ସମ୍ପାଦକୀୟ

ଓଡ଼ିଆର ବାଣିଜ୍ୟ ବିସ୍ତାର

ପ୍ରସଙ୍ଗଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବ। ତଅପୋଇର ଛେଳିଚରା ସହିତ ଓଡ଼ିଆର ବାଣିଜ୍ୟ ବିସ୍ତାରର କ’ଣ ସମ୍ପର୍କ ଅଛି ? ହଁ ସମ୍ପର୍କ ଅଛି ପାଠକ ବନ୍ଧୁ ! ଅତି ଗଭୀର ସମ୍ପର୍କ। ଆମେ ତାକୁ କେବେ ଆବିଷ୍କାର କରିବାକୁ ପ୍ରୟାସ କରିନାହାନ୍ତି।…

ଅସ୍ଥିର ଦକ୍ଷିଣ କୋରିଆ

ଗତ ସପ୍ତାହରେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ନିଜ ଦେଶ ଭିତରେ ଘୋର ବିରୋଧର ସମ୍ମୁଖୀନ ହେବା ପରେ ବାଧ୍ୟହୋଇ ରୁଷିଆକୁ ପଳାଇଲେ। ବିଦ୍ରୋହୀମାନେ ଯେଭଳି ଆକ୍ରମଣାତ୍ମକ ହୋଇଉଠିଥିଲେ ସେଥିରୁ ସେ ବୁଝିଯାଇଥିଲେ ବେଶି ସମୟ ଦେଶ ଭିତରେ ରହିଲେ ଜୀବନ…

ତଳକୁ ଖସିଛୁ

୨୦୨୧ରେ ମୁଁ ‘ପ୍ରାଇସ୍‌ ଅଫ୍‌ ଦି ମୋଦି ଇୟର୍ସ’ ନାମକ ଏକ ବହି ଲେଖିଥିଲି। ଏହାର ଗୋଟିଏ ଅଧ୍ୟାୟରେ ମୁଁ ବିଭିନ୍ନ ବିଶ୍ୱସ୍ତରୀୟ ସୂଚକାଙ୍କ ଉପରେ ଭାରତର ସ୍ଥିତିକୁ ତୁଳନା କରିଥିଲି। ସେହି ସବୁ ସୂଚକାଙ୍କରେ ୨୦୧୪ ପରଠାରୁ ଭାରତ ଉନ୍ନତି…

ହାରିଯାଇଥିବା ଲୋକ

ହାରିଯାଇଥିବା ଲୋକର କି ଅଛି, ଜିଇଲେ ଜିଇଲା ନ ହେଲେ ନାହିଁ। ଗୋଟିଏ କାହାଣୀ କହିବାର ଥିଲା, କହିଲେ କହିଲା, ନ ହେଲା ନାହିଁ। ସୁଖ ତ ମିଳିଲା ଏମିତି ନକଲି, ଦୁଃଖ ବି ଦେଖିଲେ ଦେଉଛି ହସି। ଆଉ କୋଉଁ…

ଉପାସନା ସ୍ଥଳ ବିବାଦ

ଦେଶରେ ଉପାସନା ସ୍ଥଳକୁ ନେଇ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ବର୍ଷ ତଳେ ବାରାଣସୀସ୍ଥିତ ଜ୍ଞାନବାପି ମସ୍‌ଜିଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ମଥୁରା, ସମ୍ଭଲ, ବାଦାୟୁଁ ଓ ଉତ୍ତରାଖଣ୍ଡର ଉତ୍ତର କାଶୀ ଦେଇ ରାଜସ୍ଥାନର ଆଜମେରରେ…

ନୂଆ ନେତୃତ୍ୱ

ସଞ୍ଜୟ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ସେ ରାଜସ୍ବ ସଚିବ ଥିଲେ। ମାଲହୋତ୍ରା ୩ ବର୍ଷ ପାଇଁ ଏହି ପଦବୀରେ ରହିବେ। ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ…

ମଣିପୁର ଅଶାନ୍ତ

ମଣିପୁର। ଭାରତର ଉତ୍ତର-ପୂର୍ବାଞ୍ଚଳର ଏକ ରାଜ୍ୟ। ‘ସପ୍ତ ଭଗ୍ନୀର ଦେଶ’। ‘ଭାରତର ସୁଇଜରଲାଣ୍ଡ’। ବଣ ପାହାଡ଼ଘେରା ଉପତ୍ୟକା। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ମଣିପୁରୀ ନୃତ୍ୟ ବିଶ୍ୱ ବିଖ୍ୟାତ। ଆୟତନ ଓଡ଼ିଶାର ଛଅ ଭାଗରୁ ଭାଗେ। ଲୋକସଂଖ୍ୟା କଟକ ଜିଲାଠାରୁ କମ୍‌। ଅଧିବାସୀମାନେ…

ବ୍ୟବସାୟରେ ଧର୍ମ

ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ…

ଅସାଦ୍‌ଙ୍କ ପରେ ସିରିଆ

ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ଦ୍ରୁତ ପତନ ଏକ ନାଟକୀୟ ପରିବର୍ତ୍ତନକୁ ପ୍ରତିଫଳିତ କରିଛି। ଏହା ଗତବର୍ଷର ମଧ୍ୟପ୍ରାଚ୍ୟ ରଣନୀତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ୨୦୧୧ ମସିହାରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଓ ତୁର୍କୀର ସମର୍ଥିତ ଶକ୍ତିଗୁଡ଼ିକୁ…

ଋତୁସ୍ରାବ ଓ ଅନ୍ଧବିଶ୍ୱାସ

ଆମେ ଏପରି ଏକ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଜନସଂଖ୍ୟାର ପ୍ରାୟ ୫୦% ମହିଳା। ଏହି ମହିଳା ଏବଂ ବାଳିକାମାନଙ୍କ ମଧ୍ୟରୁ ପ୍ରାୟ ୨୬% ଋତୁସ୍ରାବ ବୟସରେ ଥା’ନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କଥା ଯେ, ମାସିକ ଋତୁସ୍ରାବକୁ ସୃଷ୍ଟ…

ଅବତାର ଆବଶ୍ୟକ

ଯେଉଁ ଅବତାର ନ ଆସିଥିଲେ ଆଜିର ମାନବ ସମାଜ ଦାନବ ସମାଜ ପାଲଟିଯାଇଥାନ୍ତା, ଯିଏ ଅବତରୀ ନ ଥିଲେ ମାନବ ଜାତିର ଉତ୍ତରଣ ସମ୍ଭବ ହୋଇ ନ ଥାନ୍ତା, ଯିଏ ଆବିର୍ଭାବ ହୋଇ ନ ଥିଲେ ଧର୍ମଗୁରୁମାନେ ତାଙ୍କ ଶିଷ୍ୟବର୍ଗଙ୍କୁ ମାର୍ଗଦର୍ଶନ…

ସଂସ୍କୃତଭାଷୀ ହନୁମାନ

ଯଦି ପୁରାଣକୁ ଇତିହାସ ଭାବେ ଗ୍ରହଣ କରାଯାଏ, ତେବେ ହନୁମାନଙ୍କର କେବଳ ଗୋଟିଏ ଜନ୍ମସ୍ଥାନ ରହିପାରେ, ଅନେକ ନୁହେଁ। କିଛି ବର୍ଷ ପୂର୍ବେ ଗେରୁଆ ପୋଷାକ ପିନ୍ଧିଥିବା ଆଭିଜାତ୍ୟ ବର୍ଗର ହିନ୍ଦୁ ପୁରୁଷ ନେତାଙ୍କ ଏକ ଗୋଷ୍ଠୀ ଏହି ସମସ୍ୟା ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri