରକ୍ଷା ଟିକେ ଢିଲା ହୋଇଯାଇଥାଏ। ଭିଡ ଭିତରେ କେତେବେଳେ ସେମାନଙ୍କ ହାତଛଡା କରିଦିଅନ୍ତି…

ପୁରାଣରେ ବାଇବେଲ କାହାଣୀ

ଭବିଷ୍ୟ ପୁରାଣ ବା ଭବିଷ୍ୟତର ଇତିବୃତ୍ତ ହେଉଛି ସର୍ବପ୍ରାଚୀନ ସଂସ୍କୃତ ଗ୍ରନ୍ଥ, ଯାହାର ପଶ୍ଚିମ ଏସିଆ ପୁରାଣଗୁଡ଼ିକ ସହ ସାମଞ୍ଜସ୍ୟ ରହିଛି। କଳିଯୁଗରେ କ’ଣ ସବୁ ଘଟିବ ସେସବୁର ଭବିଷ୍ୟବାଣୀକୁ ଏହା ଉପସ୍ଥାପନ କରିଥିବାବେଳେ, ଏହାକୁ ଖ୍ରୀଷ୍ଟାବ୍ଦ ୧୦୦୦ରୁ ଆରମ୍ଭ କରି…

ମୁକ୍ତିର ଖେଦ

କଟରେ ଜଣେ ସରକାରୀ ଚାକିରିଆ ଅବସର ନେବେ। ତାଙ୍କ ସହ ଭେଟ ହେଲା ବଜାରରେ। ସମ୍ମାନ ଜଣାଇ କୁଶଳ ଜିଜ୍ଞାସା କଲି। ପଚାରିଲି- ‘ଆଉ କେବେ ରିଟାୟର୍ଡ ସାର୍‌?’ ଉତ୍ତର ଦେଲେ-‘ଆଉ ଦି ମାସ ରହିଲା ଆଜ୍ଞା ! ତା ’ପରେ…

ପ୍ରଶାସନ ଚକ୍ରବ୍ୟୁହରେ ଭିଜିଲାନ୍ସ ମାମଲା

ଗତ ମେ’ମାସର ଅନ୍ତିମ ୨ ଦିନରେ ୨ଜଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବକରିବା ଭିଜିଲାନ୍ସ ବିଭାଗର ସ୍ବାଗତଯୋଗ୍ୟ ପଦକ୍ଷେପ। ମେ ୩୦ରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ଏବଂ ମାସର ଶେଷ ତାରିଖରେ ରାସ୍ତା ଓ କୋଠାବାଡ଼ି…

ପାଣ୍ଠିରୁ ପ୍ରଭାବ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ପାଳିର ପ୍ରାରମ୍ଭରୁ ବେଆଇନ ଅନୁପ୍ରବେଶକୁ ବିରୋଧ, ଲିଙ୍ଗଗତ ବିଚାରରେ…

ଏଇ ଭାରତରେ

ଚେନ୍ନାଇର ୩୬ ବର୍ଷୀୟା ଡି. ଉମାରାନୀ ଅସହାୟ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ କାମ କରୁଥିବା ଗରିବ ମହିଳା, ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପରିବାର ଛାଡ଼ି ଅସହାୟ ଅବସ୍ଥାରେ ରହୁଥିବା ୮୦୦ ଲୋକଙ୍କୁ ପ୍ରତିଦିନ ଦୁଇବେଳା…

ଶହେବର୍ଷର ଆହ୍ବାନ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂର୍ତ୍ତି ହେବାକୁ ଆଉ ଏଗାର ବର୍ଷ ବାକି ଅଛି। ଗୋଟିଏ ପ୍ରଦେଶକୁ ଶହେ ବର୍ଷ ପୂରଣ ହେବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ। ଏହି ଅବସରରେ ରାଜ୍ୟ ସରକାର, ରାଜନୈତିକ ଦଳ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?