ଓଡିଶାରୁ ଅପହୃତ ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ
ରାଉରକେଲା ଅଫିସ, ୧୭ା୧୨-ରାଉରକେଲା ରେଳଷ୍ଟେଶନ ନିକଟରୁ ଅପହୃତ ହୋଇଥିବା ୫ବର୍ଷର ନାବାଳକକୁ ପଶ୍ଚିମବଙ୍ଗ ମେଦିନାପୁରରୁ ଉଦ୍ଧାର କରାଯାଇଛି। ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଏହି ଘଟଣାରେ ଗୁରୁବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉଦିତନଗର ଥାନା ଅନ୍ତର୍ଗତ ବିରଜାପାଲ୍ଲୀର ଅଶ୍ରଫ…
ଚା’ ଦୋକାନୀଙ୍କୁ ୧୧୦କୋଟିର ଜିଏସ୍ଟି ନୋଟିସ
ରାଉରକେଲା ଅଫିସ, ୧୬।୧୨: ରାଉରକେଲାରେ ଜିଏସ୍ଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସହରରେ ଜିଏସ୍ଟି ଠକେଇ ତାଲିକାରେ ଜଣେ ଚା’ ଦୋକାନୀଙ୍କ ନାଁ ଯୋଡ଼ି ହୋଇଯାଇଛି। ରାସ୍ତାକଡରେ ଏକ ଛୋଟିଆ ଗୁମୁଟିରେ ଚା’ ବିକି ଗୁଜରାଣ ମେଣ୍ଟାଉଥିବା କାର୍ତ୍ତିକ…
କୁମଝରିଆ ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ, ରକ୍ତଦାନ କାର୍ଯ୍ୟକ୍ରମ
କୁଆଁରମୁଣ୍ଡା,୧୬।୧୨(ଡି.ଏନ.ଏ)-ସ୍କୁଲ ପ୍ରତି ଅଧିକ ସଂଖ୍ୟକ ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ଓ ସ୍କୁଲର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅଭିଭାବକ, ଜନସାଧାରଣ,ପୁରାତନ ଛାତ୍ରୀଛାତ୍ରମାନଙ୍କୁ ସଂଶ୍ଳିଷ୍ଟ କରି ଅଞ୍ଚଳରେ ସରକାରୀ ସ୍କୁଲ ଶିକ୍ଷାର ପ୍ରସାର ଘଟାଇବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୬ଟି ସ୍ଥାନରେ ୪୦ ଜଣିଆ ଟିମ୍ର ଚଢ଼ାଉ
ସୁନ୍ଦରଗଡ଼,୧୫।୧୨(ଡି.ଏନ୍.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪୦ ଜଣିଆ ଟିମ୍ ନାରାୟଣଙ୍କ ଘର ସମେତ ଏକକାଳୀନ…
କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ
ସୁନ୍ଦରଗଡ଼, ୧୫।୧୨(ଡି.ଏନ୍.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଗଣଧାରଣାରେ ସୁନ୍ଦରଗଡ ଜିଲାର ବିଭିନ୍ନ ପ୍ରାନ୍ତରରୁ ବିଭିନ୍ନ ସଙ୍ଗଠନର…
ସାଇବର କ୍ରାଇମ ନେଇ ପ୍ରଶିକ୍ଷଣ ଶିବିର
ରାଉରକେଲା ଅଫିସ,୧୫ା ୧୨-ସାଇବର କ୍ରାଇମ ରୋକାଯିବା ନେଇ ସୋମବାର ଠାରୁ ରାଉରକେଲାରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି। ଡିଏସ୍ପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ର଼୍ୟାଙ୍କର ୩୦ଜଣ ପୋଲିସ ଅଧିକାରୀଙ୍କୁ ଏ ଦିଗରେ ତାଲିମ ପ୍ରଦାନ କରାଯିବ। ସ୍ଥାନୀୟ ଏସକେଡିଏଭି ପଲିଟେକନିକ ଠାରେ…
ମହିଳାଙ୍କ ଉପରକୁ ଗୁଳିମାଡ: ଗୁରୁତର ଅବସ୍ଥାରେ ଆଇଜିଏଚ୍ରେ ଭର୍ତ୍ତି
ସୁନ୍ଦରଗଡ଼/ବେଦବ୍ୟାସ (ଡି.ଏନ୍.ଏ)/ ରାଉରକେଲା ଅଫିସ୍ ୧୫।୧୨ – ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଘଟୋଲାଠାରେ ସୋମବାର ରାତି ସାଢେ ୮ଟାରେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପୁଅ ସହ ବାଇକ୍ରେ ଯାଉଥିବା ଜଣେ ମହିଳାଙ୍କ ଉପରକୁ ଅନ୍ୟ ଏକ ବାଇକ୍ରେ ଆସି…
ସୁନ୍ଦରଗଡ ଜିଲା ଓକିଲ ସଂଘ ନିର୍ବାଚନ: କମଳ ସେନ୍ ସଭାପତି ନିର୍ବାଚିତ
ସୁନ୍ଦରଗଡ,୧୪।୧୨ (ଡି.ଏନ୍.ଏ) -ବରିଷ୍ଠ ଆଇନ୍ଜୀବୀ କମଳ ଲୋଚନ ସେନ୍ ସୁନ୍ଦରଗଡ ଜିଲା ଓକିଲସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା ଶନିବାର ଶେଷ ହୋଇଛି । ପୂର୍ବରୁ ସଭାପତି ପଦବୀକୁ ଛାଡି ଅନ୍ୟ ପଦବୀ…
ବିପଦସଙ୍କୁଳ ଅବସ୍ଥାରେ ଲହଣ୍ଡାବୁଡ ଗ୍ରାମର ମୁକୁଳା ବିଦ୍ୟୁତ୍ ତାର
ସୁନ୍ଦରଗଡ଼, ୧୪।୧୨ (ଡି.ଏନ.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ଗ୍ରାମରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ମୁକୁଳା ବିଦ୍ୟୁତ୍ ତାର। ଟ୍ରାନ୍ସଫର୍ମର ରାସ୍ତା ପାର୍ଶ୍ୱରେ ଥିବା ବେଳେ ସେଠାରୁ ଗ୍ରାମକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାର ମାତ୍ର ୩ ଫୁଟ ଉପରେ…
ଉଦ୍ଯାପିତ ହେଲା ଭାଜପା ପ୍ରଶିକ୍ଷଣ ଶିବିର
କୁଆଁରମୁଣ୍ଡା,୧୪।୧୨(ଡି.ଏନ.ଏ.) ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି କମ୍ୟୁନିଟି ସେଣ୍ଟର ପରିସରରେ ଚାଲିଥିବା ଭାଜପାର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ଯାପିତ ହୋଇଯାଇଛି ା ପୂର୍ବତନ ଭାଜପା ଜିଲା ସଭାପତି ଜଗବନ୍ଧୁ ବେହେରା ଶିବିରକୁ ଉଦ୍ଘାଟନ କରିଥିଲେ। ଏଥିରେ ସଞ୍ଜୀବ ପ୍ରତାପ…
ପରିକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ପଦଯାତ୍ରା ପାଇଁ ଭାଜପାର ପ୍ରସ୍ତୁତି
ଲହୁଣୀପଡା, ୧୪।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅନ୍ତର୍ଗତ ରାଜାମୁଣ୍ଡା ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ବଣାଇ ସାଙ୍ଗଠନିକ ଜିଲା ତରଫରୁ ଆସନ୍ତା ୧୮ ତାରିଖ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।…
ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ
କୁଆଁରମୁଣ୍ଡା,୧୨।୧୨(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ବୀରମିତ୍ରପୁର-ସଲଙ୍ଗାବାହାଲ ରୋଡ୍ର ଝମନକେରା ବୁଲାଣି ନିକଟରେ ଶନିବାର ପୂର୍ବାହ୍ନରେ ଟ୍ରାକ୍ଟର-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ (ନଂ. ଓଡି୨୩ଜି/୦୮୦୪) ଆରୋହୀ ୨ଜଣ ଯୁବକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ ଦୁହ୍ଲାପୁର…

