୪୦୦ କେଜି ଗୋ ମାଂସ ଜବତ, ୩ ଅଟକ
ରାଉରକେଲା ଅଫିସ,୨୫।୧୨: ସୁନ୍ଦରଗଡ଼ ଜିଲା ବିଶ୍ରା ଅଞ୍ଚଳରୁ ରାଉରକେଲାକୁ ୨ଟି ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଏହାକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ବନ୍ଧମୁଣ୍ଡା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ମିଳିଥିବା…
ଉପଜିଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ
ରାଉରକେଲା ଅଫିସ,୨୪।୧୨: ସୁନ୍ଦରଗଡ଼ ଜିଲାକୁ ଭାଗ କରି ରାଉରକେଲା ଓ ବଣେଇ ଜିଲା ଗଠନ ପାଇଁ ଉଠିଥିବା ଦାବିକୁ ବିରୋଧ ତେଜିବାରେ ଲାଗିଛି। ଏହି କ୍ରମରେ ରାଉରକେଲା ଉଦିତନଗର ସ୍ଥିତ ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁନ୍ଦରଗଡ ଜିଲା ପେସା ଗ୍ରାମସଭା…
ଜମିବାଡ଼ି ଲୋଭରେ ଖୁଡ଼ୀଙ୍କୁ ହତ୍ୟା କରିଥିଲେ ପୁତୁରା
ଟେନସା,୨୧ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଜଙ୍ଗଲରୁ ଗତ ୧୨ ତାରିଖ ଦିନ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଜବତ କରିଥିଲା। ମଙ୍ଗଳବାର ଦିନ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋଇଡା…
ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର
ସୁନ୍ଦରଗଡ,୨୦।୧୨(ଡି.ଏନ.ଏ.): ସେଲଫି ନେବା ବେଳେ ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ୍ ଦୀର୍ଘ ସମୟ ପରେ ନିଖୋଜ ରାଉରକେଲା ସେକ୍ଟର-୧୫ର ସୋମେଶ ମଲ୍ଲିକ(୨୫)ଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ସୋମେଶ ଗତ ରବିବାର ରାଉରକେଲାରୁ…
ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବିତ
କୁତ୍ରା, ୨୦।୧୨(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ନିର୍ମାଣ ହେଉଥିବା ସେତୁଗୁଡିକୁ ପରିଦର୍ଶନ କରିବା ସହ ନିର୍ମାଣ ବିଳମ୍ବ ହେଉଥିବା ଯୋଗୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ତଥା ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ।…
ସେଲ୍ଫି ହେଲା କାଳ, ୧୨ ଘଣ୍ଟା ପରେ ବି ମିଳିନି ଯୁବକଙ୍କ ପତ୍ତା
ସୁନ୍ଦରଗଡ଼,୧୯।୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ଇବ୍ ନଦୀର କନାକୁଣ୍ଡ ଘାଟରେ ପୁଣି ଆଉ ଏକ ଅଘଟଣ ଘଟିଛି । ରାଉରକେଲା ସେକ୍ଟର-୧୫ରୁ ଏଠାକୁ ୪ଜଣ ଯୁବକ ପିକ୍ନିକ୍ କରିବାକୁ ରବିବାର ଯାଇଥିଲେ। ଅପରାହ୍ନରେ ପଥର ଉପରେ ଛିଡ଼ା ହୋଇ…
ବଦଳୁଛି ପାନପୋଷ ହକି ଛକ ରୂପରେଖ
ରାଉରକେଲା ଅଫିସ,୧୯।୧୨:ଷ୍ଟିଲସିଟି ରାଉରକେଲାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ଏହି ବିଶ୍ୱକପ୍ ରାଉରକେଲା ଛେଣ୍ଡ କଲୋନି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ହକି ବିଶ୍ୱକପ୍କୁ ଆଉ ମାତ୍ର ୨୬ ଦିନ ବାକି…
ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ
ସୁନ୍ଦରଗଡ଼,୧୮ା୧୨(ଡି.ଏନ୍.ଏ.): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସିନେ ନିର୍ଦ୍ଦେଶକ ପ୍ରଦୀପ୍ତ ଭୋଳଙ୍କ ରବିବାର ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ଼ ଜିଲା…
ହକି ବିଶ୍ୱକପକୁ ନେଇ ଆରମ୍ଭ ହେଲା କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୪୮୦ରୁ ଅଧିକ ଛାତ୍ରୀଛାତ୍ର
ସୁନ୍ଦରଗଡ଼,୧୬।୧୨(ଡି.ଏନ୍.ଏ.): ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ସୁନ୍ଦରଗଡ଼ ଜିଲାରେ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି।…
ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ
ସୁନ୍ଦରଗଡ଼, ୧୬।୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲାରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ସବ୍ଡେଗା ବ୍ଲକର କରମଡିହି ଲ୍ୟାମ୍ପ୍ସଠାରେ ଧାନ ମଣ୍ଡିକୁ ସୁନ୍ଦରଗଡ଼ ସଦର ଉପଜିଲାପାଳ ଦାଶରଥି ସରାବୁ ଉଦ୍ଘାଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଜିଲାର ବିଭିନ୍ନ…
ବିଶ୍ୱକପ୍ ପରେ ହେବ ସମସ୍ୟାର ସମାଧାନ
ରାଉରକେଲା ଅଫିସ,୧୫।୧୨: ହକି ବିଶ୍ୱକପ୍ ପେରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରାଯିବ ବୋଲି ବୁଧବାର ରାଉରକେଲା ଏଡିଏମ୍ ଡ. ଶୁଭଙ୍କର ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବିସ୍ଥାପିତଙ୍କୁ ପୋଲିସ ରିଜର୍ଭ…
ବସ-ବାଇକ ମୁହାଁମୁହିଁ ଧକ୍କା: ୩ ମୃତ
ହେମଗିର,୧୪।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଅନ୍ତର୍ଗତ ହେମଗିର ଥାନା ସ୍ଥିତ ତୁମୁଲିଆ ଠାରେ ବସ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ତୁମୁଲିଆ ଠାରୁ ବେଲପାହାଡ ଅଭିମୁଖେ ଯାଉଥିବା ଏକ ବସ…
Archives


