୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ
ସୁନ୍ଦରଗଡ,୧୯।୮(ଡି.ଏନ.ଏ.): ସୁନ୍ଦରଗଡ଼ଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରା ସା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ବନ୍ଦ…
ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ
ବଡ଼ଗାଁ,୧୮ା୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଗଙ୍ଗାଜଳ ନିକଟ ସ୍କାନଷ୍ଟିଲ କାରଖାନା ସମ୍ମୁଖ ୧୦ନଂ. ରାଜ୍ୟ ରାଜପଥ ପାର୍ଶରେ ଥିବା ଏକ ଟାୟାର ମରାମତି ଦୋକାନୀଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଦୁର୍ବୃତ୍ତମାନେ ୨୦ହଜାର ଟଙ୍କା ଲୁଟ ନେଇଛନ୍ତି। ଏନେଇ ଦୋକାନୀ…
ପୁଣି ଏକ ମାଈହାତୀର ମୃତ୍ୟୁ
ବଣାଇ,୧୭ା୮(ସ୍ବ.ପ୍ର.): ସାରା ରାଜ୍ୟରେ ହାତୀ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ତାମଡ଼ା ରେଞ୍ଜର କୁସୁମଡିହି ସେକ୍ସନର କେନ୍ଦୁଡିହି ନିକଟରେ ବୁଧବାର ପୁଣି ଏକ ମାଈହାତୀର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ତୁରନ୍ତ…
ବିକାଶ ଧାରାରେ ଯୋଡ଼ି ହୋଇଛି ସୁନ୍ଦରଗଡ଼: ମନ୍ତ୍ରୀ
ସୁନ୍ଦରଗଡ଼,୧୬।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ୭୬ତମ ଜିଲାସ୍ତରୀୟ ସ୍ବଧୀନତା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଚାଉରିହମୁଲ ବ୍ରିଜରେ ୩ଫୁଟ ପାଣି: ସୁନ୍ଦରଗଡ଼-ଝାରସୁଗୁଡ଼ା ବିଛିନ୍ନ
ହେମଗିରି,୧୫।୮(ଡି.ଏନ୍.ଏ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣ ବର୍ଷା ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଜିଲା ଓ ଝାରସୁଗୁଡା ଜିଲାକୁ ସଂଯୋଗ କରୁଥିବା ଚାଉରିହମୁଲ ବ୍ରିଜ ଉପରେ ୨ରୁ୩ ଫୁଟ ପାଣି…
ବର୍ଷା ବିତ୍ପାତ: ଭାଙ୍ଗିଲା ଘର, ଲୋକେ ହନ୍ତସନ୍ତ
ଲେଫ୍ରିପଡ଼ା/କୁତ୍ରା,୧୫।୮(ଡି.ଏନ୍.ଏ.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଓ କୁତ୍ରା ବ୍ଲକ ଅଞ୍ଚଳରେ ରବିବାର ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଉଭୟ ବ୍ଲକରେ ଲୋକଙ୍କ ମାଟିଘର ଭାଙ୍ଗିଯାଇଛି। ପୂର୍ବରୁ ଲେଫ୍ରିପଡା ବ୍ଲକରେ ଅଭାବୀ ବର୍ଷା ହେବାରୁ…
ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ
ହେମଗିରି,୧୪ା୮(ଡି.ଏନ୍.ଏ.): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାକୁ ସଂଯୋଗ କରୁଥିବା ଚାଉରିମହୁଲ ବ୍ରିଜ ଉପରେ ପ୍ରାୟ ୨ରୁ ୩ ଫୁଟ…
‘ଜନକଲ୍ୟାଣରେ ଭାଗୀଦାର ହେଉ ଏନ୍ଆଇଟି’
ରାଉରକେଲା ଅଫିସ,୧୪ ।୮: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ୧୯ତମ ସମାବର୍ତ୍ତନ ଉତ୍ସବ ଶନିବାର ଭୁବନେଶ୍ୱର ବେହେରା ପ୍ରେକ୍ଷାଳୟରେ ଉଦ୍ଘାଟିତ ହୋଇଛି। ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ…
ହାତରେ ତ୍ରିରଙ୍ଗା ଧରି ରାସ୍ତାରେ ଚାଲିଲେ ମହିଳା
ହେମଗିରି,୧୩ା୮(ଡି.ଏନ୍.ଏ.): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶନିବାର ସୁନ୍ଦରଗଡ଼ ଜିଲା ହେମଗିରିଠାରେ ମହିଳାମାନେ ହାତରେ ତ୍ରିରଙ୍ଗା ଧରି ରାସ୍ତାରେ ରାଲି କରିଛନ୍ତି। ବିଡିଓ ଡ. ଜଗଦୀଶ ମହାନନ୍ଦଙ୍କ ତତ୍ତ୍ବାବଧାନ କ୍ରମେ ହେମଗିରି…
ସୁନ୍ଦରଗଡ଼ର ୮ଖେଳାଳି ଖେଳିବେ ଜାତୀୟ କିକ୍ବକ୍ସିଂ
ବଡ଼ଗାଁ, ୧୩।୮(ଡି.ଏନ୍.ଏ.): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଖେଳ ପ୍ରତିଭାର ଅଭାବ ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଥିବା ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ପ୍ରସ୍ତୁତ କରିବାର ବ୍ୟବସ୍ଥା କରାଯାଉ ନ ଥିବାରୁ ଅନେକ ପ୍ରତିଭା ସମ୍ପନ୍ନ ଖେଳାଳି ବଣମଲ୍ଲି ଭଳି ରହି…
ଆଜି ଏନ୍ଆଇଟିର ସମାବର୍ତ୍ତନ ଉତ୍ସବ
ରାଉରକେଲା ଅଫିସ,୧୩।୮: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାର ୧୯ତମ ସମାବର୍ତ୍ତନ ଉତ୍ସବ ଶନିବାର ଭୁବନେଶ୍ୱର ବେହେରା ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି, ସୁନ୍ଦରଗଡ ଏମ୍ପି ଜୁଏଲ ଓରାମ ଓ ରାଉରକେଲା ବିଧାୟକ…
ଚନ୍ଦଲି ଶକ୍ତିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ
ଲେଫ୍ରିପଡ଼ା,୧୨।୮(ଡି.ଏନ୍.ଏ.):ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏ ପଞ୍ଚାୟତ ଅନ୍ତର୍ଗତ ଉଜ୍ୱଲପୁର ଠାରୁ ଦର୍ଲିପାଲି ପିଡ଼ବ୍ଲ୍ୟୁଡ଼ି ରାସ୍ତା କଡ଼ ଏନଟିପିସି ପ୍ରକଳ୍ପ ନିକଟରେ ରହିଛି ପ୍ରସିଦ୍ଧ ଚନ୍ଦଳି ଶକ୍ତିପୀଠ। କେଉଁ ଆବାହମାନ କାଳରୁ ଏଠାରେ ମା’ ଚନ୍ଦଳି ପାଟ ପୂଜା ପାଇ…

