ସମ୍ପାଦକୀୟ

ଗାଦି ଛାଡ଼ିବାକୁ ପଡ଼ିବ

ତ୍ୟେକ ମଣିଷ ପ୍ରକାରାନ୍ତରେ ଜଣେ ଜଣେ ଉପଭୋକ୍ତା। ଜଣେ ଉପଭୋକ୍ତା ହିସାବରେ ସେ ଚାହେଁ ବଜାରରୁ ଜିନିଷଟିଏ ବାଛିଲା ବେଳେ ବା କିଣିଲା ସମୟରେ ଜମା ଠକାମିରେ ନ ପଡୁ। ଯଦି ଆମେ କିଛି କିଣୁ ଓ ଭୁଲ୍‌ରେ ଖରାପ ଜିନିଷଟିଏ…

ଲୋହାନିଙ୍କୁ ଦାୟିତ୍ୱ

ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି।…

ପ୍ଲାଷ୍ଟିକ ସଙ୍କଟ ଓ ପ୍ରତିକାର

ଏକ ଚମତ୍କାର ସାମଗ୍ରୀ ରୂପେ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ ମାନବଜାତିର ନିର୍ଭରଶୀଳତା କ୍ରମଶଃ ଯେତିକି ବୃଦ୍ଧିପ୍ରାପ୍ତ ହେଉଛି, ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟସବୁ ଏହାର ନକାରାତ୍ମକ ଦିଗକୁ ସେତେ ସ୍ପଷ୍ଟ ଭାବରେ ଉନ୍ମୋଚିତ କରୁଛି। ଏକ ବୈପ୍ଲବିକ ପରିବର୍ତ୍ତନକାରୀ ସାମଗ୍ରୀ ରୂପେ ବିଂଶ…

ସଫଳତା ଓ ସୁଯୋଗ

ଜଣେ କାମଟିଏ ଆରମ୍ଭ କରିବାକୁ ଇଚ୍ଛା କଲା ମାତ୍ରେ ତାକୁ ପ୍ରଥମେ ଯାହାର ଆବଶ୍ୟକତା ଥାଏ ତାହା ହେଉଛି ସୁଯୋଗ l ସେହି ସୁଯୋଗ ହିଁ ସମସ୍ତଙ୍କୁ ମିଳେ ନାହିଁ କିମ୍ବା ଏମିତି କହିପାରିବା କିଏ ମିଳିଥିବା ସୁଯୋଗକୁ ଚିହ୍ନିପାରେନି l…

ଟ୍ରମ୍ପ୍‌ଙ୍କ ଦୁର୍ବଳ ସ୍ଥିତି

ବିଗତ ଦୁଇ ମାସ ମଧ୍ୟରେ ବିତ୍ତୀୟ ନିବେଶକମାନେ ଏକ ନୂଆ ବାଣିଜି୍ୟକ ରଣନୀତି ଆବିଷ୍କାର କରିଛନ୍ତି। ଏହା ଏକ ସରଳ ନିୟମ ଟାକୋ (ଟିଏସିଓ) ବା ଟ୍ରମ୍ପ୍‌ ଅଲ୍‌ଓ୍ବେଜ ଚିକେନ୍ସ ଆଉଟ୍‌କୁ ଆଧାର କରି କରାଯାଇଛି। ଆମେରିକାର ରାଷ୍ଟ୍ରପତି ମିତ୍ର ଓ…

ବୌଦ୍ଧ କାହାଣୀରେ ଭିନ୍ନତା

ଭାରତରେ ଗୋଟିଏ ରାମାୟଣ ଗ୍ରନ୍ଥ ନାହିଁ, ଅତିକମ୍‌ରେ ୩୦୦ଟି ଥିବା ଆମେ ଶୁଣିଛେ। ସେହିଭଳି ପୁରାତନ ବୌଦ୍ଧ ଗ୍ରନ୍ଥ ଅନୁଯାୟୀ, କେବଳ ଜଣେ ନୁହେଁ ଅନେକ ଡଜନ କିମ୍ବା ଅନେକ ହଜାର ଏପରିକି ଅନେକ ଲକ୍ଷ ବୁଦ୍ଧ ଅଛନ୍ତି ବୋଲି ଆମକୁ…

ଲୋକଙ୍କ ସରକାର

କାଲି ଭଳି ଲାଗୁଛି। ନୂଆ ସରକାରକୁ ଏକ ବର୍ଷ ଆଜି ପୂରିଛି। ଗତକାଲି ଥିଲା ପବିତ୍ର ସ୍ନାନପୂର୍ଣ୍ଣିମା। ମୁଁ ସ୍ନାନବେଦିରେ ମହାପ୍ରଭୁଙ୍କୁ ଆଖିରେ ଆଖି ମିଳାଇ ସାରା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କଲି। ରତ୍ନସିଂହାସନ ଛାଡ଼ି ସ୍ନାନବେଦିରେ ବିଦ୍ୟମାନ…

ଶିକ୍ଷାରେ ସମତୁଲତା

ନୂଆ ଶିକ୍ଷା ବଷରେ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାଗୁଡିକରେ ନାମଲେଖା ଋତୁରେ ବିଦ୍ୟାଳୟରେ ଟିକେ ଭିଡ଼ ହୁଏ । ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ଲାଗି ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଅଭିଭାବକଙ୍କ ଆଗ୍ରହ ଅଧିକ। ଆବାସିକ…

ବିଜ୍ଞାପନ ପ୍ରଚାରରେ ଗଛ ବଳିପଡ଼ୁଛି

କୁହାଯାଏ ଗଛ ହିଁ ଜୀବନ । ପୃଥିବୀର ସମସ୍ତ ପ୍ରାଣୀ ଓ ପ୍ରକୃତି ମଧ୍ୟରେ ବୃକ୍ଷ ଏକ ଅମୂଲ୍ୟ ଉପାଦାନ। ବୃକ୍ଷ ବିନା ଜୀବନ କଳ୍ପନା କରିବା ଅସମ୍ଭବ। ବୃକ୍ଷ ରୋପଣ କର, ଜୀବନ ବଞ୍ଚାଅ। ଏହି ଗଛଗୁଡ଼ିକ ଦୈନିକ ଜୀବନର…

ମଣିଷତ୍ୱ ହ୍ରାସ ପାଉଛି

ଭାରତ ଉପରେ ଯେତେବେଳେ ଇଂରେଜ ଶାସନ କରୁଥିଲେ, ସେତେବେଳେ ତାଙ୍କ ନିଜ ସୁବିଧା ଓ ଯାତାୟାତ ପାଇଁ ବମ୍ବେରୁ ଠାଣେ ପର୍ଯ୍ୟନ୍ତ ରେଳ ଲାଇନ୍‌ ପକାଇ ୧୬ ଏପ୍ରିଲ ୧୮୫୩ରେ ପ୍ରଥମେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲେ। ଏବେ ‘ଇଣ୍ଡିଆନ୍‌…

ଆଠ ଦୁମୁକାଣି ଷୋହଳ ଅସରା

ଆମ ରାଜ୍ୟର ମୁଖ୍ୟ ଫସଲ ଧାନ କିସମ ଅନୁଯାୟୀ ୮୦୦ଠାରୁ ୧୨୦୦ମିଲିମିଟର ଜଳ ଆବଶ୍ୟକ କରେ। ଧାନର ଜୀବନକାଳ ଚାରା, ପିଲ, ଗର୍ଭାଧାନ ଓ ପାଚିବା ଅବସ୍ଥା ଦେଇ ସମାପ୍ତ ହୁଏ। ଧାନ ବୁଣିବାର ତିନି ସପ୍ତାହ ପର୍ଯ୍ୟନ୍ତ ଚାରା ଅବସ୍ଥା।…

ଭକ୍ତି, ଭକ୍ତ ଓ ଭଗବାନ୍‌

ଅଧୁନା ଭାରତ ବର୍ଷରେ ଏକ ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି। ମନ୍ଦିର, ମସ୍‌ଜିଦ, ଗୀର୍ଜା, ଗୁରୁଦ୍ୱାର ସବୁଠି ପ୍ରବଳ ଭିଡ଼। ପୂଜାର୍ଚ୍ଚନା ଚାଲିଛି। ଧୂପ, ଝୁଣାର ବାସ୍ନାରେ ମହକୁଛି ସାରା ପ୍ରାଙ୍ଗଣ। ଘଣ୍ଟ, ଘଣ୍ଟା, ଝାଲି, ମୃଦଙ୍ଗ, ଶଙ୍ଖ, ତୂରୀର ଧ୍ୱନିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri